ଓମଫେଡ୍ ଦୋକାନକୁ ବିଏମସିର ଚେତାବନୀ: ବିକ୍ରି କରିପାରିବେ ନାହିଁ ପାନ ଗୁଟଖା

ଭୁବନେଶ୍ୱର: ବିଏମସିର ଓମଫେଡ୍ ଦୋକାନ ( ଷ୍ଟଲ) ଙ୍କୁ ଚେତାବନୀ । ଦୋକାନରେ ପାନ ଗୁଟଖା ବିକ୍ରି ପାଇଁ ବାରଣ । ଅମାନିଆ ହୋଇ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓମିଫେଡ ଯେଉଁ ଦୋକାନ ଗୁଡ଼ିକ ଅଛି ସେହି ଉଦ୍ଦେଶ୍ୟରେ କାମ କରାଯାଉ । ପ୍ରତ୍ୟେକ ଦୋକାନୀ ନିଜ ୫ ମିଟର ଏରିଆକୁ

ଭିଜିଲାନ୍ସ ଜାଲରେ ଉପଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ

ପୁରୀ: ପୁରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ଜିତୁ ରଞ୍ଜନ ଛାଟୋଇ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଚନ୍ଦନପୁରର ଜଣେ ବ୍ୟକ୍ତିଙ୍କଠାରୁ ଜମି କିସମ ପରିବର୍ତ୍ତନ ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଏଥିସହ

ରାଜ୍ୟ ଫରେନସିକ ଲ୍ୟାବକୁ ଗଲା ଗୋବିନ୍ଦଙ୍କ ଚିଠି

ଭୁବନେଶ୍ୱର: ବଲାଙ୍ଗୀର କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବା ଗୋବିନ୍ଦ ସାହୁର ପକେଟରୁ ଜବତ ହୋଇଥିବା ଲଫାପା ରାଜ୍ୟ ଫରେନସିକ ଲ୍ୟାବକୁ ଯାଇଛି। ଲଫାପାରେ କଣ ଲେଖାହୋଇଛି ତାହା ଯଦିଓ ଜଣାପଡିନି କିନ୍ତୁ ଏହାକୁ ସୁଇସାଇଡାଲ ନୋଟ୍ ବୋଲି କୁହାଯାଉଛି। ବିଶେଷଜ୍ଞ ଟିମ୍ ଚିଠିରେ ପ୍ରଥମେ

ମହିଳା କମିଶନଙ୍କ ନୋଟିସ ପରେ ସୋସିଆଲ ମିଡିଆରୁ ‘ରେଡ୍‌-ହଟ୍‌ ଗାର୍ଲସ୍‌’… ପୋଷ୍ଟକୁ ହଟାଇଲା ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ: ସ୍ପାଇସ୍‌ଜେଟ୍‌ ନିଜର ଷ୍ଟିୱାର୍ଡ ଏବଂ ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ରଙ୍କୁ ନେଇ ଏକ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟକୁ ନେଇ ଜାତୀୟ ମହିଳା କମିଶନଙ୍କ ଠାରୁ ନୋଟିସ ପରେ ଏହାକୁ ହଟାଇ ଦେଇଛି। ତେବେ, ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍‌ସ ପକ୍ଷରୁ କୁହାଯାଇଛି ଯେ ମହିଳା

ଏଲଆଇସି ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟାକାଣ୍ଡ ଘଟଣା: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ବାପ-ପୁଅ

କଟକ : କଟକ ଏଲଆଇସି ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ। ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ଫାଣ୍ଡିରେ ବାପା-ପୁଅ ଯୋଡ଼ି । ଦିପୁ ସାହୁ ଓ ତାଙ୍କ ବାପା ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ଦିପୁ ସାହୁଙ୍କ ସ୍ତ୍ରୀ ସୁନୀତା ଓ ସହଯୋଗୀଙ୍କୁ

ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ ବାହାରିଲା ୬୨ଲକ୍ଷ ୨୨ହଜାର ଟଙ୍କା ସହ ସୁନାରୂପା ଅଳଙ୍କାର

ରାୟଗଡା: ଆଜି ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ୮ଗୋଟି ଦାନହୁଣ୍ଡି ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଖୋଲାଯାଇଥିଲା । ଦାନହୁଣ୍ଡିରୁ ନଗଦ ୬୨ ଲକ୍ଷ ୨୨ହଜାର ଟଙ୍କା, ୪୬ ଗ୍ରାମ ସୁନା ଓ ୧କେଜି ୭୭୫ଗ୍ରାମ ରୁପା ଅଳଙ୍କାର ସହ କିଛି ପୁରୁଣା ୧ହଜାର ଓ ୫ଶହ

ଅସ୍ଥାୟୀ ବନ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଘଟଣା: ଥାନାରେ ଏତେଲା ଦେଲେ ସ୍ତ୍ରୀ, ୩ କର୍ମଚାରୀଙ୍କ ନାରେ ମାମଲା

କରଞ୍ଜିଆ: ଅସ୍ଥାୟୀ ବନ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଘଟଣା, ଥାନାରେ ଏତେଲା ଦେଲେ ସ୍ତ୍ରୀ ଚିଲାମ । ଗତ ୭ ତାରିଖରେ ହାତୀ ଶିକାର ଘଟଣାର ପ୍ରମୁଖ ସାକ୍ଷୀ କୁହା ଯାଉଥିବା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଶିଵ ଶଙ୍କର

ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍‌ ଭାରିଆଣ୍ଟ ଚିହ୍ନଟ ପରେ ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାରେ କରୋନାର ଚୀନ୍‌ ଭାରିଆଣ୍ଟ । ଚୀନ୍‌ରେ କରୋନାର ସୁନାମୀ ଆଣିଥିବା ଓମିକ୍ରନ୍‌ BF.7 ପ୍ରଜାତି ଓଡ଼ିଶାରେ ଚିହ୍ନଟ ପରେ ଛନକା ପଶିଛି । ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍‌ ଭାରିଆଣ୍ଟ ଚିହ୍ନଟ ହୋଇଛି । ଜିନମ ସିକ୍ୱେନ୍ସିଂ ପରେ ଜଣେ ମହିଳାଙ୍କଠାରେ ଚୀନ୍‌ ଭାରିଆଣ୍ଟ

୨୦୨୪ରେ ମହାକାଶକୁ ମଣିଷ ପଠାଇବ ଭାରତ

ନୂଆଦଲ୍ଲୀ : ୨୦୨୪ ୪ର୍ଥ ତିନିମାସରେ ଭାରତ ମହାକାଶକୁ ମାନବଯୁକ୍ତ ମହାକାଶଯାନ ପଠାଇବ ବୋଲି କେନ୍ଦ୍ର ସରକାର ସଂସଦକୁ ସୂଚୀତ କରିଛନ୍ତି । ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ତଥା ମହାକାଶ ବିଜ୍ଞାନ, ପରମାଣୁ ଶକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ

ଦେଶ ଏବେ ଅନ୍ଧାର ସମୟ ଦେଇ ଗତି କରୁଛି: ମମତା ବାନାର୍ଜୀ

କୋଲକାତା: ୫୦ ବର୍ଷ ତଳର ଲୋକପ୍ରିୟ ବେଙ୍ଗଲୀ ଫିଲ୍ମର ଗୋଟିଏ ଗୀତକୁ ମନେ ପକାଇ ଦେଶ ଅନ୍ଧାର ସମୟ ଦେଇ ଗତି କରୁଛି ଓ ଏକତା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପାର୍କ ଷ୍ଟ୍ରିଟରେ ଥିବା ଆଲେନ ପାର୍କରେ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମର