ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ, ଅଂଶଗ୍ରହଣ କରିବେ ଦେଶ ବିଦେଶର ଶିଳ୍ପ ସମ୍ରାଟ

ଭୁବନେଶ୍ୱର ୧।୧୨ : ଭୁବନେଶ୍ବରରେ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ। ଜନତା ମଇଦାନରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ଜନତା ମଇଦାନର କାର୍ଯ୍ୟକ୍ରମ ସ୍ଥଳରେ। ସାଙ୍ଗରେ ଥିଲେ ଫାଇଭ ଟି

ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ; ବାକି ଟଙ୍କାକୁ ନେଇ କରିଥିଲେ ହତ୍ୟା

ଫୁଲବାଣୀ ୩୦/୧୧: ଦୁଇ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଜୋରିମାନା। ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ବଢ଼ିବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ସମସ୍ତ ସାଖ୍ୟ ପ୍ରମାଣ ପତ୍ରକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଜଜ୍‌ ଏପରି ରାୟ ଦେଇଛନ୍ତି।

ଟ୍ରକକୁ ପିଟିଲା କାର୍‌, ଚାଲିଗଲା ୪ ଜୀବନ

ଟାଙ୍ଗୀ ୦୧।୧୨ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା କାର୍‌ । ଯେଉଁଥିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରୀଆ ଛକ ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ଏକ୍‌ କାର୍‌ଟି ବାଲୁଗାଁ ଆଡୁ ଖୋର୍ଦ୍ଧା

୪ ମଦ ବ୍ୟବସାୟୀ ଗିରଫ

ଝୁମ୍ପୁରା: ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦେଶ କ୍ରମେ ଅବକାରୀ ନିରିକ୍ଷକ ଚନ୍ଦନ ମଣ୍ଡଳ ତ୍ୱତ୍ତା ବଧାନରେ ଝୁମ୍ପୁରା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଝୁମ୍ପୁରା ଅବକାରୀ ଥାନା ଅନ୍ତର୍ଗତ ଶ୍ରୀରାମପୁର, ନାଗରପାଳ, ବଡନେଉଳି, ଶୁଣ୍ଢି ମରସୁଆଁ, ସିଲିଟିଆ, କାଠ

ବ୍ରାଜିଲ ସ୍କୁଲରେ ଗୁଳିକାଣ୍ଡ : ୩ ମୃତ, ୧୧ ଆହତ

ନୂଆଦିଲ୍ଲୀ : ସକାଳୁ ସକାଳୁ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇଟି ସ୍କୁଲର ଗୁଳି ବିନିମୟ ହୋଇଛି। ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀମାନେ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବୁଲେଟପ୍ରୁଫ୍ ପୋଷାକ ପିନ୍ଧିଥିବା ଜଣେ ସୁଟର ଦକ୍ଷିଣ ପୂର୍ବ

26/11 ମୁମ୍ବାଇ ଆଟାକ୍‌କୁ ୧୪ ବର୍ଷ

ମୁମ୍ବାଇ: 26/11 ମୁମ୍ବାଇ ଆଟାକ୍‌କୁ ୧୪ ବର୍ଷ । ଆଜିର ଦିନକୁ କେବେ ବି ଭୁଲି ପାରିବନି ଭାରତ । ସେଦିନର ସେହି ବର୍ବର ଚିତ୍ର ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି । ମୁମ୍ବାଇ ତାଜ୍‌ ହୋଟେଲ୍‌ରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ

ଇତିହାସ ରଚିଲା ଇସ୍ରୋ: ମହାକାଶକୁ ପଠାଇଲା ୮ଟି ନାନୋ ସାଟେଲାଇଟ୍‌

ହାଇଦ୍ରାବାଦ: ଇତିହାସ ରଚିଲା ଇସ୍ରୋ । ମହାକାଶକୁ ପଠାଇଲା ୮ଟି ନାନୋ ସାଟେଲାଇଟ୍‌ । ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ମୋଟ୍‌ ୯ଟି ସାଟେଲାଇଟ୍‌ର ଉତକ୍ଷେପଣ ହୋଇଛି । ଓସିଆନ୍‌ସାଟ-୩ ସମେତ ୮ ଟି ନାନୋ ସାଟୋଲାଇଟ୍‌ ମହାକାଶକୁ ପଠାଯାଇଛି । ଯେଉଁଥିରେ

ରାସ୍ତାରୁ ହଟିବ ୧୫ ବର୍ଷ ପୁରୁଣା ସରକାରୀ ଗାଡି

ସରକାର କାମରେ ବ୍ୟବହୃତ ହେଉଥିବା ୧୫ ବର୍ଷ ପୁରୁଣା ଗାଡି ରାସ୍ତାରୁ ହଟିବ। ସରକାର ନେଲେ ନୂଆ ନିଷ୍ପତ୍ତି । ଆଉ ସରକାରୀ କାର୍ଯ୍ୟରେ ବ୍ୟବହୃତ ହେଉଥିବା ପୁରୁଣା ଗାଡି ସବୁ ଚିହ୍ନଟ କରାଯିବ । ସମସ୍ତ ୧୫ ବର୍ଷ ପୁରୁଣା ଗାଡ଼ିକୁ ସ୍କ୍ରାପ୍ ପଲିସି ଅନ୍ତର୍ଭୁକ୍ତ କରାଯିବ । ଏନେଇ ସ୍ବତନ୍ତ୍ର

ସେଲ୍ ଭିତରେ ଜନତା ଦରବାର, ପୁଣି ଭାଇରାଲ ହେଲା ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ

ନୂଆଦିଲ୍ଲୀ: ବିବାଦ ଓ ସତ୍ଯେନ୍ଦ୍ର ଜୈନ୍ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପିଛା ଛାଡ଼ୁନି ବିବାଦ । ତିହାର ଜେଲ୍ ଭିତରର ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ସତ୍ୟେନ୍ଦ୍ର ଜୈନ୍ ସେଲ୍ ଭିତରେ ପୂର୍ବ ଜେଲ୍ ଅଧିକ୍ଷକ ଅଜିତ୍ କୁମାରଙ୍କ

ପଠାନକୋଟ୍ ଏଲଓସିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ନୂଆଦିଲ୍ଲୀ: ଏଲଓସିରେ ଆତଙ୍କୀ ଅନୁପ୍ରବେଶ ଉଦ୍ଯମ ପଣ୍ଡ । ବିଏସଏଫ ଯବାନଙ୍କ କାଉଣ୍ଟର ଫାୟାରିଂରେ ପରେ ପଛଘୁଞ୍ଚା ଦେଲେ ପାକିସ୍ତାନ ଆତଙ୍କବାଦୀ । ପଞ୍ଜାବର ପଠାନକୋଟ୍ ପୋଷ୍ଟ ନିକଟରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ଦୁଇ ଆତଙ୍କବାଦୀ । ବିଏସଏଫ୍ ଯବାନ ଦେଖିବା ପରେ ଏନକାଉଣ୍ଟର