ଜୱାହର ନବୋଦୟ ବିଦ୍ୟାଳୟ ତରଫରୁ ମୋତିଆ ବିନ୍ଦୁ ଅପରେସନ ଲାଗି ୨୨ ଜଣ ଲୋକଙ୍କୁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଜୱାହର ନବୋଦୟ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଗଠନ ଦ୍ଵାରା ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ୨୨ ଜଣ ଲୋକଙ୍କୁ ମୋତିଆ ବିନ୍ଦୁ ଅପରେସନ ପାଇଁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ ନିଆ ଯାଇଛି । ସୂଚନା ଥାଉ କି ଏହା ପୂର୍ବରୁ ଡିସେମ୍ବର ୧୦ ତାରିଖରେ ଏହି ଛାତ୍ର

ଭାଷା ଗୋଟିଏ ଜାତିର ଶ୍ରେଷ୍ଠ ସମ୍ପଦ : ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର : ‘ଓଡ଼ିଆ ଭାଷା ଆଇନ’ ପୁସ୍ତକ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ଓଡ଼ିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥାଙ୍କ ଦ୍ବାରା ସମ୍ପାଦିତ ତଥା ପ୍ରକାଶିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବଠାରୁ ଆରମ୍ଭ କରି

ଚଳିତବର୍ଷ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଦ୍ଵାରା ୭୫ଟି ମାମଲା ରୁଜୁ…

ଭୁବନେଶ୍ୱର : ଚଳିତବର୍ଷ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୭୫ଟି ମାମଲା ରୁଜୁ କରିଛି। ୧୩୩ ଜଣଙ୍କୁ ବିଭିନ୍ନ ମାମଲାରେ ଗିରଫ କରିଛି। ବାର୍ଷିକ ରିପୋର୍ଟରେ କ୍ରାଇମବ୍ରାଞ୍ଚ ଏସଟିଏଫ ଏପରି ଅନେକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛି।ନିଶା କାରବାର, ବନ୍ୟପ୍ରାଣୀ ଚୋରା ଚାଲାଣ ସହ ଜାଲନୋଟ କାରବାରକୁ

ହାଇକୋର୍ଟରେ ଶୀତ ଅବକାଶ, ଜାନୁଆରି ୨ରେ ଖୋଲିବ…

କଟକ : ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି। ୨୦୨୩, ଜାନୁଆରି ୨ରେ ହାଇକୋର୍ଟ ଖୋଲିବ। ଶୀତ ଅବକାଶ ସମୟରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ।ଶୀତ ଅବକାଶ ସମୟରେ ଡିସେମ୍ବର ୨୬, ୨୭, ୨୮, ୨୯, ୩୦ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ

ଧାନକଟା ମେସିନ୍ ମାଡ଼ି ଯାଇ ନାବାଳକର ମୃତ୍ୟୁ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଣ୍ଟା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଧାନକଟା ମେସିନ୍ ମାଡ଼ି ଯାଇ ଜଣେ ନାବାଳକର ପ୍ରାଣହାନି ଘଟିଛି। ମୃତ ବାଳକ ହେଲେ ଖଡିଅଣ୍ଟା ଗାଁର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁଲା ମଳିକ। ଏହି ଘଟଣା ଗତକାଲି

କୋଣାର୍କ ଗସ୍ତରେ ୫ଟି ସଚିବ: ବିଭିନ୍ନ କାମର ଅଗ୍ରଗତି ନେଇ କଲେ ସମୀକ୍ଷା…

ପୁରୀ: ଆଜି ୫ଟି ସଚିବ ଭି କେ ପାଣ୍ଡିଆନ୍ କୋଣାର୍କ ଯାଇ ଚନ୍ଦ୍ରଭାଗା ବେଳାଭୂମିର ବିକାଶ, କୋଣାର୍କ-ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂ ରୋଡ କାମ ଅନୁଧ୍ୟାନ କରିଥିଲେ। କାମର ଅଗ୍ରଗତି ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ।

ଜୋର ଧରିଲା କୋଶଲ ରାଜ୍ୟ ଦାବି…

ବଲାଙ୍ଗୀର: ପୁଣି ଜୋର ଧରିଲା କୋଶଲ ରାଜ୍ୟ ଦାବି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ଦାବି ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବା ପରେ ଏବେ କୋଶଲ ରାଜ୍ୟ ଦାବି ହିଁ ଏକମାତ୍ର ବିକଳ୍ପ ବୋଲି କୋଶଲ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର

ରାଜ୍ୟରେ ନୂଆ ଭାରିଏଣ୍ଟର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଅଛି: ସ୍ଵାସ୍ଥ୍ୟ ନିର୍ଦ୍ଦେଶକ…

ଭୁବନେଶ୍ବର: ଚୀନରେ ନୂଆ ଭାରିଏଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟବାସୀଙ୍କୁ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏହି ଭାରିଏଣ୍ଟ ଦୁଇ ବର୍ଷ ହେବ ଅଛି। ଯେହେତୁ ଏହା ଚୀନରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା

ଆସନ୍ତା ୨୬ ତାରିଖରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରିବ ବିଜେପି

ଭୁବନେଶ୍ବର: ମହିଳା ବିରୋଧୀ, ନାରୀ ନିର୍ଯାତନା ଓ ବିଜେଡି ରାଜନୀତିକୁ ଅପରାଧୀକରଣ କରୁଥିବାରୁ ଏହାର ପ୍ରତିବାଦ କରିବ ବିଜେପି। ଏଥିଲାଗି ବିଜେପି ପକ୍ଷରୁ ଆସନ୍ତା ୨୬ ତାରିଖରେ ସବୁ ମଣ୍ଡଳରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରାଯିବ। ଏନେଇ ସୂଚନା ଦେଇ ରାଜ୍ୟ

ବିଜେପି ଉପରେ ହମଲା କଲେ ଦେବୀ ମିଶ୍ର, ସୁର ରାଉତରାୟ କହିଲେ, କେବଳ ଅଭିନୟ…

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ମହିଳା ହିଂସା ଓ ନେତା ମନ୍ତ୍ରୀମାନଙ୍କ ଅପରାଧରେ ସମ୍ପୃକ୍ତି ପ୍ରସଙ୍ଗକୁ ନେଇ ୨୬ ତାରିଖରେ ବିଜେପିର ସତ୍ୟାଗ୍ରହକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜନୈତିକ ଦଳ ଭାବେ ବିଜେପି ତାର କାର୍ଯ୍ୟକ୍ରମ କରିପାରେ।