ଭାରତ ଯୋଡ଼ୋ ଯାତ୍ରାକୁ ସମର୍ଥନ କରି ରାହୁଲଙ୍କୁ ଚିଠି ଲେଖିଲେ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର…

ଲକ୍ଷ୍ନୌ: ଶୀତକାଳୀନ ବିଶ୍ରାମ ପରେ ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଭାରତ ଯୋଡ଼ୋ ଯାତ୍ରା ଏବେ ଉତ୍ତରପ୍ରଦେଶ ଅଭିମୁଖେ ଯିବ ବୋଲି ସୂଚନା ରହିଛି। ଏହି ଅବସରରେ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍‌ ହେବା ପାଇଁ

ନେସ୍‌ନାଲ୍‌ ଏଜୁକେସନ ପଲିସି ସଂପର୍କରେ ମତ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ ତିନି ବର୍ଷ ବୟସରୁ ବାଲ୍ ବାଟିକା…

ନୂଆଦିଲ୍ଲୀ: ନେସ୍‌ନାଲ୍‌ ଏଜୁକେସନ ପଲିସି ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ତିନି ବର୍ଷ ବୟସରୁ ବାଲ୍ ବାଟିକା ଆରମ୍ଭ ହେବ। ପ୍ରଥମ ୫ ବର୍ଷର ଟିଚିଂ, ଲର୍ଣ୍ଣିଂ ପୁସ୍ତକ ଆସନ୍ତା ଜାନୁଆରି ୨୬ ସରସ୍ଵତୀ ପୂଜାରେ ଆସିବ

୧୯୭୧ରେ ଭାରତଠୁ ଯେପରି ହାରିଥିଲ ଆମଠୁ ସେପରି ହାରିବ : ପାକିସ୍ତାନକୁ ତାଲିବାନର ଧମକ…

କାବୁଲ : ପାକିସ୍ତାନ ଓ ତାଲିବାନ ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଲାଣି । ପାକିସ୍ତାନ ତାଲିବାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିବାବେଳେ ତାହାକୁ ପାଲଟା ଧମକ ଦେଇଛି ତାଲିବାନ । ଆଫଗାନିସ୍ତାନ ଉପରେ ଆକ୍ରମଣ କଲେ ୧୯୭୧ରେ ଯେପରି ଭାରତ ଆଗରେ ଆତ୍ମସମର୍ପଣ କରିଥିଲ ,

ଅଞ୍ଜଳି ମୃତ୍ୟୁ ଘଟଣା: ପରିବାରକୁ ୧୦ଲକ୍ଷ କ୍ଷତିପୂରଣ ଦେବେ କେଜ୍ରିୱାଲ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ଦିନ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଶୋକସନ୍ତପ୍ତ ପରିବାରକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ

ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ…

ଭୁ‌ବନେଶ୍ବର: ପ୍ରାୟ ଦେଢ଼ ମାସ ଧରି ଲୋୟର ପିଏମ୍‌ଜିରେ ଚାଲିଥିବା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଆନ୍ଦୋଳନ ସାମୟିକ ପାଇଁ ସ୍ଥଗିତ ହୋଇଛି। ସରକାରଙ୍କ ସହିତ ଆଲୋଚନା ପରେ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ଫେବ୍ରୁଆରି ୨ୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆନ୍ଦୋଳନ ସ୍ଥଗିତ

ଆଉ ବର୍ଷେ ମିଳିବ ମାଗଣା ଚାଉଳ, ୨୦୨୩ ଜାନୁଆରୀ ରୁ ଡିସେମ୍ବର ଯାଏ ମିଳିବ…

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି । ହିତାଧିକାରୀଙ୍କୁ ମିଳିବ ଆଉ ବର୍ଷେ ମାଗଣା ଚାଉଳ । ଜାନୁଆରୀରୁ ଆସନ୍ତା ଡିସେମ୍ବର ଯାଏ ଏହି ମାଗଣା ଚାଉଳ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଶିଖରଚଣ୍ଡୀ ମନ୍ଦିର ମାଷ୍ଟରପ୍ଲାନକୁ ମଞ୍ଜୁରୀ, ଖର୍ଚ୍ଚ ହେବ ୨୫କୋଟି…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଶିଖରଚଣ୍ଡୀ ମନ୍ଦିର ଓ ଏହାର ପରିପାଶ୍ୱିର୍କ ଅଂଚଳର ଉନ୍ନୟନ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୫କୋଟି ଟଙ୍କା ବ୍ୟୟରେ ଶିଖରଚଣ୍ଡୀ ମନ୍ଦିର ଓ ତା’ର ପାଶ୍ୱର୍ବର୍ତ୍ତୀ ମୋଟ

ଔରଙ୍ଗଜେବ କ୍ରୁର ଥିଲେ, କିନ୍ତୁ ହିନ୍ଦୁ ବିରୋଧୀ ନଥିଲେ : ଏନସିପି ନେତା

ମୁମ୍ବାଇ : ଏନସିପି ନେତା ତଥା ବିଧାୟକ ଜିତେନ୍ଦ୍ର ଅହଦ୍ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ମୋଗଲ ସମ୍ରାଟ୍ ଔରଙ୍ଗଜେବ ଜଣେ କ୍ରୁର ଶାସକ ଥିଲ, କିନ୍ତୁ ସେ ହିନ୍ଦୁ ବିରୋଧୀ ନଥିଲେ । ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ମହାରାଷ୍ଟ୍ରର ଏକ ବିଷ୍ଣ ମନ୍ଦିରକୁ ନଭାଙ୍ଗି ସେ

ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ସମ୍ବଲପୁର : ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଲେଜ ଯାଉଥିବା ବେଳେ ଏକ ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ପଦାର କଲୋନୀର ସୋନାଲ ଭଗତ । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ

ଚେତାଶୂନ୍ୟ ଅବସ୍ଥାରେ ମିଳିଲେ ହାତଗୋଡ ବନ୍ଧା ଥିବା ନାବାଳିକା କଲେଜ ଛାତ୍ରୀ

ସାଲେପୁର: ଆବର୍ଜନା ଗୃହ ଭିତରେ ହାତଗୋଡ ବନ୍ଧା ଅବସ୍ଥାରେ ପଡ଼ିଥିଲେ କଲେଜ ଛାତ୍ରୀ। ସ୍ଥାନୀୟ ଲୋକ ଓ କଲେଜ ଛାତ୍ରଛାତ୍ରୀ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ତାଙ୍କୁ କିଏ ଓ କାହିଁକି ଏପରି ଅବସ୍ଥାରେ ବାନ୍ଧି ଫିଙ୍ଗି ଦେଲା? ତାହା ବର୍ତ୍ତମାନ ସୁଦ୍ଧା