ମଦ ମୃତ୍ୟୁକୁ ନେଇ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସଂସଦରେ ଦାବି କଲେ ପାସୱାନ

ନୂଆଦିଲ୍ଲୀ: ବିହାରରେ ବିଷାକ୍ତ ମଦ ପିଇବା ପରେ ମୃତ୍ୟୁ ସଂଖ୍ୟା ୭୫ କୁ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ବିରୋଧୀ ବିହାର ସରକାର ଉପରେ ଆକ୍ରମଣ ଜାରି ରଖିଛନ୍ତି । ଆଉ ଲୋକସଭା ସାଂସଦ ଚିରାଗ ପାସୱାନ ଆଜି ସଂସଦରେ କହିଛନ୍ତି ଯେ ଏକ ଗଣମାଧ୍ୟମର ଷ୍ଟିଙ୍ଗ୍ ଅପରେସନରେ ଦେଖିବାକୁ ମିଳିଛି ଯେ

ଆଗାମୀ ୯୦ ଦିନ ମଧ୍ୟରେ ଚୀନ୍‌ର ୬୦ ପ୍ରତିଶତ ହେବେ ସଂକ୍ରମିତ : ବିଶେଷଜ୍ଞ

ବେଜିଂ: ଚୀନରେ କରୋନା ମହାମାରୀ ଏବେ ହୁ ହୁ ହୋଇ ବଢିବାକୁ ଆରମ୍ଭ କରିଛି । କଠୋର କୋଭିଡ୍ ପ୍ରତିବନ୍ଧକକୁ ହଟାଇ ଦେବା ପରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିବାରେ ଲାଗିଛି। ଏହା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ,

ଆମେ ଛୋଟଛୁଆ ହୋଇକି ନାହେଁ, ୧୩୫ କୋଟି ଲୋକ ଆମକୁ ଦେଖି ହସୁଛନ୍ତି: ଧନଖଡ଼

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ‘କୁକୁର’ ବିବୃତ୍ତିକୁ ନେଇ ସଂସଦରେ ହଙ୍ଗାମା ଜାରି ରହିଛି | ଏହି ବିବାଦୀୟ ବିବୃତ୍ତିକୁ ନେଇ ବିଜେପି ସାଂସଦମାନେ ଦାବି କରିଛନ୍ତି ଯେ ଖଡ଼ଗେ କ୍ଷମା ମାଗନ୍ତୁ। ଅନ୍ୟପକ୍ଷରେ ଖଡ଼ଗେ କ୍ଷମା ମାଗିବେନି ବୋଲି ସଫା ସଫା ଶୁଣାଇଦେଇଛନ୍ତି

ସୀମାରେ ଡ୍ରୋନ୍ ଓ ଯୁଦ୍ଧ ବିମାନ ସହ ଜଗିଛି ଚୀନ୍‌

ନୂଆଦିଲ୍ଲୀ: ଚଳ ଚଞ୍ଚଳ ହୋଇଛି ଡ୍ରାଗନବାହିନୀ। ତୱାଙ୍ଗ ସଘଂର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନ୍‌ର ଯୁଦ୍ଧ ବିମାନ। ଅରୁଣାଚଳପ୍ରଦେଶ ଉପରେ ତୀକ୍ଷ୍ଣ ନଜର ରଖିଛି ଡ୍ରାଗନ। ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ସଂଖ୍ୟା ମଧ୍ୟ ବଢ଼ାଇଛି ଚୀନ୍। ସାଟେଲାଇଟ୍ ଫଟୋରୁ ଚୀନ୍‌ର ଏଭଳି କିଛି ସାଙ୍ଘାତିକ

ଧରା ପଡ଼ିଲା ବଡ଼ ନିଯୁକ୍ତି ସ୍କାମ, ତାଲିମ୍‌ ନାଁରେ ଘଣ୍ଟାଘଣ୍ଟା ଗଣୁଥିଲେ ଟ୍ରେନ୍‌ ବଗି

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଆଉ ଗୋଟିଏ ବଡ଼ ନିଯୁକ୍ତି ନାଁରେ ଠକେଇ ଘଟଣା। ପୂର୍ବରୁ ଆପଣ ବିଭିନ୍ନ ଉପାୟରେ ଚାକିରି ଆଶାୟୀଙ୍କୁ ଦୁର୍ବୃତ୍ତମାନେ ଠକି ଥିବା ଶୁଣିଥିବେ। ହେଲେ ଏବେ ରେଳବାଇରେ ଚାକିରି କରାଇ ଦେବା ନାଁରେ ୨୮ ଜଣଙ୍କୁ ନୂଆ ଷ୍ଟାଇଲରେ ଠକା ଯାଇଛି। ଠାକାମୀର ଶିକାର

ସରକାରୀ ଟଙ୍କାରେ ଦଳୀୟ ବିଜ୍ଞାପନ, ଆପ୍‌ଠୁ ୯୭ କୋଟି ଆଦାୟ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସରକାରୀ ଟଙ୍କାରେ ଚାଲିଥିଲା ଦଳୀୟ ବିଜ୍ଞାପନ। ଏଥିପାଇଁ ଆମ୍ ଆଦମୀ ପାର୍ଟି ଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ମିଳିଛି ନିର୍ଦ୍ଦେଶ। ଦିଲ୍ଲୀ ଉପରାଜ୍ୟପାଳ ଏହି ଟଙ୍କା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ଭିତରେ ଆପ୍‌ଠାରୁ ଏହି ଟଙ୍କା

ବିଜେପିର ହଙ୍ଗାମା ସତ୍ତ୍ୱେ ‘କୁକୁର’ ବୟାନରେ ଖାଡଗେ କାଏମ

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖାଡଗେ ନିଜର ‘କୁକୁର’ ବୟାନରେ କାଏମ ରହିଛନ୍ତି। ସେ ବିଜେପିକୁ ଟାର୍ଗେଟ କରିବା ବେଳେ କୁକୁର ଶବ୍ଦ ବ୍ୟବହାର କରିଥିବାରୁ ଏହାକୁ ନେଇ ଆଜି ରଜ୍ୟସଭାରେ ହଙ୍ଗାମା ଦେଖିବାକୁ ମିଳିଛି। କୁକୁର ବୟାନ ପାଇଁ ଖାଡଗେ କ୍ଷମା ମାଗନ୍ତୁ ବୋଲି ବିଜେପି

ଫେକ୍‌ ନ୍ୟୁଜର ପ୍ରଚାର କରୁଥିବା ୩ ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ମିଥ୍ୟା ତଥ୍ୟର ପ୍ରଚାର ଚଳାଇଥିବା ୩ ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ ହୋଇଛି। ଏହି ୩ ଚ୍ୟାନେଲ ଫେକ ନ୍ୟୁଜ ପ୍ରଚାର କରୁଥିଲେ ହେଁ ଏହାର ସବସ୍କ୍ରାଇବରଙ୍କ ସଂଖ୍ୟା ୩୩ ଲକ୍ଷ ରହିଥିଲା। ଚ୍ୟାନେଲ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ  ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ ଓ ଆଲୋଚନା ଚକ୍ର 

ଫୁଲବାଣୀ:- ସରକାରୀ ସ୍ୱୟଂଶାସିତ ମହା ବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ  ଆନୁକୂଲ୍ୟ ରେ ନୂତନ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ "ଜତୀୟ ଏକତା ଓ ସଂହତି ପ୍ରତି ଥିବା ପ୍ରତିବନ୍ଧକ ଓ ଆହ୍ୱାନ" ଶୀର୍ଷକ ଏକ ଆଲୋଚନା ଚକ୍ର