ପାଟଣାସାହି ରେ ଭାଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସପ୍ତାହ ଵ୍ୟାପି ପ୍ରବଚନ…

ହିଞ୍ଜିଳିକାଟୁ ୨୫।୧୨ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସପ୍ତାହବ୍ୟାପୀ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂମ୍ପର୍କରେ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ…

ସାଲେପୁର: ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀ ମୃତ୍ୟ। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନମାଲିପୁରରେ। ବଡ଼ଝିଅ ୯ ବର୍ଷର ଓ ସାନ ଝିଅ ୫ ବର୍ଷର। ଆଜି ଦୁଇ ଭଉଣୀ ସକାଳେ ଖେଳୁଥିଲେ। କିଛି ସମୟ ସେମାନଙ୍କୁ ନପାଇବାରୁ ଘରଲୋକେ ଖୋଜାଖୋଜି କଲେ । ତେବେ କିଛି ସମୟ ପରେ

ଓଡ଼ିଶାରେ ମିଳିବ ନାଜାଲ୍ ଡୋଜ୍ ‘ଇନ୍‌କୋଭାକ୍’

ଭୁବନେଶ୍ବର : ଓଡ଼ିଶାରେ ନାଜାଲ କୋଭିଡ ଡୋଜ୍ ଉପଲବ୍ଧ ହେବ। ଘରୋଇ ହସ୍ପିଟାଲରେ ଏହି ଡୋଜ୍ ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଇନ୍‌କୋଭାକ୍ ନାଜାଲ ଡୋଜ୍ ବ୍ୟବହାର ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ

ହିତେନ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌, ୭ ଅଭିଯୁକ୍ତ ଗିରଫ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଯୁବ ବ୍ୟବସାୟୀ ହିତେନ ସ୍ୱାଇଁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍। ଚିଟ୍‌ଫଣ୍ଡରେ ଟଙ୍କା ବୁଡ଼ିବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏଥିରେ ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ସୁଧାଂଶୁ ଶେଖର ସ୍ୱାଇଁ,

କାଲି ପୁରୀରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

ପୁରୀ: କାଲି ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ଶଙ୍ଖନାଦରେ କମ୍ପିବ ଶଙ୍ଖକ୍ଷେତ୍ର । ପୁରୀରେ ପ୍ରତିଷ୍ଠା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୨୫ ପୂରି ୨୬ ବର୍ଷରେ ପାଦ ଦେବ ବିଜେଡି । ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ବ୍ୟାପକ ଆୟୋଜନ କରାଯାଉଛି ।

ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବଡ଼ଦିନ ପର୍ବ ପାଇଁ ଉତ୍ସବ ମୁଖର…

ଦାରିଙ୍ଗବାଡ଼ି,୨୫ /୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଗିର୍ଜା ଘରେ ବଡ଼ ଦିନ ପର୍ବ ପାଳିତ ହୋଇ ଯାଇଅଛି। କୋରୋନା ସକାଶେ ପ୍ରାୟ ତିନି ବର୍ଷ ଧରି (ଏକ୍ସମାସ) ବଡ ଦିନରେ ଗୀର୍ଜା ଘର ଗୁଡ଼ିକ ଖାଁ ଖାଁ ରହିଥିବା ବେଳେ ଏହି ବର୍ଷ ପ୍ରତ୍ୟେକ ଗୀର୍ଯା ଘର ଗୁଡ଼ିକ ଆଲୋକ

ବୋଲେରୋ ସହ ବାଇକ୍ ଧକ୍କା: ଜଣେ ମୃତ, ଜଣେ ଗୁରୁତର…

ଭଞ୍ଜନଗର: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଟନଈ ନିକଟରେ ବୋଲେରୋ ସହ ବାଇକ୍ ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର ଆହତ । ମୃତକ ଜଣକ ଶଶାଙ୍କ କୁମାର ଷଡଙ୍ଗୀ । ତାଙ୍କ ଘର ନୟାଗଡ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ । ଆହତ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ , ଆସିକା ମେଡିକାଲରେ

କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ବାର୍ଷିକ ରିପୋର୍ଟ: ୭୫ ମାମଲାରେ ହୋଇଛନ୍ତି ୧୩୩ ଗିରଫ…

ଭୁବନେଶ୍ବର:କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ବାର୍ଷିକ ରିପୋର୍ଟ । ଚଳିତ ବର୍ଷ ୭୫ ଟି ମାମଲା ରୁଜୁ କରିଛି ଏସ୍‌ଟିଏଫ୍‌ । ୭୫ ଟି ମାମଲାରେ ୧୩୩ ଜଣଙ୍କୁ ଗିରଫ କରାଯାଇଛି । ଫୋକସରେ ଥିଲା ନିଶା କାରବାର, ବନ୍ୟପ୍ରାଣୀ ସ୍ମଗଲିଂ ସହ ଜାଲନୋଟ କାରବାର । ଚଳିତ ବର୍ଷ ୨୨ କେଜି ବ୍ରାଉନ ସୁଗାର, ୨

ବାଲିଗୁଡା ରେ ବଡ଼ଦିନ ପର୍ବ ଓ ଶହୀଦ ଖଗେଶ୍ୱର ମଳିକ ଙ୍କ ସ୍ମୁତି ରେ ଶହୀଦ ଦିବସ ପାଳିତ…

ବାଲିଗୁଡା,: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ବଡ଼ଦିନ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି l ଖ୍ରୀଷ୍ଟ ଧର୍ମାବଲାମ୍ବୀମାନଙ୍କ ପାଇଁ ବର୍ଷସାରା ର ଅନ୍ୟତମ ପବିତ୍ର ପର୍ବ। ଏ ନେଇ ସବୁଆଡ଼େ ହର୍ଷୋଲ୍ଲାସ ର ମାହୋଲ। ଶନିବାର ରାତିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ।

ଭୁବନେଶ୍ୱରରେ ଫେରିଲା ପଥୋତ୍ସବ…

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଫେରିଛି ପଥୋତ୍ସବ । ଜନପଥରେ ଭିଡ଼ ଜମାଇଛନ୍ତି ରାଜଧାନୀ ବାସିନ୍ଦା । ଶୀତୁଆ ସକାଳରେ ନାଚ ଗୀତର ଆସର ଜମିଛି । ପୁଣି ପେଣ୍ଟିଂ, ଷ୍ଟ୍ରିଟ୍‌ କ୍ରିକେଟ୍‌, ସ୍କେଟିଂ ଭଳି କ୍ରୀଡ଼ା ଆକର୍ଷଣର କେନ୍ଦ୍ର ପାଲଟିଛି । ମାଷ୍ଟରକ୍ୟାଣ୍ଟିନଠାରୁ