Sign in
Sign in
Recover your password.
A password will be e-mailed to you.
ଆଇପିଏଲ ଅକ୍ସନ: ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟିରେ କିଣିଲା ହାଇଦ୍ରାବାଦ
କୋଚି: ଆଇପିଏଲର ୨୦୨୩ ସଂସ୍କରଣ ପାଇଁ ଆଜି ମିନି ଅକ୍ସନ ଆରମ୍ଭ ହୋଇଛି। ଏହି ଅକ୍ସନରେ ବର୍ତ୍ତମାନ ସୁଦ୍ଧା ଇଂଲଣ୍ତ ଟିମ୍ର ଯୁବ ବ୍ୟାଟର ହ୍ୟାରୀ ବ୍ରୁକ୍ଙ୍କ ଦବଦବା ଦେଖିବାକୁ ମିଳିଛି। ତାଙ୍କୁ ୧୩.୨୫ କୋଟି ଟଙ୍କା ଦେଇ ସନ ରାଇଜର୍ସ ହାଇଦ୍ରାବାଦ ନିଜ ସହ ସାମିଲ କରିଛି। ବ୍ରୁକଙ୍କ ବେସ୍!-->…
୨ୟ ଟେଷ୍ଟ: ପ୍ରଥମ ପାଳିରେ ଭାରତ ୩୧୪ ରନ୍; ବାଂଲାଦେଶର ୨ୟ ପାଳି ଆରମ୍ଭ
ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଢାକାସ୍ଥିତ ଶେର୍ ବାଂଲା ନ୍ୟାସନାଲ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତ ନିଜର ପ୍ରଥମ ପାଳିରେ ସମସ୍ତ ୱିକେଟ୍ ହରାଇ ୩୧୪ ରନ୍ ସଂଗ୍ରହ କରିଛି। ଆୟୋଜକ ବାଂଲାଦେଶ ଟସ୍ ଜିଣି ଗୁରୁବାର ପ୍ରଥମ!-->…
କୋଭିଡ୍ ପରିସ୍ଥିତି ଯୋଗୁଁ ନିର୍ଦ୍ଧାରିତ ସମୟର ୭ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା
ନୂଆଦିଲ୍ଲୀ: କୋଭିଡ୍-୧୯ର ଦ୍ରୁତ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବା କାରଣରୁ ନିର୍ଦ୍ଧାରିତ ସମୟର ୭ ଦିନ ପୂର୍ବରୁ ଆଜି ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରାଜ୍ୟସଭାର ୨୫୮ତମ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସମୟରେ!-->…
ସେଣ୍ଟ୍ରାଲ ପ୍ୟାରିସରେ ଆଖିବୁଜା ଗୁଳିମାଡ଼: ୨ ମୃତ, ୬୦ ବର୍ଷୀୟ ବୃଦ୍ଧ ଗିରଫ
ପ୍ୟାରିସ: ସେଣ୍ଟ୍ରାଲ ପ୍ୟାରିସରେ ଆଜି ହଠାତ୍ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ସେହିପରି ଗୁଳିମାଡ଼ କରିଥିବା ୬୦ ବର୍ଷୀୟ ବୃଦ୍ଧଙ୍କୁ ପୁଲିସ ଗିରଫ କରି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଗୁଳିମାଡ଼ର କାରଣ ଜଣାପଡ଼ି ନଥିଲେ!-->…
ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୧୬ ମୃତ, ୪ ଗୁରୁତର
ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରତୀୟ ସେନାର ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି!-->…
ନିଜକୁ ନିଜେ ବିସ୍ଫୋରଣରେ ଉଡ଼ାଇ ଦେଲା ଆତଙ୍କବାଦୀ, ପୁଲିସ୍ କର୍ମଚାରୀ ମୃତ
ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦର ଆଇ-୧୦/୪ ସେକ୍ଟରରେ ଜଣେ ଆତଙ୍କବାଦୀ ଆଜି ଆତ୍ମଘାତୀ ହମଲା କରିଛି। ଏଥିରେ ଜଣେ ପୁଲିସ୍ କର୍ମଚାରୀ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ପୁଲିସ୍ କର୍ମଚାରୀ ଓ ୨ ଜଣ ସାଧାରଣ ଲୋକ ରହିଛନ୍ତି। କାର୍!-->…
ଶେଲୀ ଓବରୟ ଆପ୍ର ଦିଲ୍ଲୀ ମେୟର ପ୍ରାର୍ଥୀ
ନୂଆଦିଲ୍ଲୀ: ବିଜେପି ଠାରୁ ଦିଲ୍ଲୀ ମହାନଗର ନିଗମ(ଏମସିଡି) ଛଢ଼ାଇ ଆଣିଥିବା ଆପ୍ ଆଜି ମେୟର ଓ ଡେପୁଟି ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ପକ୍ଷରୁ ଶେଲୀ ଓବରୟଙ୍କୁ ଦିଲ୍ଲୀର ମେୟର ପ୍ରାର୍ଥୀ କରାଯାଇଥିବା ବେଳେ ମାଟିଆ ମହଲର ବିଧାୟକ ସୋଏବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲଙ୍କୁ!-->…
କାହିଁକି ମହିଳାଙ୍କ ବିଶ୍ୱବିଦ୍ୟାଳୟ ପ୍ରବେଶ ଉପରେ ରୋକ ଲଗାଇଲା ତାଲିବାନ?
କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ମହିଳାମାନଙ୍କ ସ୍ୱାଧୀନତା ସଙ୍କୁଚିତ କରିବାରେ ଲାଗିଛି। ଏହିକ୍ରମରେ ବିଶ୍ୱବିଦ୍ୟାଳୟଗୁଡ଼କରେ ଛାତ୍ରୀଙ୍କ ପ୍ରବେଶ ଉପରେ ରୋକ ଲଗାଇ ଦିଆଯାଇଛି। ମହିଳା ଓ ଛାତ୍ରୀମାନେ ତାଲିବାନ ଜାରି କରିଥିବା ଡ୍ରେସ କୋଡ୍!-->…
ଛକାପଞ୍ଝା ପରେ ଜେଲରୁ ବାହାରିଲା ବିକିନି କିଲର ଶୋଭରାଜ
କାଠମାଣ୍ଡୁ: ସିରିଏଲ କିଲର ତଥା ବିକିନି କିଲର ଭାବେ ଜଣାଣୁଣା ଚାର୍ଲସ ଶୋଭରାଜ ଶେଷରେ ଜେଲରୁ ବାହାରିଛି। ୨୦୦୩ରୁ କାଠମାଣ୍ଡୁ ଜେଲରେ ରହିଥିବା ଶୋଭରାଜକୁ ବୁଧବାର ନେପାଳ ସୁପ୍ରିମକୋର୍ଟ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ଅବସ୍ଥାରେ ଜେଲ କର୍ତ୍ତୃପକ୍ଷ ଏହାକୁ ଶୁଣି ନଥିଲେ।!-->…
ପ୍ରଥମ ମୁସଲିମ ମହିଳା ଭାବେ ଯୁଦ୍ଧ ବିମାନ ଚଳାଇବେ ସାନିଆ ମିର୍ଜା
ମିର୍ଜାପୁର: ଇତିହାସ ରଚିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ମର୍ଜାପୁରରେ ରହୁଥିବା ସାନିଆ ମିର୍ଜା। ସେ ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ। ସେହିପରି ରାଜ୍ୟର ପ୍ରଥମ ମହିଳା ଭାବେ ସାନିଆ ମିର୍ଜା ଫାଇଟର ଜେଟ୍ ଚଳାଇ ରେକର୍ଡ ସୃଷ୍ଟି!-->…