Sign in
Sign in
Recover your password.
A password will be e-mailed to you.
ଆଙ୍କୁଲି-ଶିଳ୍ପାଞ୍ଚଳ ଛକ ଓଭର ବ୍ରିଜର ଉଭୟ ପାର୍ଶ୍ୱରେ ରାସ୍ତା ନିର୍ମାଣ ଓ ଟାଉନ ବସ ଚଳାଇବା ଦାବୀରେ ବିକ୍ଷୋଭ
ବ୍ରହ୍ମପୁର : ସିପିଏମର ଆଙ୍କୁଲି ଓ ଶିଳ୍ପାଞ୍ଚଳ ଶାଖା ପକ୍ଷରୁ ଅତିଶିଘ୍ର ରାସ୍ତା ନିର୍ମାଣ ଓ ଲାଞ୍ଜି ପଲି ,ଶିଳ୍ପାଞ୍ଚଳ ,ଆଙ୍କୁଲି ଦେଇ ଟାଉନ ବସ ପ୍ରଚଳନ ଦାବୀରେ ଶିଳ୍ପାଞ୍ଚଳ ଛକରେ ପ୍ରତିବାଦ କରାଯାଇଥିଲା।ଶତାଧିକ କର୍ମୀ ଛକ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ପରେ!-->!-->!-->…
ଦାରିଙ୍ଗବାଡ଼ିଠାରେ ଅଙ୍ଗନବାଡ଼ି କର୍ମୀଙ୍କ ବିଭିନ୍ନ ଦାବିନେଇ ସମାବେଶ
ଦାରିଙ୍ଗବାଡ଼ି, ୧୭/୧୨ : ଆଜି ପୂର୍ବାହ୍ନ ୧୧ ଘଟିକ ସମୟରେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଅଙ୍ଗନବାଡ଼ି କର୍ମୀଙ୍କ ବିଭିନ୍ନ ଦାବିନେଇ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ତରୀୟ ନେତ୍ରୀ ରଶ୍ମି ରଞ୍ଜିତା ନାୟକ ଓ ପ୍ରୋମଦା ମଲ୍ଲିକ ଏହି ସମାବେଶର ନେତୃତ୍ୱ ନେଇଥିଲେ ।!-->…
ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଭାବ ଓ ଅବଦାନ ଥିଲା…
ଉତ୍କଳ ବିଶ୍ବବିଦ୍ୟାଳୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୨ତମ ଜୟନ୍ତୀମୁଦ୍ରଣାଳୟରେ ଉଦଘାଟିତ ହେଲା ଅତ୍ୟାଧୁନିକ ନୂତନ ମେସିନ ଓ ହାଇସ୍ପିଡ ପ୍ରିଣ୍ଟରଭୁବନେଶ୍ୱର: ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ତଥା ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ସଭାପତି ମୟୂରଭଞ୍ଜର ପ୍ରଜାବତ୍ସଳ ଆଦର୍ଶ!-->…
ବଡଦିନ ପାଳନ ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ…
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରର ଆଡିଟରିୟମ ହଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ବଡଦିନ ନିମନ୍ତେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ!-->…
ସାପ କାମୁଡା ରେ ମାମୁ ଓ ଭାଣିଯିର ମୃତ୍ୟୁ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ଘଟିଛି ଏକ ଦୁଃଖଦ ଘଟଣା ଯାହାକି ମାମୁ ଭାଣିଜିଙ୍କ ସାପ କାମୁଡ଼ା ରେ ମୃତ୍ୟୁ ଘଟିଛି । ଚାଲାଣ ଗୁଡା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗା ଦୁରୁଆ କମଳା ଦୂରୁଆ ଗତକାଲି ରାତି ରେ ଘରେ ଶୋଇ ଥିବ ବେଳେ ଏକ ନାଗ ସାପ ଦୁଇ ଜଣଙ୍କୁ କାମୁଡିବା ଫଳରେ ଘଟଣା ସ୍ଥଳ!-->!-->!-->…
ପାଚେରୀ ନିର୍ମାଣକୁ ନେଇ ଆର୍ସେଲର ସହ ଗ୍ରାମବାସୀ ମୁହାଁମୁହିଁ
ପାରାଦୀପ: ପୁଣି ଥରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ସହ ମୁହାଁମୁହିଁ ହାଣ୍ଡିଆ ଗ୍ରାମବାସୀ । କମ୍ପାନୀର ପାଚେରୀ ନିର୍ମାଣ କାର୍ଯ୍ୟକୁ ବିରୋଧ କଲେ । ୧୫ବର୍ଷରୁ ଏସାର କମ୍ପାନୀ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ କରିବା ସମୟରେ ଗ୍ରାମବାସୀ ଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରି!-->…
ବାର୍ଷିକ କ୍ରୀଡ଼ାରେ ଅଘଟଣ: ଛାତ୍ରଙ୍କ ବେକରେ ପଶିଗଲା ଜାଭଲିନ୍
ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଜଣେ ୯ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗଳିଗଲା ଜାଭଲିନ । ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗୁରୁତର ଛାତ୍ର ଜଣକ!-->!-->!-->…
ଖୋଲିବ ଲିଙ୍ଗରାଜ ମନ୍ଦିରର ସିଂହଦ୍ଵାର, ଖୁବଶୀଘ୍ର ଶେଷ ହେବ ମରାମତି କାର୍ଯ୍ୟ
ଭୁବନେଶ୍ବର: ଖୋଲିବ ଲିଙ୍ଗରାଜ ମନ୍ଦିରର ସିଂହଦ୍ଵାର। ଖୁବଶୀଘ୍ର ଶେଷ ହେବ ମରାମତି କାର୍ଯ୍ୟ। 25ତାରିଖ ସୁଦ୍ଧା ସିଂହଦ୍ଵାର ସମେତ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଚି ଭାରତୀୟ ପ୍ରତ୍ନତତ୍ୱ ବିଭାଗ। ସୂଚନା ଦେଲେ ଏ ଏସ ଆଇ ଅଧିକାରୀ ମାନସ କୁମାର ସାହୁ, ଖୁବଶୀଘ୍ର!-->…
ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ତୃତୀୟ ଥର ପାଇଁ ସେ ହାଜର ହୋଇଛନ୍ତି । ପୂର୍ବରୁ ଦୁଇ ଥରରେ ତାଙ୍କୁ ପାଖାପାଖି ୨୯ ଘଣ୍ଟା ଜେରା କରିଥିଲା । ଏବେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ଇଡି ଜେରା କରୁଛି ।
ଆଜି ଶ୍ରଦ୍ଧାଞ୍ଜଳିଙ୍କ ସହ!-->!-->!-->…
୧୭ରୁ ୨୬ ଯାଏ କଟକ-ପାରାଦୀପ ରେଳ ସେକ୍ସନରେ ଟ୍ରେନ ବାତିଲ୍
ଭୁବନେଶ୍ବର : ଆସନ୍ତା ୧୭ରୁ ୨୬ ତାରିଖ ମଧ୍ୟରେ ପାରାଦୀପ ଷ୍ଟେସନଠାରେ ନିରାପତ୍ତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କଟକ-ପାରାଦୀପ ରେଳ ସେକ୍ସନରେ ଟ୍ରେନ ସେବା ପ୍ରଭାବିତ ହେବ। ଏହି ସମୟ ମଧ୍ୟରେ ୫ଟି ଟ୍ରେନ୍କୁ ବାତିଲ୍ କରାଯାଇଛି। ଡିସେମ୍ବର ୧୮ ଓ ୨୫ରେ ବିଶାଖାପାଟଣାରୁ!-->…