ସରକାରୀ କାର୍ଯ୍ୟକ୍ରମ ସଭାରେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ନିୟୋଜିତ କରି ଅଡୁଆରେ ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ

ବ୍ରହ୍ମପୁର : ଅଭିଭାବକମାନେ ପିଲା ମାନଙ୍କୁ ସ୍କୁଲ କଲେଜ କୁ ପାଠ ପଢିବା ପାଇଁ ପଠାନ୍ତି କିନ୍ତୁ ସେମାନେ ଜାଣିବା ଦରକାର ଯେ ସ୍କୁଲ ଏବଂ କଲେଜ ରେ କଣ ସବୁ ଚାଲିଥାଏ l ଆଜି ବ୍ରହ୍ମପୁର ନିର୍ବାଚନୀ ମଣ୍ଡଳି ର 28 ନମ୍ବର ୱାର୍ଡ ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ ପରିସର ରେ ଭିଡ଼ିଓ

୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି । 5T ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଲେ ଯେ ପାଣି ପାଇଁ ଘଣ୍ଟା

ଭିନ୍ନକ୍ଷମ ଆଦର୍ଶ ପ୍ରଧାନଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଯୁବକ ଆଦର୍ଶ ପ୍ରଧାନଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ଭିନ୍ନକ୍ଷମ ସାର୍ଟିଫିକେଟ ପୂର୍ବତନ ସମିତି ସଭ୍ୟାଙ୍କ ଜରିଆରେ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି

ଏମସିଏଲ ପକ୍ଷରୁ କମଳ ବଣ୍ଟନ 

ଫୁଲବାଣୀ : ଆଜି ଫୁଲବାଣୀ କେନ୍ଦୁପଦର ସାହି ସ୍ଥିତ ସ୍ଵଧାର ଗୃହରେ ରହୁଥିବା ଅନ୍ତେବାସୀ ଙ୍କୁଏମସିଏଲ ତରଫରୁ କମ୍ବଳ ଓ ପ୍ରଶାସନ ତରଫ ରୁ ସାନିଟେସନ କୀଟ ବଣ୍ଟନ କରାଯାଇଛି । କନ୍ଧମାଳ ସାଂସଦ ଡାଃ ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ ଏମସିଏଲ କନ୍ଧମାଳକୁ ୩୦୦୦ କମ୍ବଳ କନ୍ଧମାଳ ପ୍ରଶାସନକୁ

ପାଞ୍ଚ ଘଣ୍ଟା ହୋର୍ଡିଂ ଉପରେ ବସି ରହିବା ପରେ ଉଦ୍ଧାର ହେଲେ ମୁକ୍ତିକାନ୍ତ

ଭୁବନେଶ୍ୱର : ଦୀର୍ଘ ୫ ଘଣ୍ଟାର ହାଇଡ୍ରାମା ପରେ ହୋର୍ଡିଂ ଉପରୁ ଓହ୍ଲାଇଲେ ମୁକ୍ତିକାନ୍ତ । ହୋର୍ଡିଂ ଉପରକୁ ଚଢି ପ୍ରତିବାଦ କରୁଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ଭୁବନେଶ୍ୱର ଶିଶୁ ଭବନ ଛକ ବିଜ୍ଞାପନ ହୋର୍ଡିଂ ଉପରେ ଚଢିଥିଲେ ରାଉରକେଲାର

ଚୀନ୍‌ରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା କୋଭିଡ୍‌ ଭାରିଆଣ୍ଟ ଓଡ଼ିଶାରେ ଚିହ୍ନଟ

ଭୁବନେଶ୍ୱର: ଚୀନ୍‌ରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା କୋଭିଡ୍‌ ଭାରିଆଣ୍ଟ ଓଡ଼ିଶାରେ । ଏବେ ଚିହ୍ନଟ ହୋଇଛି ଚୀନର ଆତଙ୍କୀ ଭାରିଏଣ୍ଟ । ଚୀନରେ ବର୍ତ୍ତମାନ ଆତଙ୍କ ଖେଳାଇଛି BF.7 କୋଭିଡ ଭାରିଆଣ୍ଟ । ଏହା ଓମିକ୍ରନର ଏକ ପ୍ରଜାତି । ଭାରତରେ BF.7 ଭାରିଆଣ୍ଟର ୩ଟି କେସ ଚିହ୍ନଟ

ଭାରସଣ୍ଡୀ ଡିଏନକେ ଗ୍ରାମରେ ଉନ୍ନତି ମୂଳକ ନୂତନ କାର୍ଯ୍ୟର କାର୍ଯ୍ୟଦେଶ ପ୍ରଦାନ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଗୋନା ପଞ୍ଚାୟତର ଭାରସଣ୍ଡୀ ଡି ଏନ କେ ଗ୍ରାମରେ ଆଜି ଏକ ସାଧାରଣ ବୈଠକ ବ୍ଲକ ଚେୟାରମ୍ୟାନ ନବୀନା ନାୟକଙ୍କ ଅଧ୍ୟକ୍ଷତାରେ ନୂତନ ଗ୍ରାମ୍ୟ ଉନ୍ନୟନ ମୂଳକ ଚାରିଟି କାର୍ଯ୍ୟ ଯେମିତି ସିସି ରାସ୍ତା ଗ୍ରାମର ଡ୍ରେନ ଓ ଅନ୍ୟ ଅନ୍ୟ କାମ

ପୁରୀରେ ଶତାୟୁ ମଣିଷ ସ୍ୱାମୀ ଶିବାନନ୍ଦ

ପୁରୀ: ପୁରୀରେ ଶତାୟୁ ମଣିଷ। ଏଭଳି ଜଣେ ମଣିଷ ହେଉଛନ୍ତି ୧୨୬ ବର୍ଷୀୟ ସ୍ୱାମୀ ଶିବାନନ୍ଦ। ପୁରୀ ସୁନ୍ଦରା ଜାଗା ନିକଟରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେ ତାଙ୍କର ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଛନ୍ତି । ତାଙ୍କର ଜୀବନ ଶୈଳୀ ଶୃଙ୍ଖଳିତ ଏବଂ ସଙ୍ଗଠିତ। ପ୍ରତିଦିନ

ବୁଦ୍ଧଖୋଲରେ ପିପୁଲ୍ସ ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ

ବୁଗୁଡ଼ା : ନିକଟସ୍ଥ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଠାରେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ୟାଚ୍ ଛାତ୍ରଙ୍କ ଏକ ବିରଳ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୟୋଜ୍ୟେଷ୍ଠ ଛାତ୍ର ଦୁଃଖିଶ୍ୟାମ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ତତ୍କାଳୀନ ଛାତ୍ର ଓ

ଗାଡ଼ି ଚେକିଂ ବେଳେ ଅଟକାଇବାରୁ ହୋମଗାର୍ଡଙ୍କୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଚାଲିଗଲା ପ୍ରାଣବାୟୁ

କେନ୍ଦ୍ରାପଡ଼ା: ଗାଡ଼ି ଚେକିଂ ବେଳେ ଅଟକାଇବାରୁ ହୋମଗାର୍ଡଙ୍କ ଉପରେ ଚଢ଼ାଇ ଦେଲେ ପିକଅପ୍‌ ଭ୍ୟାନ୍‌ । ଦୁର୍ଘଟଣାରେ ହୋମଗାର୍ଡ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଛକରେ ଏବହି ଘଟଣା ଘଟିଛି । ମୃତକ ହେଲେ ପ୍ରବୀର ମହାପାତ୍ର । ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌