Sign in
Sign in
Recover your password.
A password will be e-mailed to you.
ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା! ଘାଟିରୁ ମିଳିଲା ମୃତଦେହ
ଭଞ୍ଜନଗର: ୫ ଦିନ ହେଲା ଭଞ୍ଜନଗରର ଜଣେ ବ୍ୟବସାୟୀ ନିଖୋଜ ଥିବା ବେଳେ ରବିବାର ତାଙ୍କ କ୍ଷତାକ୍ତ ମୃତଦେହ ମିଳିଛି। ଦାରିଙ୍ଗବାଡ଼ି ଘାଟିରୁ ତାଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍ ସେଠାରେ ପହଞ୍ଚି ତଦନ୍ତ କରିଛି।
ମୃତ ବ୍ୟବସାୟୀଙ୍କ ନାଁ ହିତେନ ସ୍ୱାଇଁ। ଭଞ୍ଜନଗର ଷ୍ଟେଟ୍ ବ୍ୟାଙ୍କ ଛକ!-->!-->!-->…
ସମ୍ବଲପୁରର ଆଉ ୩ ଆଇନଜୀବୀ ଗିରଫ
ସମ୍ବଲପୁର: ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସମ୍ବଲପୁରରେ ହୋଇଥିବା ଆନ୍ଦୋଳନ ଓ ଭଙ୍ଗାରୁଜା ଘଟଣାରେ ଆଉ ୩ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ପୁଲିସ୍। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଆଇନଜୀବୀ ଅଛନ୍ତି।
ଗିରଫ ଆଇନଜୀବୀମାନେ ହେଉଛନ୍ତି- ବିଷ୍ଣୁପ୍ରିୟା ଭୋଇ, ସେବତୀ ବନ୍ଛୋର ଏବଂ ମିଲନ୍!-->!-->!-->…
ପୁରୀରେ ଦିନକୁ ଦିନ ଅଣାୟତ ହେଉଛି ଡାଇରିଆ
ପୁରୀ : ପୁରୀବାସୀଙ୍କ ଚିନ୍ତା ବଢାଇଛି ଡାଇରିଆ । ଦିନକୁ ଦିନ ଅଣାୟତ ହେଉଛି ସ୍ଥିତି । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଝାଡାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ପାଲଟିଛି ଦୂଷିତ ପାଣି । ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ସ୍ୱାସ୍ଥ୍ୟ!-->…
୩ ମାସର ଶିଶୁ କନ୍ୟାକୁ ବିକ୍ରି ବେଳେ ଉଦ୍ଧାର କଲା ଚାଇଲଡ ଲାଇନ
ଆନନ୍ଦପୁର: ଅଭାବ ଅନଟନ ମଣିଷକୁ କେତେବେଳେ କାହାକୁ କେଉଁ ମୋଡରେ ନେଇ ଠିଆ କରାଇ ଦେଇଥାଏ ତାହା ଜଣାନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର ବ୍ଲକର ବିଷ୍ଣୁପୁର ଗାଁରେ। ମହିଳା ଜଣକ ଘର ଘର ବୁଲି ନିଜର ୩ ମାସର ଶିଶୁକନ୍ୟାକୁ ବିକ୍ରି କରିବାକୁ!-->…
କଂଗ୍ରେସରେ ମିଶିଲେ ଓଡ଼ିଆ ସଙ୍ଗୀତକାର ଗୁଡ଼ଲି ରଥ ଏବଂ ପମି ମିଶ୍ର
ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ଗୁଡ଼ଲି ରଥ ଏବଂ ଗାୟିକା ପମି ମିଶ୍ର । ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଲେ। ମୋ ବାପା ମଧ୍ୟ କଂଗ୍ରେସ ବିଧାୟକ ଥିଲେ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରୁ!-->…
ସ୍କୁଲ ହତା ଭିତରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯାଜପୁର: ସ୍କୁଲ ହତା ଭିତରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପ୍ରେମ ବ୍ୟାପାରକୁ ନେଇ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ବାଲିଚନ୍ଦ୍ରପୁର ଥାନା ପୋଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଛାତ୍ରୀ ଜଣକ!-->…
ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ରାତି ୧୦ଟା ପରେ ହଷ୍ଟେଲକୁ ଛାତ୍ରଛାତ୍ରୀଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ରାତି ୧୦ଟା ପରେ ହଷ୍ଟେଲକୁ ଛାତ୍ରଛାତ୍ରୀଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଇଛି। କେବଳ ଏତିକି ନୁହେଁ ହଷ୍ଟେଲକୁ ବାହାର ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି | ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ!-->…
ନାଗ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଶ୍ରଦ୍ଧାଞ୍ଜଳି ଖୋଲିଲେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର । ED ଆଗରେ ବଖାଣିଛନ୍ତି ଅର୍ଚ୍ଚନାଙ୍କ ପାପ ପେଡ଼ିର କାହାଣୀ । ନୂଆ ତଥ୍ୟ ସାମନାକୁ ଆସିଛି । ସ୍ୱାମ ଜଗବନ୍ଧୁଙ୍କୁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସମ୍ପର୍କରେ ବିଶେଷ କିଛି ଜଣା ନାହିଁ । ବିଜନେସ ଓ କ୍ରାଇମ!-->…
ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ମାରି ଘରପଛ ବିଲରେ ପକାଇଲା ସ୍ୱାମୀ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜୁରା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀ ସ୍ତ୍ରୀକୁ ମାରି ଜମିରେ ଫୋପାଡିଦେଇଥିବା ଅଭିଯୋଗ ହୋଇଛି । ଜୁରା ଗାଁ ବଡ଼ ସାହିର ନାରାୟଣ ସାହୁ ସେହି ଗାଁର ଜୟନ୍ତୀ ସାହୁଙ୍କୁ ପ୍ରାୟ ଚଉଦ ବର୍ଷ ପୂର୍ବରୁ ବିବାହ କରିଥିଲେ । ନାରାୟଣ ଅନେକ ସମୟରେ ମଦ!-->…
କମିବ ମାଶାଙ୍କ ଉତ୍ପାତ, ଡ୍ରୋନ ମାଧ୍ୟମରେ ମଶା ନାଶକ ସ୍ପ୍ରେର ହେଲା ଶୁଭାରମ୍ଭ
ଭୁବନେଶ୍ବର: ରାଜଧାନୀ ରେ ଚିନ୍ତା ବଢ଼ାଉଛି ମଶା । ଖାଲି ରାତି ନୁହ ଦିନରେ ମଧ୍ୟ ମଶା କମୁଡ଼ିକି ଲୋକ ଙ୍କୁ ଫୁଲାଇ ଦେଉଛି । ମଶା ଙ୍କ ବଂଶ ନିପାତ୍ କରିବାକୁ ବିଏମସିର ନୂଆ ପଦକ୍ଷେପ । ଭୁବନେଶ୍ବରର ନୀଳାଦ୍ରି ବିହାରରେ ଆରମ୍ଭ ହେଲା ଡ୍ରୋନ ମାଧ୍ୟମରେ କୀଟନାଶକ ସିଞ୍ଚନ। ଏହି!-->…