Sign in
Sign in
Recover your password.
A password will be e-mailed to you.
ଆନ୍ତଃମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବୁଗୁଡ଼ା ପିପୁଲ୍ସ କଲେଜ ଚମ୍ପିଅନ
ବୁଗୁଡ଼ା : ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପକ୍ଷରୁ ଆୟୋଜିତ ୧୪ତମ ଆନ୍ତଃ-ମହା ବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟରେ ୧୩ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ!-->…
ହକି ଏକାଡେମୀ ଓ ସ୍ପୋଟ୍ର୍ସ ହଷ୍ଟେଲରେ ଜଣେ ଲେଖାଏଁ ରହିବେ ଡ୍ରାଗ୍ ଫ୍ଲିକର କୋଚ୍: ଦିଲ୍ଲୀପ ତିର୍କୀ
ଭୁବନେଶ୍ବର: ଆକ୍ସନ ମୁଡରେ ହକି ଇଣ୍ଡିଆ। ହକି ଇଣ୍ଡିଆର ସଭାପତି ଭାବେ ଦିଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ବଡ଼ବଡ଼ ପଦକ୍ଷେପ ନିଆଯାଉଛି। ସାରା ଭାରତରେ ରହିଥିବା ହକି ଏକାଡେମୀ, ସ୍ପୋଟ୍ର୍ସ ହଷ୍ଟେଲ ବା ହକି ହଷ୍ଟେଲରେ ଏବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍ ଓ!-->…
ଏମ୍ସର ୫ ସର୍ଭର ଉପରେ ହୋଇଛି ସାଇବର ଆଟାକ: ଚୀନ ସାଇବର ଅପରାଧିଙ୍କ ଲିଙ୍କ୍ ନେଇ ସନ୍ଦେହ
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ଉପରେ ହୋଇଥିବା ସାଇବର ଆଟାକ ଘଟଣାରେ ଚୀନ୍ ସାଇବର ଅପରାଧିଙ୍କ ହାତ ଥିବା ସନ୍ଦେହ କରାଯାଉଛି। ରୋଗୀଙ୍କର ବ୍ୟକ୍ତିଗତ ତଥ୍ୟ ଶେୟର ବଦଳରେ ଟଙ୍କା ମଗାଯାଉଛି। ହସ୍ପିଟାଲ୍ର ମୋଟ ୫ଟି ମୁଖ୍ୟ ସର୍ଭରକୁ ଟାର୍ଗେଟ୍ କରାଯାଇଛି। ସାଇବର ଆଟାକ୍ କରି ଚୋରି!-->…
ଋଷ-ୟୁକ୍ରେନ୍ ଯୁଦ୍ଧରେ ୧୩ ହଜାର ୟୁକ୍ରେନ୍ ଯବାନଙ୍କ ମୃତ୍ୟୁ ହୋଇଛି, ସୂଚନା ଦେଲେ ଜେଲେନ୍ସ୍କିଙ୍କ ସେନା…
ମସ୍କୋ: ଋଷ-ୟୁକ୍ରେନ୍ ଯୁଦ୍ଧକୁ ୯ ମାସ ବିତିଗଲାଣି। ଏହି ଯୁଦ୍ଧରେ କେତେ ଯେ ସମ୍ପତ୍ତି ନଷ୍ଟ ହେଲାଣି ତାର କୌଣସି ହିସାବ ଏପର୍ଯ୍ୟନ୍ତ ହୋଇ ନାହିଁ। ସେହିପରି କେଉଁ ପକ୍ଷରୁ କେତେ ଯବାନଙ୍କର ଜୀବନ ଗଲାଣି ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଦିଆଯାଉ ନାହିଁ।
ତେବେ ୟୁକ୍ରେନ୍ ସେନାର!-->!-->!-->…
ଏବେଠୁ ଇଭିଏମ୍-ଇଭିଏମ୍ ହେଲାଣି କଂଗ୍ରେସ, ଗୁଜରାଟରେ ପିଏମ୍ ମୋଦୀ କଲେ ଟାର୍ଗେଟ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଆଣନ୍ଦରେ ଏକ ଜନସଭାକୁ ସମ୍ୱୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି, କଂଗ୍ରେସ ପାର୍ଟି ଏବେଠାରୁ ଇଭିଏମ୍-ଇଭିଏମ୍ କହିବା ଆରମ୍ଭ କରିଛି । ତେବେ ସେମାନଙ୍କର ମାନସିକତା ଗୁଲାମୀର, ତାଙ୍କ ସମୟରେ କେବଳ!-->…
ଭାରତକୁ ନାଟୋରେ ସାମିଲ କରିବାକୁ ଉଦ୍ୟମ କରୁଛି ଆମେରିକା : ରୁଷ୍
ମସ୍କୋ : ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ଆଉ ଏକ ଚିନ୍ତା ଘାରିବାରେ ଲାଗିଛି । ତାହା ହେଉଛି ଭାରତକୁ ନାଟୋରେ ସାମିଲ କରିବାକୁ ଆମେରିକାର ଉଦ୍ୟମ । ଚୀନ ଓ ରୁଷକୁ ଘେରିବାକୁ ଆମେରିକା ଏହି ନୂଆ ଚକ୍ରାନ୍ତ କରୁଛି ବୋଲି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ।
ଚଳିତ!-->!-->!-->…
କଂଗ୍ରେସରୁ ଆସିଥିବା ନେତାମାନଙ୍କୁ ଏସବୁ ନୂଆ ଦାୟିତ୍ୱ ଦେଲା ବିଜେପି
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆଜି ପୂର୍ବତନ କଂଗ୍ରେସ ନେତା ଜୟବୀର ଶେର୍ଗିଲଙ୍କୁ ଏହାର ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛି। ଏଥି ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସୁନୀଲ ଜାଖଡ଼ଙ୍କୁ ମଧ୍ୟ ଜାତୀୟ କାର୍ଯ୍ୟ କମିଟିରେ ସ୍ଥାନ ଦିଆଯାଇଛି। ଦୀର୍ଘ ଦିନ ଧରି ଉଭୟ!-->…
୮ ଦଫା ଦାବି ପୂରଣ ନେଇ ସିଡିପିଓ କାର୍ଯାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା
ବୁଗୁଡ଼ା : ଭାରତୀୟ ମଜଦୁର ସଂଘ ସହ ସଂଯୁକ୍ତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ଓ୍ବାର୍କର୍ସ ଆସୋସିଏସନ ବୁଗୁଡ଼ା ଶାଖା ପକ୍ଷରୁ ଶୁକ୍ରବାର ଦିନ ୮ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସିଡିପିଓ କାର୍ଯାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବ୍ଲକର ଶତାଧିକ!-->…
ଡ଼ଃ. ସୁଦର୍ଶନ ଆଚାର୍ଯ୍ୟ ଏବଂ ଝରଣା ଦାସଙ୍କ ବିୟୋଗରେ ବରିଷ୍ଠ କଳାକାର ମହାସଂଘର ଶୋକସଭା
ବ୍ରହ୍ମପୁର (୦୨/୧୨) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ପରିସରରେ ଓଡ଼ିଶାର ଜନୈକ ପ୍ରାଜ୍ଞ ପୁରୁଷ ପ୍ରଫେସର୍ ଡ଼ଃ. ସୁଦର୍ଶନ ଆଚାର୍ଯ୍ୟ ଏବଂ ବରିଷ୍ଠ ସିନେ, ଆକାଶବାଣୀ ଓ!-->!-->!-->…
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା : ଗଞ୍ଜାମ ଜିଲ୍ଲାର ୩୮୬୦ଜଣ କଳାକାର ସହାୟତା ପାଇବେ
ଛତ୍ରପୁର : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନୁସାରେ ପ୍ରାପ୍ତ ସମୁଦାୟ ୩୮୬୦ ଜଣ ଗଞ୍ଜାମ ଜିଲ୍ଲାର କଳାକାର ଭତ୍ତା ପାଇବା ସକାଶେ ତାଲିକା ପ୍ରସ୍ତୁତ ହୋଇସାରିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜୁମ୍ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।!-->…