Sign in
Sign in
Recover your password.
A password will be e-mailed to you.
ପୁରୀରେ NMA ଅଧ୍ୟକ୍ଷ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବୁଲି ଦେଖିଲେ ଐତିହ୍ୟ କରିଡର
ପୁରୀ: କିଭଳି ଚାଲିଛି ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ? ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହେଉଛି ତ ? ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଏନଏମଏ ଅଧ୍ୟକ୍ଷ କିଶୋର କେ ବାସା । ପ୍ରଥମେ ଶ୍ରୀମନ୍ଦିର ଯାଇ କିଶୋର କେ!-->…
ତୋହରା ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ
ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଏମିତି କେତେ ଗୁଡ଼ିକ ଗ୍ରାମ ଅଛି ଯେଉଁ ଗୁଡ଼ିକ ଏତେ ନିଷ୍ପେସିତ ଓ ଅବହେଳିତ ଯେ ତାହା ଯେକୌଣସି ଲୋକ ଦେଖିବା ମାତ୍ରେ କ୍ଷୋଭ ପ୍ରକାଶ କରିବେ l ଏହି ଗ୍ରାମ ଗୁଡ଼ିକୁ ଗମନାଗମନ ପାଇଁ ରାସ୍ତା ଏତେ କଦର୍ଯ୍ୟ ଯଦିଓ , କିନ୍ତୁ ସରପଞ୍ଚ ବା ନେତା ମନ୍ତ୍ରୀଙ୍କର!-->…
ଗୋବିନ୍ଦ ସାହୁଙ୍କ ଜେଲରେ ମୃତ୍ୟୁ, ରିପୋର୍ଟ ମାଗିଲେ ଓଏଚଆରସି
ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିବା ସୂଚନା ଦିଆଯାଇଛି। ସ୍ବାମୀ ଆତ୍ମହତ୍ୟା କରିନାହାନ୍ତି, ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି।
ଫଳରେ ଗୋବିନ୍ଦ ସାହୁ!-->!-->!-->…
୪୬୭ ମିଲିସିଆ ସମେତ ୯୦୭ ଜଣ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି: ପୋଲିସ ପାଦ ପଡିଲେ ଯେଉଁଠି ଗୁଳି ଫୁଟୁଥିଲା, ସେଠି ପୋଲିସଙ୍କୁ ହୁଳହୁଳି କରି ସ୍ୱାଗତ। ଯେଉଁଠି ଦିନେ ମାଓବାଦୀ ଜିନ୍ଦାବାଦ ନାରା ଶୁଭୁଥିଲା, ଆଜି ସେଠି ଶୁଣିବାକୁ ମିଳୁଛି ମାଓବାଦୀ ମୁର୍ଦ୍ଦାବାଦ। ମାଓବାଦୀଙ୍କ କୁଶ ପୁତ୍ତଳିକା ଦାହ କରାଯାଉଛି। ମାଓବାଦୀଙ୍କ ନାଲି!-->…
ଭିଜିଲାନ୍ସ ଜାଲରେ IDCOL ଡେପୁଟି ମ୍ୟାନେଜର: ବିଭିନ୍ନ ସହରରେ ରହିଛି ୧୩ ଦାମୀ ପ୍ଲଟ୍, ୪ଟି ଆକାଉଣ୍ଟରୁ ମିଳିଲା ୩…
ଭୁବନେଶ୍ୱର: କୁବେର ସରକାରୀ ବାବୁଙ୍କ ୪ଟି ଆକାଉଣ୍ଟରୁ ମିଳିଲାଣି ୩ କୋଟି ଟଙ୍କା । ମୋଟ୍ ୧୬ଟି ଆକାଉଣ୍ଟ ଥିବା ବେଳେ ୪ଟି ଆକାଉଣ୍ଟର ଯାଞ୍ଚ ହୋଇଛି । ଆଜି ଇଡକଲ ଅମ୍ପାଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ!-->…
ପରିବାର ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ, ଅଧିକ ଜେରା ପାଇଁ କୋର୍ଟକୁ ସମୟ ମାଗିଲେ…
କଟକ : ପରିବାର ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ। ଶେଷ ହେଲା ବର୍ଷାଙ୍କ ଦ୍ୱିତୀୟ ଦିନ ଜେରା। ଆହୁରି ଅଧିକ ଜେରା ପାଇଁ କୋର୍ଟକୁ ପୁଣି ସମୟ ମାଗିଲେ ଅନୁଭବଙ୍କ ଓକିଲ। ବର୍ଷାଙ୍କୁ କେବଳ ଇଂରାଜୀରେ ଜେରା ପାଇଁ ଅନୁଭବଙ୍କ ପକ୍ଷରୁ ହୋଇଥିଲା ଏକ ପିଟିସନ।!-->…
ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପତ୍ନୀ
ଭୁବନେଶ୍ୱର: ସନ୍ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ଗୋବିନ୍ଦ ସାହୁ। ଆଜି ସକାଳେ ତାଙ୍କର ସନ୍ଦେହ ଜନକ ଭାବେ କଣ୍ଟାବାଞ୍ଜି ଜେଲ୍ରେ ମୃତ୍ୟୁ ଘଟିଛି। ଜେଲ୍ରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। କିନ୍ତୁ ଗୋବିନ୍ଦଙ୍କ ପତ୍ନୀ!-->…
ଅର୍ଚ୍ଚନା ନାଗ ମାମଲା: ଆସିଲା ଫରେନସିକ ଅନାଲିସିସ ରିପୋର୍ଟ
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଆସିଲା ଇଲେକଟ୍ରୋନିକ ଗ୍ୟାଜେଟର ଫରେନସିକ ଅନାଲିସିସ ରିପୋର୍ଟ । ଜବତ ହୋଇଥିବା ପେନ ଡ୍ରାଇଭ, ମୋବାଇଲ,ଲାପଟପ ଓ ଟାବଲଏଡ଼ର ଫରେନସିକ ଅନାଲିସିସ ରିପୋର୍ଟ ଆସିଛି । କମିଶନରେଟ ପେଲିସ ପକ୍ଷରୁ ଏସଏଫଏସଏଲ ନିକଟକୁ ପଠା ଯାଇଥିଲା ଗ୍ୟାଜେଟ୍ । ଗୋଟିଏ କପି!-->…
ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା : ମୃତ୍ୟୁର ତଦନ୍ତ କରିବ ୬ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍
ଭୁବବେଶ୍ୱର : ଗୋବିନ୍ଦ ସାହୁ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଏକ ୬ ଜଣିଆ ଟିମ୍ ଗଠନ କରାଯାଇଛି । ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଗଠନ ହୋଇଛି ଟିମ୍ । ଏହି ଟିମରେ ଜଣେ ଇନିସପେକ୍ଟର, ଦୁଇ ଜଣ ଏସଆଇ, ଜଣେ ଫରେନସିକ୍ ଓ ଜଣ ହ୍ୟାଣ୍ଡ ରାଇଟିଂ ଅକ୍ସପର୍ଟ!-->…
ଅମ୍ରିତ ପାତ୍ର ଅପହରଣ ଘଟଣା: ୩ ଜଣଙ୍କୁ ଗିରଫ କଲା ପୋଲିସ
ନୟାଗଡ: ଅମ୍ରିତ ପାତ୍ର ଅପହରଣ ଘଟଣାରେ ୩ ଗିରଫ । କୁରାଳ ଗାଁରୁ ୩ ଜଣଙ୍କୁ ଗିରଫ କଲା ପୋଲିସ । ଟଙ୍କା ପାଇଁ ଅପହରଣ ହୋଇଥିବା ସୂଚନା ରହିଛି। ଏହି ଘଟଣାର ତଦନ୍ତ ଚାଲିଛି। ଆଜି ଘଟଣାରେ ବ୍ୟବହୃତ ପିକ୍ ଅପ୍ ଭ୍ୟାନ୍ ଠାବ ହୋଇଛି। ଖୋର୍ଦ୍ଧା ଅଞ୍ଚଳରୁ ବ୍ୟବହୃତ ହୋଇଥିବା ପିକଅପ୍!-->…