Sign in
Sign in
Recover your password.
A password will be e-mailed to you.
ଘରୋଇ ବସ୍ ରୁ ମୋବାଇଲ୍ ଲୁଟେରାକୁ ଧରି ପୁଲିସରେ ଜିମା ଦେଲେ ଯାତ୍ରୀ
ହିଞ୍ଜିଳିକାଟୁ ୨୩।୧୨ : କଲେଜ ଫେରନ୍ତା ଛାତ୍ରୀ ଦୁଇ ଜଣଙ୍କ କଙ୍କୋରଡା ଯାଉଥିବା ଘରୋଇ ବସରୁ ମୋବାଇଲ୍ ଫୋନ୍ ସହ ପର୍ସ ଲୁଟି ଫେରାର୍ ମାରୁଥିବା ଜଣେ ଲୁଟିଆକୁ ଧରି ଯାତ୍ରୀ ମାନେ ଉତ୍ତମ ମଧ୍ୟମ ପରେ ପୁଲିସରେ ଜିମା ଦେଇଛନ୍ତି। କଲେଜରଛାତ୍ରୀ ଟିଉସନ କ୍ଲାସ୍ସାରି ସହପାଠିନୀଙ୍କ!-->…
ସରସ୍ଵତୀ ଶିଶୁ ମନ୍ଦିରରେ ଏକଦିବସୀୟ ଶିଶୁ ଶିବିର
ବୁଗୁଡ଼ା : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ ଓ!-->…
ବଡ଼ଦିନ ପୂର୍ବରୁ ପୋଲିସର ଫ୍ଲାଗ୍ ମାର୍ଚ୍ଚ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବାଲିଗୁଡ଼ା : ଆଉ ଦିନକ ପରେ ବଡ଼ଦିନ । ବଡ଼ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେନେଇ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ପୋଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ବଡ଼ଦିନକୁ ଦୃଷ୍ଟିରେ ରଖି ବାଲିଗୁଡ଼ାରେ!-->…
ଦ୍ବିତୀୟ ଥର ରିମାଣ୍ଡରେ ଗଲେ ଜଗବନ୍ଧୁ
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ରିମାଣ୍ଡରେ ନେଇଛି। ଜଗବନ୍ଧୁଙ୍କୁ ଇଡି ୩ ଦିନିଆ ରିମାଣ୍ଡରେ ନେଇଛି। ଜଗବନ୍ଧୁଙ୍କ ଓକିଲ ବିଶ୍ବଚନ୍ଦନ ମହାନ୍ତି ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ରିମାଣ୍ଡ!-->!-->!-->…
କରୋନା ନିୟମ ପାଳନ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ: ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ
ଭୁବନେଶ୍ବର: ବିଦେଶରେ (ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍, ଜର୍ମାନି ଓ ଚୀନ୍) କରୋନା ଓମିକ୍ରନ୍ର ନୂଆ ଭାରିଆଣ୍ଟ ଖୁବ୍ ଶୀଘ୍ର ବ୍ୟାପୁଥିବା ବେଳ ରାଜ୍ୟ ସରକାର ଏ ସଂପର୍କରେ ଅବଗତ ହୋଇ ଜନସାଧାରଣଙ୍କ ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର!-->…
୩୧ ଦିନରେ ପହଞ୍ଚିଲା ଅଙ୍ଗନୱାଡି କର୍ମୀଙ୍କ ଧାରଣା, ସମର୍ଥନ କଲା ଭାଜପା
ବୁଗୁଡ଼ା : ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ଓ୍ବାର୍କରସ୍ ଆସୋସିଏସନ ଡାକରାରେ ୮ ଦଫା ଦାବି ନେଇ ବୁଗୁଡ଼ା ବ୍ଲକର ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନଙ୍କର ଦାବି ଗୁଡିକର ସ୍ଥାୟୀ!-->…
ଅଚ୍ୟୁତଙ୍କ ୫୦ତମ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ
ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍
ଫୁଲବାଣୀ : ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍ ଡିଗ୍ରୀ ପ୍ରଦାନ କରାଯାଇଛି।!-->!-->!-->…
ନୂଆବର୍ଷ ପାଇଁ ଡାଏରି ବେପାର ମାନ୍ଦା, ଚିନ୍ତାରେ ବେପାରୀ
ହିଞ୍ଜିଳିକାଟୁ ୨୩।୧୨ : ସାତଦିନ ପରେ ନୂଆବର୍ଷ। ପ୍ରିୟଜନଙ୍କୁ ଉପହାର ଦେଇ ନୂଆବର୍ଷର ଶୁଭେଚ୍ଛା ଜଣାଇଥାନ୍ତି ଲୋକେ। ଉପହାର ମଧ୍ୟରେ ନୂଆବର୍ଷରେ ସ୍ବତନ୍ତ୍ର ରହିଥାଏ ଡାଏରୀ ଓ କ୍ୟାଲେଣ୍ତର। ଖାସ କରି ଏହି ଉପହାର ଦେଇ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇବା ବେଶ ପସନ୍ଦ କରିଥାନ୍ତି ଲୋକେ।!-->…
ରିପବ୍ଲିକ ଓଡିଶା ତରଫରୁ ସମର୍ଦ୍ଧିତ ହେଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର
ଫୁଲବାଣୀ : କନ୍ଧମାଳର ଜଣାଶୁଣା ସାହିତ୍ୟିକ, ଶିକ୍ଷାବିତ ଓ ଗବେଷକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ଓଡ଼ିଶାର ରାଜ ମିଡ଼ିଆ ଲକ୍ଷ୍ମୀ ଟେଲିଭିଯନ ନେଟୱାର୍କ ର "ରିପବ୍ଲିକ ଓଡିଶା ଚେନେଲ " ସମର୍ଦ୍ଧିତ କରିଛି l ଭୁବନେଶ୍ୱରରେ ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ତାର ଷଷ୍ଠ ସ୍ଵନକ୍ଷତ୍ର!-->…
ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ଵକପ୍ ଟ୍ରଫି ଗ୍ରସ୍ତ କାର୍ଯ୍ୟକ୍ରମ ନେଇ ବୈଠକ
ଫୁଲବାଣୀ : ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ଵକପ୍ ଟ୍ରଫି ଗସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ଵରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ରଫିକୁ ମହାସମାରୋହର ସହିତ ସ୍ବାଗତ କରିବା,!-->…