Sign in
Sign in
Recover your password.
A password will be e-mailed to you.
କଟକ-ଚାନ୍ଦବାଲି ରାସ୍ତାରେ ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି, ୩ ମୃତ…
କେନ୍ଦ୍ରାପଡା:ଅଟୋ ସହ ଅଜଣା ଗାଡି ଧକ୍କା । ୩ ମୃତ । କଟକ -ଚାନ୍ଦବାଲି ରାସ୍ତାର ଜମଧର ନିକଟରେ ଦୁର୍ଘଟଣା । ବିଳମ୍ବିତ ରାତିରେ ଅଟୋ ଯୋଗେ ଭୁବନେଶ୍ୱରରୁ ଆଳି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଅଟୋ ଡ୍ରାଇଭର ହେମନ୍ତ ସୁଣ୍ଡରାଏ, ରାଜନଗରର ରାଜେନ୍ଦ୍ର ବଲ୍ ଓ ଆଳି ବ୍ଳକ!-->…
ଯୋଗ ଶିବିର ନାଁରେ ଆତଙ୍କବାଦୀ ତାଲିମ ଶିବିର ଚଳାଉଥିଲା ପିଏଫଆଇ…
ହାଇଦ୍ରାବାଦ : ଯୋଗ ଓ ଶାରିରୀକ ଶିକ୍ଷା ଶିବିର ନାଁରେ ମୁସଲିମ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦେଉଥିଲା ଓ ସେମାନଙ୍କୁ ଦେଶ ବିରୋଧୀ ଓ ଆତଙ୍କବାଦୀ କାମ ପାଇଁ ପ୍ରେତ୍ସାହିତ କରୁଥିଲା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇ । ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ପକ୍ଷରୁ ପିଏଫଆଇ!-->…
ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରୁଛନ୍ତି ରାହୁଲ; ସୁରକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବ ଦିଲ୍ଲୀ ପୁଲିସ…
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଶୁକ୍ରବାର ଦିନ ଜାତୀୟ ରାଜଧାନୀର କଂଗ୍ରେସ ମୁଖ୍ୟାଳୟରେ ଏକ ବୈଠକ କରି ଭାରତ ଯୋଡୋ ଯାତ୍ରା ସମୟରେ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷାର ବ୍ୟବସ୍ଥାକୁ ଉନ୍ନତ କରିବାକୁ ଆଶ୍ୱାସନା ଦେଇଛି।ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସହ ଦେଢ଼ ଘଣ୍ଟାର ବୈଠକରେ କଂଗ୍ରେସର ଦିଲ୍ଲୀ!-->…
୧୫ଜଣଙ୍କୁ ନେଇ ଯାଉଥିବା ଡଙ୍ଗା ମଝି ନଦୀରେ ବୁଡ଼ିଗଲା, ୭ ନିଖୋଜ…
ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ଏକ ବଡ଼ଧରଣ ଦୁର୍ଘଟଣା ଘଟିଛି। ପାଟନାର ମନେର ମହାବୀର ଟୋଲା ଗଙ୍ଗା ନଦୀ ଘାଟରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଭାରସାମ୍ୟ ହରାଇ ନଦୀକୁ ଓଲଟି ପଡ଼ିଥିଲା। ଫଳରେ ଏହି ଡଙ୍ଗାରେ ବସି ଯାତ୍ରା କରୁଥିବା ୧୫ଜଣ ଯାତ୍ରୀଙ୍କ ମଧ୍ୟରୁ ୭ଜଣ!-->…
ପୁଣି କଂଗ୍ରେସକୁ ଫେରିପାରନ୍ତି ଗୁଲାମନବୀ ଆଜାଦ…
ନୂଆଦିଲ୍ଲୀ: ପୁଣି କଂଗ୍ରେସକୁ ଫେରିପାରନ୍ତି ବରିଷ୍ଠ ନେତା ଗୁଲାମନବୀ ଆଜାଦ। ଗୁଲାମନବୀଙ୍କ ଘର ବାହୁଡ଼ା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଜମ୍ମୁ-କାଶ୍ମୀରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ହାତ ଧରିପାରନ୍ତି ଗୁଲାମନବୀ। ଗୁଲାମନବୀଙ୍କ ସହ ଯୋଗସୂତ୍ର ରକ୍ଷା କରିବାକୁ ଅମ୍ବିକା!-->…
ପୁଣି ଗିରଫ ହେଲେ ଟିଏମସି ମୁଖପାତ୍ର ସାକେତ ଗୋଖଲେ…
ଗାନ୍ଧିନଗର: ପୁଣିଥରେ ଟିଏମସିର ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି ଗୁଜରାଟ ପୁଲିସ୍। ଗୁରୁବାର ବିଳମ୍ବିତ ରାତିରେ ଗୁଜରାଟ ପୁଲିସ୍ ସାକେତଙ୍କୁ ଦିଲ୍ଲୀରୁ ଗରିଫ କରିଥିବା ଜଣାପଡ଼ିଛି। କ୍ରାଉଡଫଣ୍ଡିଂ ଜରିଆରେ ସେ ସଂଗ୍ରହ କରିଥିବା ଅର୍ଥକୁ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।!-->…
ମା’ଙ୍କ ଅନ୍ତିମ ସଂସ୍କାର ପରେ ଟ୍ରେନର ଶୁଭାରମ୍ଭ କଲେ ମୋଦି, ବିଶ୍ରାମ ନେବାକୁ ପରାମର୍ଶ ଦେଲେ ମମତା…
କୋଲାକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମା’ ହୀରାବେନଙ୍କୁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ନୂଆଦିଲ୍ଲୀରୁ ବିମାନ ଯୋଗେ ଗୁଜରାଟ ଯିବା ସହ ସେଠାରେ ମା’ଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ମା’ଙ୍କୁ ମୁଖାଗ୍ନି ଦେବା ପରେ ସେ ତୁରନ୍ତ ନିଜର ବ୍ୟକ୍ତିଗତ ଅପୂରଣୀୟ କଷ୍ଟକୁ ଭୁଲି!-->…
ପଞ୍ଚଭୂତରେ ଲୀନ ହେଲେ ହୀରାବେନ, ଭାଇମାନଙ୍କ ସହ ମିଶି ମୁଖାଗ୍ନି ଦେଲେ ମୋଦି…
ଗାନ୍ଧିନଗର: ପଞ୍ଚଭୂତରେ ଲୀନ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ। ବିନା ଆଡମ୍ବରରେ ତାଙ୍କର ଶେଷକୃତ୍ୟ ଶେଷ କରିଛନ୍ତି ପରିବାର ଲୋକ। ଗାନ୍ଧି ନଗର ଶ୍ମଶାନରେ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ନିଜେ ପ୍ରଧାନମନ୍ତ୍ରୀ ମୋଦି!-->!-->!-->…
ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନଙ୍କ ପରଲୋକ…
ଅହମଦାବାଦ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ଆଉ ନାହାନ୍ତି। ରାତି ପ୍ରାୟ ୩.୩୦ରେ ମୋଦିଙ୍କ ମା’ ହୀରା ବେନ୍ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ଗତ ଜୁଲାଇ ମାସରେ ହିଁ ସେ ନିଜର ୧୦୦ ତମ ଜନ୍ମ ଦିନ ପାଳନ କରିଥିଲେ।
ବୁଧବାର ହୀରା ବେନ୍!-->!-->!-->…
ମାନସିକ ସ୍ୱାସ୍ଥ୍ୟସେବା ଗ୍ରହଣ କଲେ ପରିବାର…
ଫୁଲବାଣୀ : ଜିଲ୍ଲା ମୁଖ୍ୟ ଚିକିତ୍ସାୟଳର ମାନସିକ ସାସ୍ଥ୍ୟ ବିଭାଗରେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସ୍ଥିରିକୃତ ମାସିକ ୨ ଦିନ ଚିକିତ୍ସା କରାଯାଇଥାଏ । ଗତ ୨୮/୧୨/୨୦୨୨ ଦିନ ୧୪୪ ଟି ଅସୁସ୍ଥ ବ୍ୟକ୍ତି ବିଭିନ୍ନ ବ୍ଳକର ଆସି ମାନସିକ ବିଶେଷଜ୍ଞ ଡା ସ୍ୱାତୀ ମିଶ୍ର ଦ୍ବାରା!-->…