Sign in
Sign in
Recover your password.
A password will be e-mailed to you.
ଗରିବଙ୍କ କଥା କହି ଶୀତବସ୍ତ୍ର ପିନ୍ଧୁ ନାହାନ୍ତି ରାହୁଲ ଗାନ୍ଧି…
ନୂଆଦିଲ୍ଲୀ: ଭୀଷଣ ଥଣ୍ଡାରେ ସାରା ଉତ୍ତରଭାରତ ଥରୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭିନ୍ନ ଠାଣିରେ ଦେଖିବାକୁ ମିଳିଛି। ଶୀତର ପ୍ରକୋପକୁ ଖାତିର ନକରି ମାତ୍ର ଏକ ଟିସାର୍ଟରେ ସେ ଆଜି ଦିଲ୍ଲୀରେ ମହାତ୍ମା ଗାନ୍ଧି ଏବଂ ଏବଂ ବହୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ!-->…
ନ୍ୟାୟ ପାଇଁ ପୁରୀରେ ୩୦ ପରିବାରର ସଦସ୍ୟ…
ପୁରୀ: ପୁରୀ ଶରଧାବାଲିରେ ଏକାଠି ହେଲେ ନୟାଗଡ଼ରୁ ପରୀର ମା’ ସୌଦାମିନୀ ସାହୁ, ଯାଜପୁରରୁ ପିହୁର ମା’ ମୋନାଲିସା ନାୟକ, ବ୍ରହ୍ମଗିରିରୁ ଚିତ୍ତରଞ୍ଜନଙ୍କ ପତ୍ନୀ ପ୍ରିୟଙ୍କା ନାୟକ, ଖଣ୍ଡଗିରିରେ ହତ୍ୟାର ଶିକାର ଯନ୍ତ୍ରୀ ଅକ୍ଷୟ ଫୋଥାଳଙ୍କ ମା’ ସୁବାସୀନି ବେହେରା ସମେତ ନ୍ୟାୟ ପାଇ ନ ଥିବା!-->…
ବାବା ଧବଳେଶ୍ଵରଙ୍କ ପୀଠ ଆଗରେ ପୂଜକମାନଙ୍କ ଧାରଣା…
ଆଠଗଡ଼: ମନ୍ଦିର ଛାଡି ରାସ୍ତାରେ ଧାରଣା ଦେଲେ ପୂଜକ ସମାଜ। କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ ଆଗରେ ଏଠାକାର ପୂଜକମାନେ ଧାରଣା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ ନିମନ୍ତେ ଛଡ଼ା ଯାଉ ନ ଥିବାରୁ ଏହାର ପ୍ରତିବାଦରେ ପୂଜକମାନେ ଧାରଣାକୁ ଓହ୍ଲାଇଥିବା!-->…
ପାକ୍ ଡଙ୍ଗାରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୩୦୦ କୋଟିର ନିଶାଦ୍ରବ୍ୟ…
ଅହମଦାବାଦ: ଗୋଟିଏ ବଡ଼ ବିପଦକୁ ଟାଳିବା ସହ ନିଶା କାରବାର ନେଟୱର୍କକୁ ପଣ୍ଡ କରି ଦେଇଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ଭାରତୀୟ ଜଳ ରାଶିରେ ବୁଲୁଥିବା ପାକିସ୍ତାନର ଗୋଟିଏ ମାଛ ଧରା ଡଙ୍ଗାକୁ ଜବତ କରିଛନ୍ତି ସୁରକ୍ଷାକର୍ମୀ। ଏହି ଡଙ୍ଗାକୁ ମିଳିଛି ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ସହ ୪୦ କେଜିର!-->…
କରୋନା ପରିସ୍ଥିତି ନେଇ ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ଘାରିଲାଣି ଚିନ୍ତା। କରୋନା ପରିସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି!-->…
ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ…
ଭୁବନେଶ୍ୱର:କରୋନାର ନୂଆ ଭାରିଆଣ୍ଟ ପୁଣି ବଢ଼ି ବଢ଼ି ଚାଲିଛି। ଯାହାକୁ ନେଇ ସବୁଠି ଚିନ୍ତା ବଢ଼ୁଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାବେଳେ ସବୁଠି ଭୟଭୀତ ପରିବେଶ ଦେଖିବାକୁ ମିଳିଲାଣି। ପୁଣି ଥରେ ଯେପରି ଲକଡାଉନର ଓ ସଟଡାଉନର ସମସ୍ୟା ନଉପୁଜେ ତାହା ଉପରେ ଦୃଷ୍ଟି ଦେବା!-->…
ଘନ କୁହୁଡି ଯୋଗୁ କାର୍କୁ ଧକ୍କା ଦେଲା କାର୍…
ଭଦ୍ରକ: ଘନ କୁହୁଡି ଯୋଗୁ କିଛି ବାଟଘାଟ ଦେଖାଯାଉ ନଥିବାରୁ ଜାତୀୟ ରାଜପଥର ସଂପ୍ରସାରଣ କାମ ଚାଲିଥିବା ଜାଣିପାରିଲାନି କାର୍ ଡ୍ରାଇଭର। ଫଳରେ ଦୁଇଟି କାର୍ ମଧ୍ୟରେ ଧକ୍କା ହେବାରୁ ୩ଜଣ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଗେଲପୁର ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି।!-->…
ଡରାଉଛି କରୋନା : ମାସ୍କ ବାଧ୍ୟତାମୂଳକ କଲେ ମୁଖ୍ୟମନ୍ତ୍ରୀ…
ବେଙ୍ଗାଲୁରୁ: ଚାଇନା ସମେତ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତରେ ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବଡ଼ ଘୋଷଣା କରିଛନ୍ତି। କରୋନା ସ୍ଥିତିର ସମୀକ୍ଷା ପାଇଁ ଆଜି ମୁଖ୍ୟମନ୍ତ୍ରୀ ବୋମାଇଙ୍କ ଅଧ୍ୟକ୍ଷତାରେ!-->…
ଶ୍ରୀମନ୍ଦିର ସ୍ନାନବେଦୀ ନିକଟ ବ୍ଯାରିକେଡ୍ରେ ପଶିଲା ୭ ବର୍ଷ ଝିଅର ମୁଣ୍ଡ, ଅଧ ଘଣ୍ଟା ପରେ ହେଲା ସୁରକ୍ଷିତ…
ପୁରୀ: ପୁଣି ବ୍ଯାରିକେଡ୍ରେ ପଶିଲା ୭ ବର୍ଷୀୟା ଝିଅର ମୁଣ୍ଡ। ସ୍ନାନବେଦୀ ନିକଟରେ ଥିବା ବ୍ଯାରିକେଡ୍ରେ ପଶିଲା ମୁଣ୍ଡ। ଖେଳୁଥିବା ସମୟରେ ପଶିଗଲା ନାବାଳିକାର ମୁଣ୍ଡ। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା କଟର୍ ମେସିନ୍ ସହାୟତରେ ପ୍ରାୟ ଅଧଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର ହେଲା!-->…
ମାଆମାନେ ଚାହିଁଲେ ୨୫ କି ୫୦ ବର୍ଷ ନୁହେଁ ଆଗାମୀ ୧୦୦ ବର୍ଷ ଶାସନ କରିବ ବିଜେଡି: ମୁଖ୍ୟମନ୍ତ୍ରୀ
ପୁରୀ: ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସନ୍ଦେଶ । ଦଳୀୟ ନେତା, କର୍ମୀଙ୍କ ସମେତ ରାଜ୍ୟବାସୀଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି । ନବୀନ କହିଛନ୍ତି, ବିଜେଡି ୨୫ କି ୫୦ ବର୍ଷ ନୁହେଁ । ଶହେ ବର୍ଷ ଲୋକଙ୍କ ସେବା କରିବ । ଦଳ ଜଣେ କି ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ!-->…