ରାନୀ ପଣ୍ଡାଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସୁକାନ୍ତଙ୍କ ୨ ବର୍ଷ ପୁଅର ଦେହାନ୍ତ

କଟକ: ଦାଉ ସାଜିଲା ଦଇବ। ଗତ କିଛି ଦିନ ତଳେ ସ୍ୱାମୀ ଚାଲିଯାଇଥିଲେ। ଆଉ ଏବେ ପର କରି ଚାଲିଗଲା ୨ବର୍ଷର ପୁଅ। ସୂଚନ ମୁତାବକ, ଗତ କିଛି ଦିନ ତଳେ ରାନୀ ପଣ୍ଡାଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସୁକାନ୍ତ ବେହେରାଙ୍କ ୨ ବର୍ଷର ପୁଅ ଆଜି ସକାଳ ଆଖିବୁଜିଛି। କଟକ ବଡ

ସ୍ୱଚ୍ଛ ଭାରତ ଅଭିଯାନ

ଉମରକୋଟ : ଭାରତର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୂଖ୍ୟ ଭିତରେ, ସଚ୍ଛ ଭାରତ ଅଭିଯାନ ଅନ୍ୟତମ | ସଚ୍ଛ ଭାରତ ଅଭିଯାନ ସମଗ୍ର ଭାରତ ବର୍ଷ ଉପରେ ଏହାର ପ୍ରଭାବ ପରିଛି | ଆମ ଓଡ଼ିଶାରେ ବିଶେଷ କରି ଏହାର ପ୍ରଭାବରେ ପ୍ଲାଷ୍ଟିକ ବର୍ଜନ କରିବା ସହିତ ଧୂମ୍ରପାନ ବର୍ଜନ କରିବା

ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିଲା ନୟାଗଡ଼ ପୋଲିସ୍

ନୟାଗଡ଼: ଧରାପଡିଲା ବଡ ଧରଣର ଲୁଟେରା ଗ୍ୟାଙ୍ଗ୍‌ । ଏମାନଙ୍କୁ ଧରିବାରେ ସଫଳ ହୋଇଛି ନୟାଗଡ଼ ପୋଲିସ୍। ଲୁଟ୍‌ ହୋଇଥିବା କାର୍ , ମୋବାଇଲ ଫୋନ୍‌ ଓ ଟଙ୍କା ଜବତ କରିଛି ପୋଲିସ୍ । କୋଡିଏକାହାଣିଆ ଗାଁର ଦେବାଶିଷ ମହାପାତ୍ରଙ୍କ କାର୍‌କୁ ତାଙ୍କର ଜଣେ ସାଙ୍ଗ ସୁଧୀର ଗଉଡ ମାଗି ନେଇଥିଲେ।

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ଗତକାଲି ଘରୁ ଟଙ୍କା ନେଇ କୁଆଡେ ଚାଲିଯାଇଥିଲେ

ଯାଜପୁର: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ପଲେଇ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ମୁତାବକ, ଗତକାଲି ପଲେଇ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକଙ୍କୁ ଘରୁ ଦୁଇ ଜଣ ଯୁବକ ଆସି କେଉଁ ଆଡେ ନେଇ ଯାଇଥିଲେ। ପରିବାର ଲୋକେ

ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । କଳାହାଣ୍ଡି କେ. ଗାଁ ଫରେଷ୍ଟ ରେଞ୍ଜ ଅଫିସର କେଶବ ମାଝୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଏକକାଳୀନ ଚାରୋଟି

ହିଞ୍ଜିଳିକାଟୁ ପୌରପରିଷଦରେ ୬୨କୋଟି ଟଙ୍କାର ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ (୨୧।୧୨) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନମଣ୍ଡଳିର ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବୃହତ ପାନୀୟ ଜଳ ପ୍ରକଳ୍ପ‘ ସୂଜଳ’ର ଭିଡିଓ କନଫେରନ୍ସି ମାଧ୍ୟମରେ

ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍‌ ଗଣନା

ଟାଙ୍ଗି: ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍‌ ଗଣନା । ସକାଳ ୬ଟାରୁ ଇରାୱାଡି ଡଲଫିନ ଗଣନା ଚାଲିଛି। ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ଟି ଟିମ୍‌ ଓ ସାତପଡ଼ାରେ ୮ଟି ଟିମ୍‌ ଡଲଫିନ୍‌ ଗଣନା ପାଇଁ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ୍‌ରେ ୮ଜଣ ସଦସ୍ୟ ରହିଛନ୍ତି। ୨ଟି ରେଂଜକୁ ୩ଟି

ଗୋବିନ୍ଦ ସାହୁ ଆତ୍ମହତ୍ୟାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ଘଟଣାରେ ତନାଘନା ଚାଲିଛି । ତଦନ୍ତ ଭିତରେ ସବୁଠୁ ବଡ଼ ପ୍ରଶ୍ନ କାହିଁକି ସେ ଆତ୍ମହତ୍ୟା କଲେ ? ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ କଣ୍ଟାବାଞ୍ଜିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୪ ଜଣିଆ

୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା

ରାଜ୍ୟକୁ ବହୁଛି ଉତ୍ତରାପବନ । ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ଚାରିଆଡ଼େ ଶୀତର ପ୍ରକୋପ । ଗତ ଦୁଇ ଦିନ ହେବ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି । ସେଠାରେ ୫ ଡିଗ୍ରୀ ସେଲସିୟସ୍‌କୁ ଖସିଛି ରାତିର

ଜି.ଉଦୟଗିରି ଏନଏସି ୱାର୍ଡ ସଭ୍ୟ ପଦବୀ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୬ନଂ ୱାର୍ଡସଭ୍ୟ ପଦବୀ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ