ଦୁଇ ରାଜ୍ୟରେ ସୀମା ବିବାଦକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।‘ଶିବସେନା’ର ମୁଖପତ୍ର ସାମ୍‌ନା’ରେ ଲେଖୁଥିବା ସାପ୍ତାହିକ ସ୍ତମ୍ଭ ‘ରୋକ୍‌ଠୋକ୍‌’ରେ ରାଉତ ଅଭିଯୋଗ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

କୁଆଡେ ଗଲେ ଅମ୍ରିତ? ଦୁଇ ଦିନ ପରେ ବି ମିଳୁନି ପତ୍ତା, CBI ତଦନ୍ତ ପାଇଁ ଦାବି କଲେ ବାପା ମାଆ

ନୟାଗଡ଼: କୁଆଡେ ଗଲେ ଅମ୍ରିତ? ଦୁଇ ଦିନ ପରେ ବି ନୟାଗଡ଼ ଓଡ଼ଗାଁ ଥାନା କୁରାଳ ଗାଁର ଅମ୍ରିତର ପତ୍ତା ମିଳୁନି। କୁରାଳ ଗାଁରୁ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଅପହରଣ ଘଟଣାରେ ଦୁଇ ଦିନ ବିତି ଯାଇଥିଲେ ବି ପୋଲିସର ହାତ ଖାଲି । CBI ତଦନ୍ତ ପାଇଁ ଦାବି କରିଛନ୍ତି ଅମ୍ରିତର ବାପା

ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଶୁଭିଲା ପାଇଲଟ ନାରା

ଜୟପୁର: ଭାରତ ଯୋଡୋ ଯାତ୍ରାରେ ଶୁଭିଲା ସଚିନ ପାଇଲଟ୍‌ଙ୍କ ନାରା। ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ସପକ୍ଷ ସ୍ଲୋଗାନ୍‌ରେ କମ୍ପିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା। ଆଜି ସକାଳେ ରାଜସ୍ଥାନର ଦୌସା ନଗରୀର କାଲାଖୋରେ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ଭାରତ ଯୋଡ଼ୋ

ବାରଙ୍ଗ ଏଏସଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ବର:  ବାରଙ୍ଗ ଏଏସଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।  ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ପୋଲିସ। ନନ୍ଦନକାନନ ପୋଦା ସାହିରେ ଘରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଲା ପୋଲିସ।  ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।  ଘଟଣା

ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ଉଠିଲା  

ମୁମ୍ବାଇ: ମହାରାଷ୍ଟ୍ରରେ ଶୀତ ଅଧିବେଶନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ଏବେ ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି ଦେବେନ୍ଦ୍ର ଫଡନାଭିସ । ବାୱାନକୁଲେ କହିଛନ୍ତି ଯେ ମୁଁ ମହାରାଷ୍ଟ୍ର

ମହାନଦୀ ପଠାରେ ପକ୍ଷୀ ମଡକ: ୧୩ଟି ପକ୍ଷୀଙ୍କ ମୃତ୍ୟୁ

କଟକ: ମହାନଦୀ ପଠାରେ ପକ୍ଷୀ ମଡକ । କଟକ ଜିଲ୍ଲା ବାଙ୍କୀ ବାଁଆରା ନିକଟ ନୂଆସାହି ମହାନଦୀ ପଠାରେ ଦେଖିବାକୁ ମିଳୁଛି ପକ୍ଷୀ ମଡକ । ୟେଲୋ ଫୁଟେଜ ଫିଜିୟନ ପ୍ରଜାତିର ପକ୍ଷୀଙ୍କୁ ନଦୀ ପଠାରେ ଦେଖିବାକୁ ମିଳିଥିଲା । ସମୁଦାୟ ୧୫ଟି ପକ୍ଷୀ ଆସିଥିବା ବେଳେ ସେଥିରୁ ୧୩ଟି ପକ୍ଷୀଙ୍କ ମୃତ୍ୟୁ

ଶିଶୁ ଭବନ ଓଭର ବ୍ରିଜ ଉପରେ ୨ଦିନରେ ୨ଦୁର୍ଘଟଣା

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁ ଭବନ ଓଭର ବ୍ରିଜ ଉପରେ ଦୁଇ ଦିନରେ ଦୁଇଟି ଦୁର୍ଘଟଣା । ରାସ୍ତା ମଝିରେ ନୂଆ କରି ବସାଯାଇଥିବା ଡିଭାଇଡର୍‌ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତକାଲି ଏକ ଆମ୍ବୁଲାନ୍ସ ରୋଡ୍‌ ଡିଭାଇଡରରେ ପିଟି ହୋଇଯାଇଥିବା ବେଳେ ଆଜି ଭୋର ସମୟରେ ଏକ କାର୍‌ ମଧ୍ୟ

ଦୁର୍ନୀତି, ଅସ୍ଥିରତା ଏବଂ ରାଜନୈତିକ ପକ୍ଷପାତକୁ ଆମେ ରେଡ୍ କାର୍ଡ଼ ଦେଇଛୁ: ମୋଦି

ଶିଲଂ: ଆଜି ପ୍ରଧାନମନ୍ତ୍ରୀ ମେଘାଳୟର ଶିଲଂରେ ଆୟୋଜିତ ନର୍ଥଇଷ୍ଟର୍ଣ୍ଣ କାଉନ୍‌ସିଲ୍‌ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇଥିଲେ।ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କୁ ସିଲଙ୍ଗର ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଛି । ପରେ ପରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରିଥିଲେ । ଏହି

ଥରାଇବ ଶୀତ, ଦକ୍ଷିଣ ଓଡ଼ିଶାରେ ୨କୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ

ରାଜ୍ୟକୁ ପୁଣି ଫେରିଲା ଶୀତ। ଆଜିଠୁ ପୁଣି ଥରାଇବ। ଗତକାଲି ରାତିରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କେନ୍ଦୁଝରରେ ୧୧.୬, ସୁନ୍ଦରଗଡ଼ରେ ୧୨ ଓ ବାଲେଶ୍ୱରରେ ୧୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦକ୍ଷିଣ ଓଡ଼ିଶାରେ ପାରଦ ୨କୁ ୩

ଥମୁନି ହିଜାବ ନିଆଁ, ଓସ୍କାର ବିଜୟୀ ଅଭିନେତ୍ରୀ ଗିରଫ

ତେହରାନ: ଇରାନ୍‌ରେ ଜାରି ରହିଛି ହିଜାବ ବିରୋଧୀ ପ୍ରଦର୍ଶନ। ହଜାର ହଜାର ଲୋକେ ହିଜାବ ଓ ସରକାରଙ୍କ ଡ୍ରେସ୍ କୋଡ୍ ନୀତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ବହୁଦିନ ଧରି ଏହି ପ୍ରଦର୍ଶନ ଜାରି ରହିଛି। ତେବେ ଏହି ବିକ୍ଷୋଭ ପ୍ରଦର୍ଶନକୁ ଜଣେ ଓସ୍କାର ବିଜୟୀ ଅଭିନେତ୍ରୀ ସମର୍ଥନ କରିବା