ବିଦେଶକୁ ଯାଅନି, ତୁରନ୍ତ ବୁଷ୍ଟର ଡୋଜ ନେବାକୁ କହିଲା ଆଇଏମଏ

ନୂଆଦିଲ୍ଲୀ: ମହାମାରୀ କରୋନା ପୁଣି କଡ଼ ଲେଉଟାଇବାରୁ ଦେଶବାସୀଙ୍କୁ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ। ସଂସ୍ଥା ପକ୍ଷରୁ ଦେଶବାସୀଙ୍କୁ ତୁରନ୍ତ କୋଭିଡର ଉଚିତ ବ୍ୟବହାର ପାଳନ କରିବାକୁ କୁହାଯାଇଛି। ଆଇଏମଏ ଗୋଟିଏ ସତର୍କ ସୂଚନା ଜାରି କରି କହିଛି ଯେ କରୋନା

କୋଭୋଭାକ୍ସକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ଅନୁମତି ମାଗିଲା ସେରମ

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ଧୀରେଧୀରେ ବଢ଼ୁଥିବାରୁ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଆଲର୍ଟରେ ରହିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ବୁଷ୍ଟର ଡୋଜ୍‌ ସପକ୍ଷରେ ମତ ରଖିଛି। ଏସବୁ ଭିତରେ ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆ

କେନ୍ଦୁୁପତ୍ର ଉପରୁ ହଟାଯାଉ ଜିଏସଟି, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦାବି କଲେ ବିଜେଡି ସାଂସଦ

କେନ୍ଦୁୁପତ୍ର ଉପରୁ ହଟାଯାଉ ଜିଏସଟି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି କେନ୍ଦୁପତ୍ରକୁ ଜିଏସଟି ମୁକ୍ତ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ । କେନ୍ଦୁପତ୍ର ଉପରେ ରାଜ୍ୟର ପ୍ରାୟ ୮ ଲକ୍ଷ ତୋଳାଳି, ବନ୍ଧାଳୀ ଓ ସିଜନାଲ ୱାର୍କର ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳ ।

ସାଁତରାଙ୍କ ଘରୁ ମିଳିଲା ନଗଦ ୧.୬ କୋଟି ଟଙ୍କା

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଇଡ୍‌କଲ୍‌ର ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ବୁଧବାର ମିଳିଛି ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଗୟା ସାଁତରା ହେଉଛନ୍ତି ଚତୁର୍ଥ ବ୍ୟକ୍ତି ଯାହାଙ୍କ ଘରୁ

ଜାନୁଆରୀ ୧୭ରୁ ବସ୍‌ ଧର୍ମଘଟ ଚେତାବନୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘରୋଇ ବସ୍ ମାଲିକ ସଂଘର ଚେତାବନୀ। ଜାନଆରୀ ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ କର। ଦାବି ପୂରଣ ନ ହେଲେ ୧୭ ତାରିଖରୁ ଗଡ଼ିବନି କୌଣସି ବସ୍‌। ଘରୋଇ ବସ୍‌ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି। ୮ ଦଫା ଦାବି ପୂରଣ ନେଇ ଆଜି ଘରୋଇ ବସ୍‌ ମାଲିକ ସଂଘର

ଝିଅର ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ହଣାକଟାରେ ଜାରି ଜଣ ଆହତ ଓ ଜଣେ ଗୁରୁତର

ଟାଙ୍ଗି: କମେଣ୍ଟ ମାରିବା ଘଟଣାକୁ ନେଇ ହଣାକଟା । ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଗୋବର୍ଦ୍ଧନପୁରରେ ବୁଲିଲା କଟୁରୀ । କାଟୁରି ଚୋଟରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ପରିବାର ମଧ୍ୟରେ ଏଭଳି ଘଟଣା ଘଟିଛି । ଆହତଙ୍କ ମଧ୍ୟରେ ଜଣେ ମହିଳା ଗୁରୁତର ଅଛନ୍ତି। ସେମାନଙ୍କୁ ଟାଙ୍ଗୀ

ଜେଲ୍‌ରୁ ବାହାରିବେ ସିରିଏଲ୍‌ କିଲର ଚାର୍ଲ୍ସ ଶୋଭରାଜ! ୧୯ ବର୍ଷ ଧରି ନେପାଳର ଜେଲ୍‌ରେ ଅଛନ୍ତି ବନ୍ଦୀ

ନେପାଳର ସୁପ୍ରିମକୋର୍ଟ ଫ୍ରାନ୍ସର ସିରିଏଲ କିଲର ଚାର୍ଲ୍ସ ଶୋଭରାଜଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ଶୋଭରାଜଙ୍କ ବୟସ ଆଧାରରେ ତାଙ୍କୁ ମୁକ୍ତ କରାଯାଇଛି। ସେ ହତ୍ୟା ଅଭିଯୋଗରେ ୨୦୦୩ ମସିହାରୁ ନେପାଳର ଜେଲରେ ବନ୍ଦୀ ଅଛନ୍ତି। ମୁକ୍ତ ହେବାର ୧୫ ଦିନ ଭିତରେ କୋର୍ଟ ତାଙ୍କର ନିର୍ବାସନର

କ୍ରୁଜ୍‌ ଡ୍ରଗ୍ସ ମାମଲା: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇର ଚର୍ଚ୍ଚିତ କୋର୍ଡେଲିଆ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। କୋର୍ଡେଲିଆ କ୍ରୁଜ୍‌ ଡ୍ରଗ୍ସ ମାମଲାରୁ ଆର୍ଯ୍ୟନ ଖାନଙ୍କ ନାମ ହଟାଇବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଉଥିବା ଜନହିତ ଆବେଦନକୁ

ତାଲିବାନ ସରକାରଙ୍କ କଡା କଟକଣା: ଝିଅମାନଙ୍କଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢିବା ମନା

ନୂଆଦିଲ୍ଲୀ : ତାଲିବାନ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢା ମନା । ତାଲିବାନରେ ଝିଅମାନଙ୍କ ଉପରେ ଏଭଳି କଟକଣା ଲଗାଇଛି ତାଲିବାନ ସରକାର । ତାଲିବାନ୍‌ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନୋଟିସ ହୋଇଛି। ଝିଅମାନଙ୍କ ବିଶ୍ୱବିଦ୍ୟାଳୟ

ଏଲନ ମସ୍କଙ୍କ ଚାକିରି ଅଫର, ଟ୍ଵିଟର ସିଇଓ ପଦପାଇଁ ଜଣେ ବୋକାଙ୍କୁ ଖୋଜୁଛନ୍ତି ମସ୍କ

ଟ୍ଵିଟର ସିଇଓ ଏଲନ ମସ୍କଙ୍କ ଚାକିରି ଅଫର । ତାହା ପୁଣି ସିଇଓ ପଦ ପାଇଁ । ଏଥିପାଇଁ କିନ୍ତୁ ଜଣେ ବୋକା ଲୋକକୁ ଖୋଜୁଛନ୍ତି ମସ୍କ । ଖୁବ୍‌ ଶୀଘ୍ର ସିଇଓ ପଦ ଛାଡ଼ିଦେବେ ବୋଲି ମସ୍କ ଟ୍ଵିଟ୍‌ କରିଛନ୍ତି । ସିଇଓ ପଦ ଛାଡ଼ିବା ନେଇ ଜାରି କରିଥିବା ପୋଲରେ ୫୭.୫ ପ୍ରତିଶତ ପୋଲ ହଁ ଆସିବା ପରେ