ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଜି. ଉଦୟଗିରିରେ ରାତି ତାପମାତ୍ରା ୫ ଡିଗ୍ରି ସେଲସିୟସ ରେକର୍ଡ

ଭୁବନେଶ୍ୱର: ଖସୁଛି ତାପମାତ୍ରା । ଥରୁଛି ଓଡ଼ିଶା । ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଜି. ଉଦୟଗିରିରେ ରାତି ତାପମାତ୍ରା ୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରି ସେଲସିୟସ କମ୍‌ ରହୁଛି ।

ହରିଦାସପୁର-ପାରାଦୀପ ରେଳପଥରେ ତୁରନ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାକୁ ଦାବି

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ପାସେଞ୍ଜର ଟ୍ରେନ ଚଳାଚଳ କେବେ ? କେନ୍ଦ୍ରକୁ ଏହି ପ୍ରଶ୍ନ ପଚାରିଛି ବିଜେଡି । କେନ୍ଦ୍ରାପଡାରେ ରେଳ ପ୍ରସଙ୍ଗକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଛି ଦଳ । ହରିଦାସପୁର-ପାରାଦୀପ ରେଳପଥରେ ତୁରନ୍ତ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ଦାବି

ଚୋରା ଚାଲାଣ କରୁଥିବାବେଳେ ମତ୍ସ୍ୟ ବିଭାଗର ଜଣେ କର୍ମଚାରୀଠାରୁ ୧୯ଟି କଇଁଛ ଉଦ୍ଧାର

ଗଜପତି: ୧୯ କଇଁଛ ଉଦ୍ଧାର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମତ୍ସ୍ୟ ବିଭାଗର ଜଣେ କର୍ମଚାରୀ କଇଁଛ ଚୋରା ଚାଲାଣ କରୁଥିଲେ। ଏନେଇ ଗ୍ରାମବାସୀ ଜାଣିବା ପରେ ଚାଲାଣ ହେଉଥିବା କଇଁଛକୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଉଦ୍ଧାର କଇଁଛକୁ ବନ

ପ୍ରଶାସନର ଉପସ୍ଥିତିରେ ମାଟିରେ ମିଶିଲା ୧୬୦ ମିଟର ଉଚ୍ଚତାର ଚିମିନି

ଢେଙ୍କାନାଳ: ମାଟିରେ ମିଶିଲା ୧୬୦ ମିଟର ଉଚ୍ଚତାର ଚିମିନି । ପ୍ରଶାସନର ଉପସ୍ଥିତିରେ ଭାଙ୍ଗିଲା ଚିମିନି । ଢେଙ୍କାନାଳ ମେରାମଣ୍ଡଳୀ କୁରୁଣ୍ଡି ଗାଁରେ ଥିବା ଲାନକୋ କମ୍ପାନୀର ୧୬୦ ମିଟର ଉଚ୍ଚତା ଓ ୧୮ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବିଶାଳକାୟ ଚିମିନି ମାଟିରେ ମିଶିଛି । କମ୍ପାନି

ଫିଫା ବିଶ୍ବକପ୍‌ ୨୦୨୨: ଗତ ୨୫ ବର୍ଷ ଭିତରେ ଗୁଗୁଲ୍‌ରେ ସବୁଠାରୁ ଅଧିକ ସର୍ଚ ହୋଇଥିବା କହିଲେ ପିଚାଇ

ନୂଆଦିଲ୍ଲୀ: କତାରରେ ହୋଇଥିବା ଫିଫା ବିଶ୍ବକପ୍‌ ୨୦୨୨ ନିକଟ ଅତୀତରେ ବେଶ୍‌ ଚର୍ଚ୍ଚା ପାଲଟିଥିବା ବେଳେ ଏହାକୁ ନେଇ ଏକ ତଥ୍ୟ ପ୍ରଦାନ କରିଛନ୍ତି ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ। ପିଚାଇ ଏକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଯେ ଗତ ୨୫ ବର୍ଷ ମଧ୍ୟରେ ଚଳିତବର୍ଷ ଗୁଗୁଲ୍‌ରେ ସବୁଠାରୁ

୫ ବର୍ଷ ପରେ ଶରୀରରୁ ବାହାରିଲା ଗୁଳି

ରାଜନଗର: ୫ ବର୍ଷ ପରେ ଶରୀରରୁ ବାହାରିଲା ଗୁଳି । ଆଶ୍ଚର୍ଯ୍ୟର କଥା ହାତ ଗୁଳି ବିଦ୍ଧ ହୋଇ ରହିଥିବା ନେଇ ସମ୍ପୃକ୍ତ ବ୍ୟକ୍ତି ଜାଣି ନଥିଲେ । କଟକ ବଡ଼ ମେଡିକାଲରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗାଁର ବିଚିତ୍ର ମଲ୍ଲିକଙ୍କ ବାମ ହାତରୁ ଗୁଳି କଢାଯାଇଛି। ୨୦୧୭ ମସିହାରେ ସେପ୍ଟେମ୍ବର ୨୨

ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା, କୁରାଳ ଗାଁର ସୁଣ୍ଢି ସାହିରୁ ବନ୍ଦ ଘର ଭିତରୁ ଉଦ୍ଧାର

ନୟାଗଡ: ଉଦ୍ଧାର ହେଲା ନିଖୋଜ ଅମ୍ରିତ। ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା। କୁରାଳ ଗାଁର ଶୁଣ୍ଢି ସାହିର ଟୁକୁ ପଣ୍ଡାଙ୍କ ବନ୍ଦ ଘର ଭିତରୁ ଉଦ୍ଧାର କରାଯାଇଛି। ତାଲା ଭାଙ୍ଗି ଘର ଭିତରୁ ଅମ୍ରିତକୁ ବାହାର କରିଛନ୍ତି ଗ୍ରାମବାସୀ। ଅମ୍ରିତଙ୍କୁ ଉଦ୍ଧାର ପରେ ପୋଲିସକୁ

ଆମ ଯବାନଙ୍କୁ ଅସମ୍ମାନ କରନାହିଁ : ରାହୁଲଙ୍କ ‘ପିଟାଇ’ ଶବ୍ଦକୁ ନେଇ ଜୟଶଙ୍କରଙ୍କ ଆପତ୍ତି

ନୂଆଦିଲ୍ଲୀ : ଭାରତୀୟ ସୈନିକଙ୍କୁ ଚୀନ ସୈନ୍ୟ ପିଟାଇ କରିଥିବା (ପିଟିଥିବା) କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିବାରୁ ତାହାର ତୀବ୍ର ବିରୋଧ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ସଂସଦରେ ସେ କହିଛନ୍ତି ଯେ ସରକାରଙ୍କୁ ସମାଲୋଚନା କରିବାରେ ତାଙ୍କର ଆପତ୍ତି ନାହିଁ,

ବିଶ୍ୱ ଶାନ୍ତି ଓ ବିଶ୍ୱ ଭାତୃତ୍ୱର ପ୍ରଚାର ଏକମାତ୍ର ଲକ୍ଷ: ରାସେଶ୍ୱରୀ ଦେବୀ ଜୀ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ପ୍ରବଚକ ରାସେଶ୍ୱରୀ ଦେବୀ ଜୀ । ବିଦେଶରେ ବସୁଧୈବ କୁଟୁମ୍ବକମ ବାର୍ତ୍ତା ବାଣ୍ଟିବା ସହ ବିଶ୍ୱ ଶାନ୍ତି ଓ ବିଶ୍ୱ ଭାତୃତ୍ୱର ପ୍ରଚାର ଏକମାତ୍ର ଲକ୍ଷ ବୋଲି କହିଛନ୍ତି । ବିଦେଶ ଯାତ୍ରା କରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାସେଶ୍ୱରୀଙ୍କୁ ସ୍ୱାଗତ

ଆସିଲା ସର୍ଭେ ଫଳାଫଳ; ୫୭.୫% ଉପଭୋକ୍ତା ଚହାଁନ୍ତି ଟ୍ଵିଟର ଛାଡ଼ନ୍ତୁ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ଏଲନ୍‌ ମସ୍କ ଏବଂ ତାଙ୍କର ନୂତନ ସଂସ୍ଥା ଟ୍ଵିଟରକୁ ନେଇ ଆରମ୍ଭ ହୋଇଥିବା ଡ୍ରାମା ନିକଟ ଭବିଷ୍ୟତରେ ଶେଷ ହେଲାପରି ମନେ ହେଉ ନାହିଁ! ଟ୍ଵିଟରର ମାଲିକାନା ନିଜ ହାତକୁ ଆଣିବା ପରେ ମସ୍କ ନିଜର ଟ୍ଵିିଟର ହାଣ୍ଡେଲକୁ ଯାଇ ଉପଭୋକ୍ତାମାନଙ୍କୁ ପଚାରିଥିଲେ ଯେ ସେ କମ୍ପାନିର ମୁଖ୍ୟ