ବରିଷ୍ଠ କଳାକାର ସଂଘର ‘ଗାଁକୁ ଚାଲ’ କାର୍ଯ୍ୟକ୍ରମ ଶୁଭାରମ୍ଭ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ"ର ଆହ୍ବାନ କ୍ରମେ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ପକ୍ଷରୁ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମସ୍ଥ ନାମ ମନ୍ଦିର ପ୍ରାଙ୍ଗଣରେ 'ଗାଁକୁ ଚାଲ' କାର୍ଯ୍ୟକ୍ରମ ସଂଘ କାର୍ଯ୍ୟକାରୀ

ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା

ବାଲିଗୁଡା : ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ବଣ୍ଡାପିପିଲିର ହାଟପଦା ପଛ ପଟି ଜଙ୍ଗଲରେ ରବିବାର ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ବଣ୍ଡାପିପିଲି ଗ୍ରାମର ରମେଶ ନାୟକ ବୋଲି ଜଣାପଡ଼ିଛି।

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଭର୍ଚୁଆଲ ବୈଠକ…

ଫୁଲବାଣୀ :- ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବୃଦ୍ଧି ପାଉଛି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ ଭର୍ଚୁଆଲ ବୈଠକ ବିପିନ ବିହାରୀ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି।ଜିଲ ସଭାପତି ଅଶୋକ ପରିଡାଙ୍କ ସହ ପ୍ରତି ବ୍ଲକର କର୍ମକର୍ତ୍ତା ମାନେ ଏହି ବୈଠକ

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର…

ଛତ୍ରପୁର: ଛତ୍ରପୁର ଥାନା ଅଧିନ ରିକ୍କାପଲ୍ଲୀ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା ଅଧିନ ତରେଇପାଟପୁର ଗ୍ରାମ କୈଳାଶ ଚନ୍ଦ୍ର ବେହେରା ଝିଅ ରୋଜା ବେହେରା (୧୫)। ରୋଜା ଛତ୍ରପୁର କସ୍ତୁରବା ଗାନ୍ଧୀ

ରାଜ୍ୟ ସରକାର ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ହେବ : ବିଜେପି

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ଜନବିରୋଧୀ ସରକାର ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ । ଲୋକଙ୍କ ସହ ଦଳକୁ ଯୋଡ଼ି ରଖିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରର ବିଫଳତା ବିରୁଦ୍ଧରେ କ୍ରମାଗତ ଆନ୍ଦୋଳନ ହେବ । ଆଉ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ

ଫଲଗୁ ସାହିତ୍ୟ ସଂସଦ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ।

ବ୍ରହ୍ମପୁର : ପ୍ରାଚୀନ ସାହିତ୍ୟ ସଂସଦ ଫଲଗୁ ସାହିତ୍ୟ ସଂସଦ ୩୮ ତମ ବାର୍ଷିକ ଉତ୍ସବ ପାଳନ ଅବସର ରେ ରାଜ୍ଯ ସ୍ତରୀୟ କାର୍ଯ୍ୟକ୍ରମ ଆସନ୍ତା ତାରିଖ ୨୯ ଜାନୁଆରୀ ୨୦୨୩ ରେ କେ ସି ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଯାଇଛି। ସ୍ଥାନୀୟ କେ ସି ପବ୍ଲିକ ସ୍କୁଲ

ଲୋକ କଳା / ଲୋକ ନାଟକ କ୍ଷେତ୍ରରେ ପୁନର୍ଜାଗରଣ ଆବଶ୍ୟକ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଓଡ଼ିଶା ନାଟ୍ୟ ଦିବସ ଅବସରରେ ଜାନୁଆରୀ ୨୬ ଠାରୁ ୨୯ ଚତୁର୍ଦ୍ଦିବସୀୟ ପୌରାଣିକ ନାଟକ ମହୋତ୍ସବ : ୨୦୨୩ର ପ୍ରସ୍ତୁତି ବୈଠକ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କଣ୍ଟେଇପଲ୍ଲୀ ଛକ ଠାରେ

ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଆନୁକୂଲ୍ୟରେ ଦୁଇ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ

ଚିତ୍ରକୋଣ୍ଡା : ଆଜି ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଟନେଲକ୍ୟାମ୍ପ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ ଶୁଭସ୍ମିତା ବେହେରା ଙ୍କ ଆହ୍ୱାନ କ୍ରମେ ଟନେଲକ୍ୟାମ୍ପ ଗ୍ରାମ ପଞ୍ଚାୟତ ଅଧୀନ ଦୁର୍ଗମ ବାଗ୍ରୀୟାଗୁଡ଼ା

ଦୁର୍ଗମ ଅଞ୍ଚଳରେ ପାରମ୍ପରିକ ଲୋକ ନୃତ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା

କନ୍ଧମାଳ : କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳ ମାନଙ୍କରେ ପାରମ୍ପରିକ ଲୋକ ନୃତ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ଉପରେ ସେଚତନତା ଆରମ୍ଭ ହୋଇଥିବା ପରିପ୍ରେକ୍ଷିରେ ଜିଲାର ଦ୍ୱିତୀୟ ବୃହତ୍ତମ ବ୍ଲକ ତଥା ସର୍ବାଧିକ ଗ୍ରାମକୁ ରାସ୍ତାନଥିବା ଫିରିଙ୍ଗିଆ ବ୍ଲକ ବିଭିନ୍ନ ଦୁର୍ଗମ ଅଂଚଳରେ

ଵ୍ଳକ ସ୍ତରିୟ କ୍ରୀଡା ମହୋତ୍ସବ ଉଦଘାଟିତ

ହିଞ୍ଜିଳିକାଟୁ ୧୭।୧୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ବୃନ୍ଦାବନ ବିଦ୍ୟାଳୟ ର ମିନିଷ୍ଟାଡିୟମ ପରିଷରରେ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ