Sign in
Sign in
Recover your password.
A password will be e-mailed to you.
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର
ଉମରକୋଟ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତର ପୁର୍ଲା ଗାଁରେ ଅଭାବନୀୟ ଘଟଣା । ଗୁରୁତର ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ।
ଚିକିତ୍ସିତଙ୍କ ମଧ୍ୟରେ ଦୁଇ ଜଣ ମହିଳା, ୩ ଜଣ ପୁରୁଷ ଏବଂ ୨ଜଣ ଶିଶୁ!-->!-->!-->…
ବିଜୟଙ୍କୁ ୯ ଘଣ୍ଟା ପଚରାଉଚରା କଲା ଇଡି, ଫିଲ୍ମ ‘ଲାଇଗର’ରେ ଲାଗିଛି ବିଦେଶୀ ଫଣ୍ଡିଂ !
ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ମନି ଲଣ୍ଡରିଂ ମାମଲାରେ ୯ ଘଣ୍ଟା ଜେରା କରିଛି ଇଡି । ଅଭିନେତାଙ୍କୁ FEMA ର ନିୟମ ଭାଙ୍ଗିବା ଅଭିଯୋଗରେ ଇଡି ପଚରାଉଚରା କରୁଛି । ଫିଲ୍ମ ଲାଇଗରକୁ ନେଇ ଇଡି ତାଙ୍କୁ ପଚରାଉଚରା କରୁଛି । ଇଡି ୯ ଘଣ୍ଟା ବିଜୟଙ୍କୁ ପଚରଉଚରା କରିଥିଲା। ତେବେ ଇଡି!-->…
ଆଜିଠୁ Digital Rupeeରେ କରାଯାଇ ପାରିବ ନେଣଦେଣ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୨୦୨୨ ଡିସେମ୍ବର ୧ରୁ ରିଟେଲ୍ ଡିଜିଟାଲ୍ ମୁଦ୍ରାର ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଲଞ୍ଚ କରିବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଏହି ଡିଜିଟାଲ ମୁଦ୍ରାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ୍ କରେନ୍ସି(ସିବିଡିସି) ନାମ ଦେଇଛି। କରେନ୍ସିକୁ!-->…
World AIDS Day: ଦେଶରେ ପ୍ରତିଦିନ ଏଡ୍ସରେ ଯାଉଛି ୧୨୫ ଜଣଙ୍କ ଜୀବନ
ନୂଆଦିଲ୍ଲୀ: ବର୍ଷର ଶେଷ ମାସର ଆଜି ହେଉଛି ପ୍ରଥମ ଦିନ। ଅର୍ଥାତ ଡିସେମ୍ବର ୧ ତାରିଖ, ଯାହାକୁ ସମଗ୍ର ଦୁନିଆରେ ବିଶ୍ଵ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସର ଉଦ୍ଦେଶ୍ୟ ଲୋକଙ୍କୁ କେମିତି ଏହି ରୋଗ ପ୍ରତି ସଚେତନ କରାଯାଇ ପାରିବ।
ଏଡ୍ସର କାରଣ ଏଚଆଇଭି କିମ୍ବା!-->!-->!-->…
ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ମତଦାନ ଆରମ୍ଭ, ୮୯ଟି ଆସନରେ ଚାଲିବ ଭୋଟିଂ
ଗାନ୍ଧିନଗର: ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମତଦାନ ଆରମ୍ଭ । ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ସଂନ୍ଧ୍ୟା ୫ଟା ଯାଏଁ ନିଜର ମତାଧିକାର ସାବ୍ୟସ୍ତ କରିବେ ଭୋଟର । ପ୍ରଥମ ପର୍ଯ୍ୟାୟରେ ମୋଟରେ ୮୯ଟି ବିଧାନସଭା ଆସନରେ ଭୋଟିଂ ହେଉଛି ।
ଗୁଜରାଟର ୧୯ଟି!-->!-->!-->…
୮୦ରୁ ଅଧିକ ମର୍ଡର କରିଥିବା ଦାବି, ୪୮ଟି ମାମଲାରେ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ: ମୃତ୍ୟୁର ସୌଦାଗର ଆମେରିକା ଯୁବକ । ଗୋଟିଏ ପରେ ଗୋଟିଏ ନେଉଥିଲା ଜୀବନ । ଟାର୍ଗେଟ୍ରେ ରହିଥିଲେ ମହିଳା । ପିଲା ବେଳେ ମାଆକୁ ମାରିବାର ରଚିଥିଲା ମୃତ୍ୟୁ ପ୍ଲାନ୍ । ଦେହଜୀବୀଙ୍କୁ ହତ୍ୟା କରିବା ଜହ୍ଲାଦର ନିଶା ଥିଲା । ମର୍ଡରକୁ ନିଜର ପେଶା କରିଦେଇଥିଲା ଓ୍ବାସିଂଟନର ଏହି!-->…
୯୬ ବର୍ଷ ବୟସରେ ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନଙ୍କ ଦେହାନ୍ତ
ବେଜିଂ: ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି। ଜୋମିନ କ୍ଲୁକେନିଆ ରୋଗରେ ପୀଡିତ ଥିଲେ। ଏହି କାରଣରୁ ତାଙ୍କ ଶରୀର ଅଙ୍ଗ ଅକାମୀ ହୋଇ ଯାଇଥିଲା। ଦୀର୍ଘ ଦିନର ଚିକିତ୍ସାପରେ ବୁଧବାର ତାଙ୍କର ଦେହାନ୍ତ ଘଟିଛି।
ଜିୟାଙ୍ଗ ଜୋମିନଙ୍କୁ ୧୯୮୯ରେ!-->!-->!-->…
ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ନିଜ ପସନ୍ଦର ବିବାହ କରିପାରିବେ ୧୫ ବର୍ଷ ବୟସ୍କ ମୁସଲିମ୍ ଝିଅ
ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ । ଏଥିରେ ପରିବାର ଲୋକ ତାଙ୍କୁ ଅବରୋଧ କରିପାରବେ ନାହିଁ । ଉଚ୍ଚ ଅଦାଲତରେ ଦାୟର ହୋଇଥିବା ମାମଲାରେ ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ଏହି ରାୟ!-->…
ଏମ୍ସ ସର୍ଭର ହ୍ୟାକିଂ ପରେ ପୁଣି ବଡ ସାଇବର ଆଟାକ୍, ଏବେ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭର ଉପରେ ସାଇବର ଆଟାକ୍ ପରେ ଏବେ କେନ୍ଦ୍ର ସରକାରଙ୍କ ଏକ ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଛି। ହ୍ୟାକର୍ସ ଗୁରୁବାର ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ କରିଛନ୍ତି। ସୁରକ୍ଷା ଏଜେନ୍ସି ଏବଂ ସାଇବର!-->…
SC ପାଇଁ ଆଜି ଐତିହାସିକ ଦିନ, ତୃତୀୟ ଥର ବସିବ ପୂର୍ଣ୍ଣକାଳୀନ ମହିଳା ଖଣ୍ଡପୀଠ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ ବହୁ ସଂଖ୍ୟାରେ ଲୋକଙ୍କ ସମର୍ଥନ ମିଳିବାରେ ଲାଗିଛି। ବଲିଉଡର ଅନେକ ତାରକା ମଧ୍ୟ ଏହି ଯାତ୍ରାରେ ସାମିଲ୍ ହେଉଛନ୍ତି। ବଲିଉଡର ଅନେକ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଭାରତ ଯୋଡୋରେ ନିଜକୁ ସାମିଲ୍ କରାଉଛନ୍ତି। ଯାତ୍ରାକୁ!-->…