Sign in
Sign in
Recover your password.
A password will be e-mailed to you.
ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଛାତ୍ର ମୃତ
କେନ୍ଦୁଝର: ପାଣିରେ ବୁଡି ଛାତ୍ର ମୃତ । ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଛାଳ ଗାଁର ନିହାର ରଞ୍ଜନ । ସାଙ୍ଗ ମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇଥିଲେ ନିହାର । ଅନେକ ସମୟ ଖୋଜାଖୋଜି କରି ଗାଁ ଲୋକ ନପାଇବାରୁ ଅଗ୍ନିଶମ ବାହିନୀକୁ ଖବର!-->…
ସ୍ବାଧୀନତା ସଂଗ୍ରାମରେ ବିଜେପିର କୁକୁର ବି ମରିନଥିଲା: ମଲ୍ଲିକାର୍ଜୁନ ଖଡଗେ
ନୂଆଦିଲ୍ଲୀ: ସ୍ବାଧୀନତା ସଂଗ୍ରାମରେ ବିଜେପିର କୁକୁର ବି ମରିନଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ନେଇ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ, ଅନେକ କଂଗ୍ରେସ ନେତା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଥିଲେ, କିନ୍ତୁ ବିଜେପି ଲୋକଙ୍କ ଘରୁ!-->…
ମୋଦୀଙ୍କୁ ଭେଟିଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ
ନୂଆଦିଲ୍ଲୀ : ଗୁଗୁଲର ସିଇଓ ସୁନ୍ଦର ପିଚାଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଅବସରରେ ସେ ଭାରତର ଜି-୨୦ ସଭାପତିତ୍ବକୁ ସବୁ ପ୍ରକାରର ସମର୍ଥନ କରାଯିବ ବୋଲି କହିଛନ୍ତି ।
ବୈଠକ ପରେ ପିଚାଇ ଏକ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ!-->!-->!-->…
୫୦୦ ଟଙ୍କାରେ ମିଳିବ ସିଲିଣ୍ଡର ଗ୍ୟାସ୍ , ହେଲେ କେଉଁଠି
ଜୟପୁର: ଗ୍ୟାସ୍ ଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଖୁସି ଖବର। ଆସନ୍ତା ଏପ୍ରିଲରୁ ଗ୍ୟାସ ଦର କମାଇବା ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମାତ୍ର ୫୦୦ ଟଙ୍କାରେ ମିଳିବ!-->…
୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ପ୍ରବଳ ପିଟିଲେ, ସ୍କୁଲ ଛାତରୁ ତଳକୁ ଫିଙ୍ଗି ଦେଲେ ଶିକ୍ଷକ
ବେଙ୍ଗାଲୁରୁ: ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଛି ମୃତ୍ୟୁଦଣ୍ଡ। ୪ର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ତାଙ୍କ ସ୍କୁଲ ଶିକ୍ଷକ ନିର୍ମମ ଭାବେ ହତ୍ୟା କରିଛନ୍ତି। ପ୍ରଥମେ ଶିକ୍ଷକ ଜଣଙ୍କ ୧୦ ବର୍ଷୀୟ ଛାତ୍ରଙ୍କୁ ପ୍ରବଳ ପିଟିଥିଲେ। ତଥାପି ତାଙ୍କ ରାଗ ଶାନ୍ତ ନ ହେବାରୁ ସେ ଛାତ୍ର ଜଣଙ୍କୁ!-->…
ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପ୍ରବଳ ହିଂସା: ପଥର ମାଡ଼ ସହ ଜଳିଲା ବାଇକ
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଥିବା ପ୍ରସିଦ୍ଧ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପ୍ରବଳ ହିଂସାକାଣ୍ଡ ଘଟିଛି। କିଛି ପୂର୍ବତନ ଛାତ୍ର ଓ ବିଶ୍ୱବିଦ୍ୟାଳୟର ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଛି। ପଥର ମାଡ଼ ସହ କ୍ୟାମ୍ପସରେ ଥିବା ବାଇକ୍କୁ ମଧ୍ୟ ଗଣ୍ଡଗୋଳରେ ସାମିଲ!-->…
ଓୱେସୀଙ୍କ ପାର୍ଟି ଅଫିସ ଭିତରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା
ହାଇଦ୍ରାବାଦ: ସାଂସଦ ଅସାଦୁଦ୍ଦିନ ୱୱେସୀଙ୍କ ଏଆଇଏମଆଇଏମ ପାର୍ଟିର ସ୍ଥାନୀୟ କର୍ପୋରେଟରଙ୍କ ଅଫିସରେ ବଡ଼ ଅଘଟଣ ଘଟିଛି। ଅଜଣା ଦୁର୍ବୃତ୍ତମାନେ ଅଫିସ ଭିତରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ!-->…
ପୁଣି ରାମଲୀଳା ମୈଦାନରେ ଗର୍ଜିଲେ ୫୦,୦୦୦ ଚାଷୀ…
ନୂଆଦିଲ୍ଲୀ: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ। ରାଜଧାନୀ ଦିଲ୍ଲୀରେ ଏକାଠି ହେଲେ ହଜାର ହଜାର ଚାଷୀ। ୩ ବିବାଦୀୟ କୃଷି ଆଇନ ବିରୋଧରେ ମାସାଧିକ କାଳ ଆନ୍ଦୋଳନ ପରେ ପୁଣି ଥରେ ବଡ଼ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି। ବିଭିନ୍ନ ଦାବି ଦେଇ ଦିଲ୍ଲୀରେ ପ୍ରାୟ ୫୦,୦୦୦ ଚାଷୀ ଏକାଠି ହୋଇ!-->…
ଉତ୍ତମ ଶରୀର ଗଠନ ପାଇଁ କ୍ରୀଡା ଏକ ମାଧ୍ୟମ : ଛତ୍ରପୁର ବିଧାୟକ
ଗଞ୍ଜାମ : ହକି ବିଶ୍ୱକପ ଅବସରରେ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା l ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ l ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ସନାତନ!-->…
ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ
ରଙ୍ଗେଇଲୁଣ୍ଡା : ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା, ଅପବୟିତା ଓ ଆତ୍ମସାତ ଘଟଣାରେ ବିଶ୍ବମ୍ବର ପାତ୍ରଙ୍କ ପକ୍ଷରୁ ବିଭିନ୍ନ ଘଟଣା ଓ ବିଭିନ୍ନ ସମୟରେ ହୋଇଥିବା ଅଭିଯୋଗ ଉପରେ ସରକାର, ଭିଜିଲାନ୍ସ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ!-->…