Sign in
Sign in
Recover your password.
A password will be e-mailed to you.
ଗଞ୍ଜାମ ଜିଲ୍ଲା ବିଜେପି ପଦାଧୀକାରୀଙ୍କ ସାଙ୍ଗଠନିକ ସମୀକ୍ଷା ବୈଠକ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ପଦାଧୀକାରୀଙ୍କ ସାଙ୍ଗଠନିକ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର ଉକ୍ତ ସାଙ୍ଗଠନିକ!-->…
ଜୀବଜନ୍ତୁଙ୍କ ଜୀବନ ରକ୍ଷା ପାଇଁ ମଣିଷର ଲଢେଇ..
ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବିପତ୍ରବ୍ରହ୍ମପୁର : ଦୀର୍ଘ 47ଦିନରୁ ଟ୍ରେନ ଧକ୍କାରେ ଗୁରୁତର ଆହତ ହୋଇ ଲାଞ୍ଜିପଲ୍ଲୀ ରାମ ନଗର ରେଳବାଇ କଲୋନୀଠାରେ ପଡିରହିଥିବା ଗୋଟିଏ ଗର୍ଭବତୀ ଗାଈଟିର ଚିକିତ୍ସା ସେବାପାଇଁ ସ୍ଥାନୀୟ ଅଂଚଳବାସୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ!-->…
ନୂଆବର୍ଷରେ ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଭୁବନେଶ୍ୱର ଡିସିପି…
ଭୁବନେଶ୍ୱର: ରାତିପାହିଲେ ନୂଆ ବର୍ଷ। ଏହି ନୂଆବର୍ଷ ସେଲିବ୍ରେସନ ଭୁବନେଶ୍ୱରବାସୀ କିପରି ନରାପତା ଭାବେ କରିବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଭିଡିଓ ବାର୍ତ୍ତା ଦେଇ ସଚେତନ କରିଛନ୍ତି। ସେ କହିଛନ୍ତି, ନୂଆବର୍ଷ ସେଲିବ୍ରେସନ ବେଳେ ଟ୍ରାଫିକ୍ ନିୟମ ମାନନ୍ତୁ। ମଦ ନିଶାରେ ଗାଡ଼ି!-->…
ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲା: ନୋଟିସ୍ ଜାରି କଲେ ଜାତୀୟ ମାନବ ଅଧିକାର କମିସନ…
କୋରାପୁଟ: ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲା । ନୋଟିସ୍ ଜାରି କଲେଜାତୀୟ ମାନବିକ ଅଧୂକାର କମିଶନ । ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବକରାଯାଇଛି । ୪ ସପ୍ତାହ ମଧ୍ଯରେ କାର୍ଯ୍ୟନୁଷ୍ଠାନ ରିପୋର୍ଟ୍ ଏଟିଆର୍) ଦାଖଲ ପାଇଁ ନିର୍ଦ୍ଦେଶ ମଧ୍ଯ ରହିଛି|
!-->!-->…
୨୦୨୨ରେ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସଂପତ୍ତି ଜବତ କରିଛି ଓଡ଼ିଶା ଭିଜିଲାନ୍ସ…
କଟକ: ଓଡ଼ିଶା ଭିଜିଲାନ୍ସ-୨୦୨୨ର ସମୀକ୍ଷା ହୋଇଛି। ଏହା ଅନୁଯାୟୀ, ୨୦୨୨ରେ ମୋଟ ୨୮୫ କ୍ରାଇମବ୍ରାଞ୍ଚ ମାମଲା ପଞ୍ଜିକୃତ ହୋଇଛି। ଏହି ବର୍ଷ ୨୦୦ ଜଣ ସରକାରୀ ଅଧିକାରୀ ଏବଂ ଅନ୍ୟମାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏଣେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮୪ଟି ମାମଲା ପଞ୍ଜିକୃତ ହୋଇଛି।!-->…
ଆତଙ୍କୀ ଆମୀର ଖାନର ସମ୍ପତ୍ତି ଉପରେ ଚାଲିଲା ବୁଲଡୋଜର…
ଶ୍ରୀନଗର: ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଆମୀର ଖାନର ଘର ଚାରି ପାଖରେ ଥିବା ବିରାଟ ପାଚେରୀ ଉପରେ ଚାଲିଛି ବୁଲଡୋଜର। ଜମ୍ମୁ-କଶ୍ମୀରର ପାଲଗାମ ଅନ୍ତର୍ଗତ ଲେୱର ଗାଁରେ ଥିବା ଆମୀରର ଗୋଟେ ତାଲା ବିଲଡିଂକୁ ଗୋଟିଏ ଘେରି ରହିଥିବା ବିରାଟ ପାଚେରୀକୁ ପ୍ରଶାସନ ମାଟିରେ!-->…
ବିଜେପିର ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛରୁ ମିଳିଲା ମହିଳାଙ୍କ ଗଳିତ ଶବ…
ମୁମ୍ବାଇ: ଜଣେ ମହିଳାଙ୍କ ଅଧା ପୋତା ଗଳିତ ଶବ ମହାରାଷ୍ଟ୍ରର ସତାରାରେ ଥିବା ବିଜେପି ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛରୁ ମିଳିଛି। କେହି ମହିଳାଙ୍କୁ ହତ୍ୟା କରି ବଙ୍ଗଳା ପଛରେ ଥିବା ମାଟି ଗଦାରେ ପୋତି ଦେଇଥିବା ପୁଲିସ୍ ସନ୍ଦେହ କରୁଛି। ଶବଟି ପୋଚି ଯାଇଥିବାରୁ ମହିଳାଙ୍କୁ ଚିହ୍ନଟ!-->…
ଘନ କୁହୁଡ଼ି ଯୋଗୁ ଟ୍ରେନ୍ ଚଳାଚଳ ପ୍ରଭାବିତ, ଟ୍ରେନ୍ ସ୍ଥିତି ଜାଣିବାକୁ ହେଲ୍ପଲାଇନ୍ ନମ୍ବର ୧୩୯ ଜାରି…
ଭୁବନେଶ୍ୱର : ଘନ କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହେଉଛି। ତେଣୁ ଟ୍ରେନ୍ର ସଠିକ୍ ସମୟ ଜାଣିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ୧୩୯ ଜାରି କରାଯାଇଛି। ଅପରପକ୍ଷେ ବିଭିନ୍ନ ରେଳ ସେକ୍ସନ୍ରେ କୁହୁଡ଼ି ପ୍ରଭାବିତ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ!-->…
ନୂଆବର୍ଷରେ ୨ଡିଗ୍ରୀ ଖସିବ ପାରଦ…
ଭୁବନେଶ୍ବର: ରାଜ୍ୟର ପ୍ରାୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଗତ କିଛି ଦିନ ହେବ ରାଜ୍ୟରେ ଅସ୍ବାଭାବିକ ଭାବେ ରାତି ତାପମାତ୍ରା ବୃଦ୍ଧି ପାଉଥିଲା। ଦିନ ତାପମାତ୍ରା ବି ବଢ଼ୁଥିଲା। ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାର ପ୍ରାୟ ଅଞ୍ଚଳରେ ରାତିରେ ଗରମ!-->…
୨୪ଜଣ ଶିକ୍ଷକଙ୍କୁ ଚାକିରିରୁ ବହିସ୍କାର କଲେ ଜିଲାପାଳ…
ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ବେନିୟମ ଭାବେ ବର୍ଷବର୍ଷ ଧରି ଅନୁପସ୍ଥିତ ରହୁଥିବା ୨୪ଜଣ ଶିକ୍ଷକଙ୍କୁ ଜିଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଚାକିରିରୁ ବହିସ୍କାର କରିଛନ୍ତି । ଚଳିତ ବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ଲମ୍ବା ଛୁଟିରେ ଥିବା ଶିକ୍ଷକଙ୍କ!-->…