ସରକାରୀ ବସଷ୍ଟାଣ୍ଡ ମରାମତି କାମ ସରିବ କେବେ ?

ଉମରକୋଟ: ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ରାଇଘରର ସରକାରୀ କାର୍ଯ୍ୟ କଳାପ ଉପରେ ପ୍ରକାଶିତ ହେବା ପରେ ସୁଦ୍ଧା ନବରଙ୍ଗପୁର ଜିଲ୍ଲା ପ୍ରଶାସନ ରାଇଘର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଛନ୍ତି । ଯାହାର ଅନୁଧ୍ୟାନ କରି ଜନ ସାଧାରଣ ପ୍ରଶ୍ନ କରିବାକୁ ଲାଗିଲେଣି ଯେ , ଅଣଦେଖାର ଏହି

ନାରୀ ନିର୍ଯାତନା ଓ ବାଲ୍ୟ ବିବାହ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା(୦୨/୧୨) : ଗତ ନଭେମ୍ବର ୨୫ ତାରିଖ ଠାରୁ ଡ଼ିସେମ୍ବର ମାସ ଦଶ ତାରିଖ ପର୍ଯ୍ୟନ୍ତ ଜାତୀୟ ମହିଳା ହିଂସା ନିରାକରଣ ଦିବସ ଅବସରରେ ମାଲକାନଗିରି ଜିଲ୍ଲାରୁ ବାଲ୍ୟ ବିବାହକୁ ନିଷେଧ ତଥା ରୋକିବାକୁ ଜିଲ୍ଲାର ସମସ୍ତ ବିଭାଗ ତରଫରୁ ଉଦ୍ୟମ ଜାରିରହିଥିବା ବେଳେ ମାଲକାନଗିରି ଜିଲ୍ଲା

ରତ୍ନମୁଦ ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର : ବ୍ରହ୍ମପୁର ସହରର ସର୍ବ ପୁରାତନ ପାଣିଗ୍ରାହୀ ପେଣ୍ଠ କାଳୀ ମନ୍ଦିରର ରତ୍ନମୁଦ ଓ ସିହଂଦ୍ୱାର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପିତ ହୋଇଯାଇଛି । ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସ ୨୮ ତାରିଖ ଠାରୁ ଏକ ସପ୍ତାହ ବ୍ୟାପୀ ମହା ଆଡମ୍ବରରେ ଏହି ପ୍ରତିଷ୍ଠା ଉତ୍ସବ ଆୟୋଜିତ

ଜମି ପଟ୍ଟା ପାଇଁ ଲାଞ୍ଚ ନେବାବେଳେ ବରିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

ମୟୂରଭଞ୍ଜ : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଯଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ମଚରଣ ହେମ୍ବ୍ରମ୍‌ଙ୍କଠାରୁ ଜମି ପଟ୍ଟା କରି ଦେବାକୁ ନେଇ ୪୦ ହଜାର ଟଙ୍କା ଲାଞ୍ଚ

୮ ପ୍ରକଳ୍ପରେ ୪,୪୨୩ କୋଟି ୫୧ ଲକ୍ଷର ପୁଞ୍ଜିନିବେଶ, ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ: ହେମନ୍ତ ଶର୍ମା

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। କଂକ୍ଲେଭରେ ଏବେ

ଡିସେମ୍ବର ୫ରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ, ରିମାଣ୍ଡରେ ନେବ ଇଡି

ଭୁବନେଶ୍ବର: ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗ ଚଳିତ ମାସ ୫ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପ୍ରଡକ୍ସନ ଆବେଦନ ଆଧାରରେ ଅର୍ଚ୍ଚନା କୋର୍ଟରେ ହାଜର ହେବେ। କୋର୍ଟରେ ହାଜର ପରେ ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ।

ଆସନ୍ତାକାଲି ପୁଣି ଥରେ ପଦ୍ମପୁରରେ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ନଭେମ୍ବର ୨୯ରୁ ଡ଼ିସେମ୍ବର ୧ ପର୍ଯ୍ୟନ୍ତ ପଦ୍ମପୁର ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରିବା ପରେ ପୁଣି ଥରେ ଆସନ୍ତାକାଲି ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ପ୍ରଧାନ ପ୍ରଥମେ

ବିଷାକ୍ତ ଫଳ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ; ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ ୦୨/୧୨: ବିଷାକ୍ତ ଫଳ ଖାଇ ଅସୁସ୍ଥ ହେଲେ ଛାତ୍ରଛତ୍ରୀ। ଅସୁସ୍ଥ ସମସ୍ତ ବିଦ୍ୟାର୍ଥୀଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖେଳଛୁଟିରେ ସ୍କୁଲ୍‌ ପିଲାମାନେ ଅଜାଣତରେ ବିଷାକ୍ତ ଫଳ ଖାଇଥିବା ସନ୍ଦେହ କରାଯାଉଛି। ଏପରି ଅଘଟଣ ଭଦ୍ରକ ଜିଲ୍ଲା

ସରିଲା ଶୀତକାଳୀନ ଅଧିବେଶନ, ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାର ଥିଲା

ଭୁବନେଶ୍ଵର: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ। ମାତ୍ର ଆଠ ଦିନ ଚାଲିବା ପରେ ଶୁକ୍ରବାର ଗୃହକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବାର ଥିଲା। ଏଥିରେ ୩୩ଟି କାର୍ଯ୍ୟ ଦିବସ ରହିଥିଲା।

କଟକ ଚୌଦ୍ୱାରରେ ହେବ ଟେକ୍ସଟାଇଲ ପାର୍କ

କଟକ ୦୨/୧୨: କଟକ ଚୌଦ୍ୱାରରେ ହେବ ଟେକ୍ସଟାଇଲ୍‌ ପାର୍କ। ରାଜ୍ୟ ସରକାର ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବେ। ଏନେଇ ମେକ ଇନ ଓଡ଼ିଶା କନକ୍ଲେଭରେ ଶୁକ୍ରବାର ଶିଳ୍ପ ସଚିବ ସୂଚନା ଦେଇଛନ୍ତି। ଚୌଦ୍ୱାରରେ ଥିବା ଓଟିଏମ ଲୁଗାକଳ ଠାରୁ ଇଡକୋ ଫେରାଇ ନେଇଥିବା ୫୨୧ ଏକର ଜମିରେ ଏହି ପାର୍କ