Sign in
Sign in
Recover your password.
A password will be e-mailed to you.
ଜଣେ ବ୍ୟକ୍ତି, ଗୋଟିଏ ପଦ : ନିଜ ନିୟମକୁ ନିଜେ ଭାଙ୍ଗୁଛି କଂଗ୍ରେସ !
ନୂଆଦିଲ୍ଲୀ: ଜଣେ ବ୍ୟକ୍ତି, ଗୋଟିଏ ପଦ ନିୟମକୁ କଡ଼ାକଡ଼ି ଦଳ ଭିତରେ ପାଳନ କରିବାକୁ ସବୁବେଳେ କହି ଆସୁଥିବା କଂଗ୍ରେସ ଏବେ ତା’ର ଦୋମୁହାଁ ନୀତି ଦେଖାଇଛି। ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଅନେକ ବଡ଼ବଡ଼ ନେତା ୱାନ ପର୍ସନ, ୱାନ ପୋଷ୍ଟ କଥାକୁ ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ!-->…
‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବା’ ବୟାନ ପାଇଁ କ୍ଷମା ମାଗିଲେ ପରେଶ ରାୱଲ
ନୂଆଦିଲ୍ଲୀ: ବିବାଦରେ ଫସିଛନ୍ତି ଅଭିନେତାରୁ ବିଜେପିର ପ୍ରଚାରକ ସାଜିଥିବା ପରେଶ ରାୱଲ। ଗୁଜରାଟରେ ବିଜେପି ପାଇଁ ପ୍ରଚାର କରିବା ବେଳେ ଅତି ଉତ୍ସାହିତ ହୋଇ ସେ ଦେଇଥିବା ବୟାନ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗୁଜରାଟର ଲୋକମାନେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼କୁ ସହ୍ୟ!-->…
ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣ ମାମଲା: ୪ ଅଭିଯୁକ୍ତଙ୍କୁ ସୁପ୍ରିମ ଝଟକା
ନୂଆଦିଲ୍ଲୀ: ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ୧୯୯୪ ମସିହାରେ ମିଛ ଗୁଇନ୍ଦାଗିରି ଘଟଣାରେ ଫସାଇଥିବା ୪ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି। ଜଣେ ପୂର୍ବତନ ଡିଜିପିଙ୍କ ସମେତ ୪ ଜଣ ଅଧିକାରୀଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।!-->…
ଭୁଶୁଡିଲା ଚୂନ ଖାଦାନ, ୭ ଜଣ ଶ୍ରମିକଙ୍କର ମୃତ୍ୟୁ
ଜଗଦଲପୁର: ଛତିଶଗଡ଼ର ଜଗଦଲପୁରରେ ଆଜି ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି | ଛତିଶଗଡର ଜଗଦଲପୁରରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ଆଜି ଏକ ଚୂନ ପଥର ଖାଦାନ ଭୁଶୁଡ଼ିଯାଇଛି | ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମୃତକଙ୍କ ମଧ୍ୟରେ ୦୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି!-->…
ବ୍ରହ୍ମପୁର କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ : ଉପସ୍ଥିତ କନଷ୍ଟେବଳ ଙ୍କ ଉଦ୍ୟମ ରେ ବର୍ତିଲା ବଡ…
ବ୍ରହ୍ମପୁର : ବ୍ରହ୍ମପୁର କୋର୍ଟ ପରିସରରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ, କନଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଓ ଉଦ୍ୟମ ରେ ବର୍ତିଲା ବଡ ଅଘଟଣ। ତେବେ ଆତ୍ମହୁତି ଉଦ୍ୟମ କରିଥିବା ମହିଳା ଜଣକ ଗୋସାଇଁ ନୂଆ ଗାଁ ଅଞ୍ଚଲର ଝରଣା ସ୍ବାଇଁ ବୋଲି ଜଣା ପଡ଼ିଛି।ଆଜି ପୂର୍ବାହ୍ନ ଏଗାରଟା ସମୟରେ ପିଡ଼ିତା!-->…
ସ୍ୱାଧୀନତାର ୭୫ ବର୍ଷ ପରେବି ଅବହେଳିତ ଗାଁ ଗଡ଼ିପଦର,ଗାଁ କୁ ନାହିଁ ଭଲ ରାସ୍ତା, ସରକାରୀ ଯୋଜନା ଏଠି ଧର୍ମକୁ ଆଖି…
ପହଞ୍ଚି ପାରୁନି ସରକାରଙ୍କ ମାଳ ମାଳ ଯୋଜନା
ପ୍ରଶାସନ ନିରବ ଦ୍ରଷ୍ଟା..
ପୋଲିସର ନିସ୍ତୁକ ମାଡ଼ରେ ବ୍ୟବସାୟୀ ଲହୁ ଲୁହାଣ, ଥାନାଧିକାରୀଙ୍କ ନାଁରେ ମାମଲା ରୁଜ୍ଜୁ…
ଫୁଲବାଣୀ -ଗଂଜାମ ଜିଲ୍ଲା ଗୋପାଳ ପୁର ପୋଲିସର ଅମାନବୀୟତା ଓ ବର୍ବରତା lକୌଣସି କାରଣ ନଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦେଶରେ କୁଆଡେ କିଛି ପୋଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ!-->!-->!-->…
ଦାରିଙ୍ଗବାଡ଼ି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା…
ଦାରିଙ୍ଗବାଡ଼ି: ୦୨/୧୨, ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ବିଜ୍ଞାନ ,ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଥିଲା। ବ୍ଳକ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମିତି!-->!-->!-->…
ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ଚାହାରେ ନିଶା ଦେଇ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟ ଉଦ୍ୟମ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ଗୁରୁବାର ସଂଧ୍ୟାରେ ଏକ ବୃଦ୍ଧ ଦମ୍ପତି ବସରେ ଯିବାକୁ ଅପେକ୍ଷା କରିଥିବା ବେଳେ ଜଣେ ଅପରିଚିତ ବ୍ୟକ୍ତି କୌଶଳରେ ନିଶା ଦେଇ ଲୁଟ ଉଦ୍ୟମ କରିଥିଲା। ତେବେ, ଏହି ଘଟଣାକୁ ବୃଦ୍ଧ ଦମ୍ପତିଙ୍କ ଗ୍ରାମର ଜଣେ ମହିଳା ଦେଖିଦେଇ ପାଟି କରିବାରୁ!-->!-->!-->…
ଫୁଲବାଣୀରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ
ଫୁଲବାଣୀ : ଫୁଲବାଣୀରେ କିଛି ଦିନ ହେଲା ଅସାମାଜିକ ଓ ମଦ୍ୟପଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଜିଲ୍ଲା ସଦର ମହକୁମା ଫୁଲବାଣୀରେ ନିଶାଖୋର ମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ସଂନ୍ଧ୍ୟାରେ ସ୍ଥାନୀୟ ବ୍ୟାଘ୍ରଦେବୀ ମନ୍ଦିର ପାଶ୍ୱର୍ରେ କିଛି ଅସାମାଜିକ ଯୁବକଙ୍କ!-->…