Sign in
Sign in
Recover your password.
A password will be e-mailed to you.
୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ ସତ୍ୟେନ୍ଦ୍ର…
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲ୍ରେ ରହିଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କୁ ଝଟକା। ଜେଲରେ ଥିବା ସତ୍ୟେନ୍ଦ୍ର ଆସନ୍ତା ୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ। ସେହିପରି ତାଙ୍କ!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୪ବର୍ଷ ଜେଲ ସହ ଏକ ଲକ୍ଷ ଟଙ୍କା ଜୋରିମାନା…
ଫୁଲବାଣୀ :-ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ୧୩ ବର୍ଷିୟା ନାବାଳିକାର ଦୁଷ୍କର୍ମ ମାମଲାର ବିଚାର କରି ସାକ୍ଷୀ,ଡାକ୍ତରୀ ରିପୋର୍ଟ୍ କୁ ଭିତ୍ତି କରି ମନୁ ପାଟଗୁରୁ,୨୯ବର୍ଷ ମୁଣ୍ଡାସାହି, କୋଟଗଡ଼କୁ ଦୋଷୀ ସାବ୍ୟସ୍ତ କରି!-->!-->!-->!-->!-->!-->!-->…
ମୋଟର ସାଇକେଲରୁ ଖସିପଡ଼ି ମା’ଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଛୋଟ ଝିଅ
କନ୍ଧମାଳ : କନ୍ଧମାଳ ଜିଲ୍ଲାର ଫୁଲବାଣୀରୁ ଗୋଛାପଡା କୌଣସି କାମରେ ଫୁଲବାଣୀ ସାହି ଅଞ୍ଚଳର ଦିଲ୍ଲୀପ କୁମାର ମହାନ୍ତି ,ତାଙ୍କ ସ୍ତ୍ରୀ କିରଣବାଳା ପଟ୍ଟନାୟକ ଏବଂ ଝିଅ ଯାଉଥିବା ବେଳେ ଲୋହରାସାହି ନିକଟରେ ଦିଲ୍ଲୀପଙ୍କ ସ୍ତ୍ରୀ ଆପାଚି ମୋଟର ସାଇକେଲରୁ ଖସି ପଡିଥିଲେ। ଫଳରେ ତାଙ୍କ ମୁଣ୍ଡରେ!-->…
ଜାତୀୟ ଉପଭୋକ୍ତା ଦିବସ ପାଳିତ…
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ବୈଠକ କକ୍ଷରେ ରାଜ୍ୟ ଉପଭୋକ୍ତା କଲ୍ୟାଣ ବିଭାଗ, ଜିଲ୍ଲା ପ୍ରଶାସନ, ଜିଲ୍ଲା ବୈଧମାପ ବିଭାଗ ଓ ଜିଲ୍ଲା ଉପଭୋକ୍ତା ଆୟୋଗ ଙ୍କ ସହଯୋଗ ରେ ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର, ଓ ବେଦିକ୍ ଦ୍ବାରା ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ ବ୍ରହ୍ମପୁର ସହରର!-->…
ଗୁଣି ସନ୍ଦେହରେ ମହିଳାଙ୍କୁ ମାଡ ଅଭିଯୋଗ…
ମାଲକାନଗିରି, ୨୪।୧୨ : ମାଲକାନଗିରି ଜିଲ୍ଲା ବିଏଲପୁର ପଞ୍ଚାୟତର ମେଟ୍ଟାଗୁଡା ଗ୍ରାମରେ ଜଣେ ମହିଳାଙ୍କୁ ଗୁଣି ଗାରେଡି ସନ୍ଧେହରେ ମାଡ ମାରିବା ସହ ବିଷ୍ଟା ଖୁଆଇ ଗରମପାଣି ପକାଇ ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମେଟ୍ଟାଗୁଡା ଗ୍ରାମର ସାମ ସୁକୁରୀଙ୍କ ପତ୍ନୀ ନନ୍ଦାଇ ସୁକୁରି!-->…
ହିଞ୍ଜିଳି ପୋଲିସର ଚଢ଼ାଉ : ବନ୍ଧାହେଲା ପେସାଦାର ମଦବେପାରୀ
ହିଞ୍ଜିଳିକାଟୁ ୨୪।୧୨ : ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ଅନ୍ତର୍ଗତ କରାଖଣ୍ଡି ଗ୍ରାମରେ ରେ ଅବାଧ ମଦ ବିକ୍ରି ଚାଲୁଥିବାର ଅଭିଯୋଗ ବାରମ୍ବାର ହୋଇଆସୁଥିଲା। ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କରାଖଣ୍ଡି ଗ୍ରାମରେ ଚଢ଼ାଉ କରି ଜଣେ ପେସାଦାର ମଦବେପାରିଙ୍କୁ ବିଦେଶୀ ମଦ ସହ ଗିରଫ!-->…
ରାତି ଅଧରେ ହାତୀପଲର ଉନ୍ମତ୍ତକାଣ୍ଡ…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଛତିଶଗଡ଼ ସୀମାନ୍ତବର୍ତ୍ତୀ ଗ୍ରାମ ସିଉନାପାଳିରେ ରାତି ପ୍ରାୟ ଦୁଇଟା ବେଳେ ଏକ ଲୋମହର୍ଷଣକାରୀ ଘଟଣା ଘଟି ଯାଇଛି | ସୂଚନା ଅନୁଯାୟୀ ଗତ ୨୩ ତାରିଖ ରାତି ରାଇଘର ବ୍ଲକ ହାଟଭାରଣ ପଞ୍ଚାୟତର ସିଉନାପାଲି ଗ୍ରାମର ତେଜୁରାମ ଗଣ୍ଡ ଓ ତାଙ୍କ ପୁଅ ରାମ ଗଣ୍ଡ!-->…
ଅଟୋ ଓ ମଟର ସାଇକେଲ ଧକ୍କା, ଜଣେ ଗୁରୁତର…
ଦାରିଙ୍ଗବାଡ଼ି,୨୪/୧୨ : ଦାରିଙ୍ଗବାଡ଼ି ବ୍ଳକ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭରବାଡ଼ି ଗ୍ରାମ ନିକଟରେ ଅଟୋ ଓ ମଟର ସାଇକେଲ ଧକ୍କାରେ ମଟର ସାଇକେଲ ଚାଳକ ଗୁରୁତର ହୋଇଥିଲା ବେଳେ ଅଟୋରେ ବସିଥିବା ୬ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଉକ୍ତ ଭ୍ରମରବାଡ଼ି!-->…
ଖଳାରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ପରିବାର ସର୍ବସ୍ବାନ୍ତ…
ଦାରିଙ୍ଗବାଡ଼ି, ୨୪/୧୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ, ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ କିନାରୀଗାଁରେ ଆଜି ଦିନ ଦ୍ବୀପହରରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାରି ଫଳରେ କିନାରୀଗାଁ ର ୨ ପରିବାର ସର୍ବସାନ୍ତ ହୋଇଥିବା ଜଣାପଡିଛି। ଆଜି ଦିନ ଦ୍ବୀପହରରେ ବାଞ୍ଛାନିଧି ବଡାଇକଙ୍କ ୨ଗଦା ଓ!-->…
ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ବଜାରରେ ପୋଲିସ ପ୍ରଶାସନ ପକ୍ଷରୁ ବଡ଼ଦିନ ପାଇଁ ଫ୍ଲାଗମାର୍ଚ୍ଚ…
ଦାରିଙ୍ଗବାଡ଼ି,୨୪/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକରେ ଥିବା ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ବଡ଼ଦିନ ପାଳନକୁ ନେଇ ଉଭୟ ପୋଲିସ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୈସିକ ମାଝୀ ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ!-->…