‘ଦମନ’ ଦେଖିଲେ ମାଲକାନଗିରି ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଆଶାକର୍ମୀ

ମାଲକାନଗିରି, ୧।୧୨ ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ନିମନ୍ତେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିଲା କାର୍ଯ୍ୟକ୍ରମ ଦମନକୁ ଆଖି ଆଗରେ ରଖି ଦମନ ଚଳଚ୍ଚିତ୍ରର ସୁଟିଂ ହୋଇଥିବା ବେଳେ ଆଜି ଏହି ଚଳଚିତ୍ରକୁ ଆଜି ସନ୍ଧ୍ୟାରେ ଖୋଦ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ

ଦାରିଙ୍ଗବାଡ଼ି ବ୍ଲକସ୍ତରୀୟ ବିଜ୍ଞାନମେଳା

ଦାରିଙ୍ଗବାଡ଼ି,୧/୧୨ : ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ,ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଥିଲା। ବ୍ଳକ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ଶୁସାନ୍ତ କୁମାର

ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର ନିର୍ବାଚନ ଅନୁଷ୍ଠିତ

ସୁନ୍ଦରଗଡ଼ : ଆଜି ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର ପଦାଧିକାରୀ ଓ କାଉନସିଲ ସଦସ୍ୟ ଚୟନ ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ଯାଇଛି। ସାଧାରଣ ବୈଠକର ଅନୁମୋଦନ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତ ନଭେମ୍ବର ୨୩ ତାରିଖରେ ଭୋଟର ତାଲିକା ପ୍ରକାଶ ପାଇଥିଲା। ନଭେମ୍ବର ୨୫ ଓ ୨୬

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୁଗୁଡା : ବୁଗୁଡ଼ା ବ୍ଲକର ଅନ୍ତରପଡା ଗ୍ରାମସ୍ଥ ଶାହଙ୍କୁଳାଈ ବିଦ୍ଯାପୀଠ ପକ୍ଷରୁ ପ୍ରଧାନଶିକ୍ଷକ କୃତିବାସ ପଟ୍ଟନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅନ୍ତରପଡା ସରପଞ୍ଚ ବସନ୍ତ

ଅନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବୁଗୁଡ଼ା : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ବାଲିପଦର ଆଞ୍ଚଳିକ ଡିଗ୍ରୀ କଲେଜ ପକ୍ଷରୁ ସ୍ବପରିସରରେ ଆୟୋଜିତ ୧୪ତମ ଅନ୍ତଃମହାବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ

ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର : ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଛତ୍ରପୁର ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଅଧ୍ୟକ୍ଷତା କରି ଉପଖଣ୍ଡ ସ୍ତରରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା

ଫୁଲବାଣୀ ସଦର ମହକୁମାଠାରେ ଏଡସ ଦିବସ ପାଳିତ

ଫୁଲବାଣୀ : ଆଜି ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଡସ ଦିବସ ପାଳିତ ହୋଇଯାଇଛି l ସକାଳ ପ୍ରାୟ ୯ ଟା ସମୟରେ ସ୍ଵାସ୍ଥ୍ୟ ତାଲିମ ଛାତ୍ରୀ ମାନେ, ସ୍କାଉଟ୍ ଗାଇଡ, ଜୁନିଅର ରେଡକ୍ରସ, ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ, ଟ୍ରାନ୍ସ ଜେଣ୍ଡର କମିଟି ଓ ସ୍ଵେଚ୍ଛାସେବୀ

ବିଭିନ୍ନ ସ୍ଥାନରେ ବିଶ୍ଵ ଏଡ଼ସ ଦିବସ ପାଳିତ

ଫୁଲବାଣୀ : ୦୧।୧୨: କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ବିଭିନ୍ନ ସ୍ଥାନ ରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଛି। ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗୋଷ୍ଠୀ

ଦାରିଙ୍ଗବାଡିରେ ଇକୋରିଟ୍ରିଟର ଶୁଭାରମ୍ଭ

ଦାରିଙ୍ଗବାଡ଼ି, ୦୧/୧୨ : ଓଡ଼ିଶାର କାଶ୍ମୀର ତଥା ଭୂସ୍ବର୍ଗ କୁହା ଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ତୃତୀୟ ଥର ପାଇଁ ଇକୋରିଟ୍ରିଟ ର ସୁଭାରମ୍ଭ ହୋଇଛି। ଭିଡ଼ିଓ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏକାଧିକ ସ୍ଥାନରେ ଶୁଭ ଉଦଘାଟନ କରିଛନ୍ତି ।

ପିପୁଲ୍ସ କଲେଜରେ ବିଶ୍ବ ଏଡ୍ସ ଦିବସ ପାଳିତ

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ଯୁବ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ତରଫରୁ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଯୁବ ରେଡକ୍ରସର ସଂଯୋଜକ ବିନୋଦ କୁମାର କରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ