୪୬୭ ମିଲିସିଆ ସମେତ ୯୦୭ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

ଚିତ୍ରକୋଣ୍ଡା : ଆଜି ସ୍ବାଭିମାନ ଅଂଚଳର ଘନବେଡା ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବାଭିମାନ ଅଂଚଳର ବଡ ଆମଲିବେଡା, ସାନ ଆମଲିବେଡା, ଅଙ୍ଗୁରଗୁଡା, ଟିକରପଡା, ନାଡମଞ୍ଜରି, କୋଣ୍ଡାହେଞ୍ଜରି, ପଣସପୁଟ, ବାଚଲପଦର, ରାମଗୁଡା, ଗୁସୁମପଦର, ସିନ୍ଧିପୁଟ, ମୁଣ୍ଡିଗୁମ୍ମା,

ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର : ରାଷ୍ଟ୍ରମନ୍ତ୍ରୀ

ଫୁଲବାଣୀ : ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ଵ),ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ପାଇଁ ସମସ୍ତଙ୍କର ମୂଲ୍ୟବାନ ପରାମର୍ଶ କାମନା କରିଥିଲେ।ଓଡ଼ିଶା, ଭୁବନେଶ୍ଵର ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୨୨ତମ ଜିଲ୍ଲା ଯୋଜନା କମିଟି ବୈଠକ

ଲାଇନପଡ଼ା ସରକାରୀ ବିବି ହାଇସ୍କୁଲର ବାର୍ଷିକ କ୍ରୀଡାଉତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ ନିକଟସ୍ତ ଲାଇନପଡ଼ା ସରକାରୀ ବିବି ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ସୋମନାଥ ସାହାଣୀଙ୍କ ନେତୃତରେ ୪୮ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହେଇଯାଇଛି l ଏହି ଉତ୍ସବରେ କୁସୁମେଣ୍ଡି ପଞ୍ଚାୟତର ସରପଞ୍ଚ

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ଜେଲ ୱାର୍ଡର ନିଲମ୍ବିତ

ଭୁବନେଶ୍ବର:ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ଜେଲ ୱାର୍ଡରକୁ ନିଲମ୍ବିତ କରାଯାଇଛି। କଣ୍ଟାବାଞ୍ଜି ଜେଲ ୱାର୍ଡର ଅକ୍ଷୟ କୁମାର ମହାନ୍ତି ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁ ଜେଲ ୱାର୍ଡର ନିଲମ୍ବିତ କରାଯାଇଛି। ଜେଲ ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ ନିଲମ୍ବନ ନେଇ ସମ୍ବଲପୁର

ଏନୱାଇକେ ପକ୍ଷରୁ ସିଲେଇ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ପଞ୍ଚାୟତ ଅନ୍ତର୍ଗତ ବଟାବୋହଲି ଠାରେ ନେହେରୁ ୟୁବ କେନ୍ଦ୍ର ଫୁଲବାଣୀ ଏବଂ ମା ବରାଳି ଯୁବ ପରିଷଦ ବଟାବୋହଲି ମିଳିତ ଆନୁକୁଲ୍ୟରେ ସିଲେଇ ତାଲିମ୍ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଅଛି l ଅନୁଷ୍ଠିତ କାର୍ଯକ୍ରମକୁ ମୁଖ୍ୟ ଅତିଥି

ନିୟୁ ଏରା ପବ୍ଲିକ୍ ସ୍କୁଲରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ

ବୁଗୁଡ଼ା : ସ୍ଥାନୀୟ ନିୟୁ ଏରା ପବ୍ଲିକ୍ ସ୍କୁଲ ପକ୍ଷରୁ ସ୍ବପରିସରରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୬ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀଶଙ୍କର ମିଶ୍ର, ଶିକ୍ଷକ ଶଙ୍କର ନାୟକ ଓ ଗୌରୀ କୁମାର ମିଶ୍ର ଯୋଗ

ଦୀର୍ଘ ଦିନ ବିଦ୍ୟାଳୟରେ ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଶିକ୍ଷକଙ୍କ କର୍ତ୍ତବ୍ୟରେ ଅବହେଳାକୁ ବିଭାଗ ଆଦୌ ବରଦାସ୍ତ କରାଯିବନି । ଦାୟିତ୍ୱହୀନତା ପାଇଁ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପିଲାଙ୍କ ପଢ଼ାରେ ତ୍ରୁଟି ଓ ବିଫଳତା ପାଇଁ ଶିକ୍ଷକମାନେ ଉତ୍ତରଦାୟୀ ରହିବେ । ଶିକ୍ଷକ ନିଯୁକ୍ତି ପାଇ ସ୍କୁଲ ଆସୁ ନଥିବା ତଥା

ପୁରୀରେ NMA ଅଧ୍ୟକ୍ଷ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବୁଲି ଦେଖିଲେ ଐତିହ୍ୟ କରିଡର

ପୁରୀ: କିଭଳି ଚାଲିଛି ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ? ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହେଉଛି ତ ? ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଏନଏମଏ ଅଧ୍ୟକ୍ଷ କିଶୋର କେ ବାସା । ପ୍ରଥମେ ଶ୍ରୀମନ୍ଦିର ଯାଇ କିଶୋର କେ

ତୋହରା ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଏମିତି କେତେ ଗୁଡ଼ିକ ଗ୍ରାମ ଅଛି ଯେଉଁ ଗୁଡ଼ିକ ଏତେ ନିଷ୍ପେସିତ ଓ ଅବହେଳିତ ଯେ ତାହା ଯେକୌଣସି ଲୋକ ଦେଖିବା ମାତ୍ରେ କ୍ଷୋଭ ପ୍ରକାଶ କରିବେ l ଏହି ଗ୍ରାମ ଗୁଡ଼ିକୁ ଗମନାଗମନ ପାଇଁ ରାସ୍ତା ଏତେ କଦର୍ଯ୍ୟ ଯଦିଓ , କିନ୍ତୁ ସରପଞ୍ଚ ବା ନେତା ମନ୍ତ୍ରୀଙ୍କର

ଗୋବିନ୍ଦ ସାହୁଙ୍କ ଜେଲରେ ମୃତ୍ୟୁ, ରିପୋର୍ଟ ମାଗିଲେ ଓଏଚଆରସି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିବା ସୂଚନା ଦିଆଯାଇଛି। ସ୍ବାମୀ ଆତ୍ମହତ୍ୟା କରିନାହାନ୍ତି, ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି। ଫଳରେ ଗୋବିନ୍ଦ ସାହୁ