Sign in
Sign in
Recover your password.
A password will be e-mailed to you.
ଜିଲ୍ଲାରେ ହକି ବିଶ୍ଵ କପ୍ ଟ୍ରଫି ପରିକ୍ରମା ନେଇ ପ୍ରସ୍ତୁତି ବୈଠକ
ମାଲକାନଗିରି : ଚଳିତ ମାସ ୩୧ ଡିସେମ୍ବରରେ ହକି ବିଶ୍ଵ କପ୍ ଟ୍ରଫି ମାଲକାନଗିରି ପହଞ୍ଚିବ। ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯିବ । ଏ ନେଇ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ!-->…
ଚକାପାଦରେ ଲୋକ ପ୍ରତିନିଧି, ବ୍ଲକ ପ୍ରଶାସନ ଓ କିନ୍ନରମାନଙ୍କ ସମନ୍ୱୟ ଓ ସଚେତନତା କର୍ମଶାଳା
ଫୁଲବାଣୀ, ୧୭/୧୨ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ପ୍ରଶାସନ ଓ ସ୍ବାତୀର ମିଳିତ ଆନୁକୁଲ୍ୟରେ ପଂଚାୟତ ସମିତି ବୈଠକ ଗୃହରେ ଟ୍ରାନସ୍କେଣ୍ଡର ସଶକ୍ତି କରଣ କାର୍ଯ୍ୟକ୍ରମ “ସ୍ୱୀକୃତୀ” ଉପରେ ଏକ ସମନ୍ୱୟ ଓ ସଚେତନତା କର୍ମଶାଳା ପଂଚାୟତ ସମିତି ଅଧକ୍ଷା ବୈନତ୍ରୀ କହଁରଙ୍କ ଅଧକ୍ଷତା ରେ!-->…
ସ୍ଵାଭିମାନ ଅଞ୍ଚଳରୁ ଜୀବନ୍ତ ବୋମା ଉଦ୍ଧାର କରିଲେ ବିଏସଏଫ ବାହିନୀ…
ମାଲକାନଗିରି // ଚିତ୍ରକୋଣ୍ଡା:- ୧୭/୧୨ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରି ପଞ୍ଚାୟତର ତୋଟାଗୁଡା ନିକଟସ୍ଥ ଜଙ୍ଗଲ ରୁ ମାଟି ତଳେ ଖଞ୍ଜା ଯାଇଥିବା ଜୀବନ୍ତ ବୋମା କୁ ଉଦ୍ଧାର କରିଛନ୍ତି ବିଏସଏଫ। ମାର୍ଚ୍ଚ ୩୧ ତାରିଖରେ ଯନ୍ତ୍ରି ପଞ୍ଚାୟତରେ ବିଏସଏଫ ନବମ ବାଟାଲିୟନ ପକ୍ଷରୁ!-->!-->!-->…
ଦୁଇ ଦିନିଆ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ-୨୦୩୦ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : ସରକାରଙ୍କ ଯୋଜନା ଓ ସମନ୍ବୟ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ-୨୦୩୦ ତାଲିମ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ପ୍ରଶିକ୍ଷାର୍ଥୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ । ସେଥିପାଇଁ!-->…
ଚିତ୍ରକୋଣ୍ଡା ପଞ୍ଚାୟତ ସ୍ତରୀୟ ମାଲ୍ୟବନ୍ତ ଖେଳ ପ୍ରତିଯୋଗିତା ଅନୁଷ୍ଠିତ…
ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ମିନି ଷ୍ଟାଡିଅମ ଖେଳ ପଡିଆ ଠାରେ ଆଜି ଚିତ୍ରକୋଣ୍ଡା ପଞ୍ଚାୟତ ର ତିନି ଗୋଟି ବିଦ୍ୟାଳୟ ର ନବମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ଖେଳ ପ୍ରତିଯୋଗିତା!-->!-->!-->…
ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଉଦଯାପିତ…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଭାବାନୀଶଙ୍କର ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏଥିରେ ସାମିଲ ହୋଇଥିବା ମୋଟ ୯୦ଟି ପ୍ରକଳ୍ପ ଭିତରୁ ୫ଟି ରାଜ୍ୟସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନିତ ହୋଇଛି।
ଏହି ଅବସରରେ!-->!-->!-->!-->!-->…
ରାଉରକେଲାରେ ଚାଲିଥିବା ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ : ଭାଗନେଲେ ୧୭୦୦ରୁ ଅଧିକ…
ରାଉରକେଲା : ରାଉରକେଲା ସ୍ଵୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଚାଲିଥିବା ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଗତ ଚାରି ଦିନ ଧରି ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ପାନପୋଷ ଉପଖଣ୍ଡର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ୧୭୦୦ରୁ ଅଧିକ ପ୍ରତିଯୋଗୀ!-->!-->!-->…
ବରିଷ୍ଠ ନାଗରିକ ମଞ୍ଚ ସଭାପତିଙ୍କ ବିୟୋଗରେ ଶୋକସଭା
ବୁଗୁଡ଼ା : ବାଲିପଦର ବରିଷ୍ଠ ନାଗରିକ ମଞ୍ଚର ସଭାପତି କେ.କୃଷ୍ଣମୂର୍ତ୍ତୀ ଆଚାରୀଙ୍କ ଅକାଳ ବିୟୋଗରେ ଏକ ଶୋକସଭା କାଦପଡା ତନ୍ତୁବାୟ ସହଯୋଗ ସମିତି ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ମାଧବ ଚନ୍ଦ୍ର ଭୋଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ!-->…
ଧନୁ ସଂକ୍ରାନ୍ତିରୁ ବିଭିନ୍ନ ମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ
ବୁଗୁଡା : ପବିତ୍ର ପୌଷ ଧନୁ ସଂକ୍ରାନ୍ତି ଠାରୁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଯାଇଛି । ବୁଗୁଡା ସହରାଞ୍ଚଳର ବଳଦେବ ମନ୍ଦିର, ବିରଞ୍ଚି ନାରାୟଣ ମନ୍ଦିର, କାଳୀ ମନ୍ଦିର, ମାଳିଝୋଳା ମନ୍ଦିର, କାଦପଡା ଜଗନ୍ନାଥ ମନ୍ଦିର ସମେତ ଗ୍ରାମାଞ୍ଚଳରେ ଆଦିପୁରର!-->…
ବଡ଼ଦିନ ଓ ନୂଆବର୍ଷ ପାଇଁ ବ୍ଲକସ୍ତରୀୟ ଶାନ୍ତି ବୈଠକ
ଦାରିଙ୍ଗବାଡ଼ି, ୧୭/୧୨: ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତା କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ ଅଞ୍ଚଳରେ ବଡ଼ ଦିନ ପର୍ବ ଓ ନୂଆଁ ବର୍ଷ ଶାନ୍ତି ଶୃଙ୍ଖଳାରେ ପାଳନ ହେବା ନେଇ!-->…