ଫାଷ୍ଟ ଫୁଲବାଣୀ କପ ୨୦୨୨-୨୩ ଉଦଯାପିତ…

ଫୁଲବାଣୀ : ଗତ ଡିସେମ୍ବର ମାସ ୨୪ ୨୦୨୨ ତାରିଖରୁ ଆରମ୍ଭ ହୋଇ ଥିବା ଫାଷ୍ଟ ଫୁଲବାଣୀ କପ ୨୦୨୨-୨୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ତଥା କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧାମୋହନ ମହାପାତ୍ର ଯୋଗଦେଇ ଖେଳାଳି ମାନଙ୍କୁ

ଗୋଳନ୍ଥରା ଥାନାରେ ଗତ ୩୧ ତାରିଖରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଏକପାଖିଆ ଭାବେ ଗିରଫ କରୁଥିବା ଅଭିଯୋଗ…

ବ୍ରହ୍ମପୁର : ଗୋଳନ୍ଥରା ଥାନାରେ ଗତ 31 ତାରିଖରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଏକପାଖିଆ ଭାବେ ଗିରଫ କରୁଥିବା ଅଭିଯୋଗ ରେ ଆଜି ଗ୍ରାମର ବହୁ ମହିଳା ବ୍ରହ୍ମପୁର ଏସପି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପିତାତଳୀ ଗ୍ରାମ କାତିଲି ସାହିର କେ. ଜାନକୀ ରାଓଙ୍କ ସ୍ତ୍ରୀଙ୍କ କେ. ଜାନକୀଆମ୍ମା

ନବବର୍ଷରେ ମନ୍ତ୍ରୀ ଓ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛାର ସୁଅ…

ଚିକିଟି : ଧରାପୃଷ୍ଠରୁ ୨୦୨୨ମସିହା ବିଦାୟ ନେଇ ୨୦୨୩ ଇଂରାଜୀ ନବ ବର୍ଷ ଆରମ୍ବ ହୋଇଥିବା ବେଳେ ନିଜ ପ୍ରିୟଜନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ ସମସ୍ତେ ଉତ୍କଣ୍ଠା ର ସହିତ ଅପେକ୍ଷା କରିଥିଲେ।ରବିବାର ଭର ୨୦୨୩ ନୂଆ ବର୍ଷର ପ୍ରଥମ ସକାଳ ରେ ଅଞ୍ଚଳର ସମସ୍ତ ଦେବାଳୟ ଦିଅ ଦର୍ଶନ ପାଇଁ

ବୁଗୁଡ଼ାରେ ଭ୍ରାମ୍ୟମାଣ ଶୌଚାଳୟ ପାଲଟିଛି ପ୍ରହସନ…

ବୁଗୁଡ଼ା : ବୁଗୁଡ଼ା ସହରର ଦୁଇଟି ସ୍ଥାନରେ ଏନଏସି ପକ୍ଷରୁ ରଖା ଯାଇଥିବା ଭ୍ରାମ୍ୟମାଣ ଶୌଚାଳୟ ପ୍ରହସନ ପାଲଟିଛି। ଦେଢ ବର୍ଷରୁ ଉର୍ଦ୍ଧ୍ବ ହେଲା ଲୋକ ଦେଖାଣିଆ ଥୁଆ ହେଇଛିଭ୍ରାମ୍ୟମାଣ ଶୌଚାଳୟ, ନା ହୋଇଛି ପାଣି ବ୍ୟବସ୍ଥା ନା ଖୋଲା ଯାଇଛି ତାଲା । ଫଳରେ ଲୋକେ ପୂର୍ବରୁ

ଅର୍ଥ ଅଭାବରୁ ଚିକିତ୍ସା ନପାଇ ଜୀବନ ମରଣ ସହ ଲଢ଼ୁଛନ୍ତି ପାଣ୍ଡବ ନାୟକ..

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ଝୀଂଯିରୀଗୁଡା ପଞ୍ଚାୟତ ଅନ୍ତର୍ଗତ କିରମାହା ଗ୍ରାମର ପାଣ୍ଡବ ନାୟକ ବୟସ ପ୍ରାୟ(୪୬), ଜଣ୍ଡିସ ରୋଗରେ ପୀଡିତ ହୋଇ ସେଜରେ ପଡି ରହିଛନ୍ତି। ବ୍ରହ୍ମପୁର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅର୍ଥ ଅଭାବରୁ ଚିକତ୍ସା ନ କରି ପାରି, ପରିବାର ସଦସ୍ୟ

୪୭ ତମ ରାଜ୍ୟ ଅଧିବେଶନ ନେଇ ସାମ୍ବାଦିକ ସମ୍ମିଳନୀ…

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କନ୍ଧମାଳ ତରଫରୁ ଆଜି ୪୭ତମ ରାଜ୍ୟ ଅଧିବେଶନର ସାମ୍ବାଦିକ ସମ୍ମିଳନୀ ଫୁଲବାଣୀ ସ୍ଥିତ ଏବିଭିପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସହ-ସମ୍ପାଦିକା ସୁଶ୍ରୀ ସଞ୍ଜନା କହଁର ଏଥିରେ ପାରିତ ବିଭିନ୍ନ ପ୍ରସ୍ତାବ ତଥା ଆଗାମୀ

ସ୍ବେଛାକୃତ ରକ୍ତ ଦାନକରି ଜନ୍ମ ଦିନ ପାଳିଲେ…

ଫୁଲବାଣୀ : ଅଧିକାଂଶ ଲୋକ ଜନ୍ମଦିନରେ କେକ କାଟି ମହା ଆଡମ୍ବରରେ ପାଳନ କରୁଥିବା ଦେଖାଯାଏ l କିନ୍ତୁ ରକ୍ତ ଦାନ.. ମହା ପୁଣ୍ୟ, ଡୋନେଟ ବ୍ଲଡ଼ ସେଭ ଲାଇଫକୁ ବେଶ ଭଲ ଭାବେ ବୁଝିପାରିଛନ୍ତି ଏହି ଯୁବ ସମାଜସେବୀ ତଥା ପଲିଟେକ୍ନିକର ଛାତ୍ର ସ୍ଵାଗତ ତ୍ରିପାଠୀ lସେ ଗତ ୫ ବର୍ଷ ହେଲା ଅଠର

ସିରିଡି ସାଇ ମନ୍ଦିରରେ ୧୨ତମ ବାର୍ଷିକ ଉତ୍ସବ ପାଳନ…

ମାଲକାନଗିରି,:୧୨ ବର୍ଷ ପୂର୍ବେ ଆଜିର ଦିନରେ ସିରିଡି ସାଇ ଭକ୍ତ ମାନଙ୍କ ଦ୍ଵାରା ସାଇ ମନ୍ଦିରର ଶୁଭ ପଡିବା ସହ ପାରମ୍ପାରିକ ଭାବେ ସିରିଡି ସାଇଙ୍କ ପୂଜା ଆରମ୍ଭ ହୋଇଥିଲା। ଆଜିର ଏହି ୧୨ତମ ପ୍ରତିଷ୍ଠା ଦିବସ ଅବସରରେ ସକାଳ ୬ଘଟିକା ସମୟରେ ୧୦୦ ରୁ ଉର୍ଦ୍ଧ ମହିଳା କୁ ନେଇ ଏକ କଳସ ଶୋଭା

୬୩୩ ଭାରତୀୟ ବନ୍ଦୀଙ୍କୁ ପାକିସ୍ତାନ ତୁରନ୍ତ ମୁକ୍ତ କରୁ : ବିଦେଶ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ : ଦଣ୍ଡାଦେଶ ପୂରଣ କରିବା ପରେ ମଧ୍ୟ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ ବିତାଉଥିବା ୨ ନାଗରିକଙ୍କ ସମେତ ୬୩୧ ଜଣ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଭାରତ ଦାବି କରିଛି । ସେଠାକାର ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶ ପୂରଣ କରି ସାରିଥିବା ଏହି ଭାରତୀୟ

ଗୋରଖନାଥ ମନ୍ଦିରରେ ଥିଲେ ମୁଖ୍ୟମନ୍ତ୍ରୀ; ଆତଙ୍କବାଦୀ କଲେ ପ୍ରବେଶ.. !

ନୂଆଦିଲ୍ଲୀ: ୟୁପିରେ ଆତଙ୍କବାଦୀ ଆତଙ୍କ । ଉତ୍ତପ୍ରଦେଶର ଗୋରଖନାଥ ମନ୍ଦିରରେ ଆତଙ୍କବାଦୀଙ୍କ ପ୍ରବେଶ ନେଇ ଉତ୍ତେଜନା ଦେଖା ଦେଇଥିଲା । ସୂଚନା ଅନୁସାରେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଗୋରଖନାଥ ମନ୍ଦିରରେ ଉପସ୍ଥିତ ଥିଲେ । ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଥିବା