Sign in
Sign in
Recover your password.
A password will be e-mailed to you.
ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ଦେହାବସାନରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଗଞ୍ଜାମ ଜିଲ୍ଲା ପୁସ୍ତକମେଳାର ଶୋକ
ବ୍ରହ୍ମପୁର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ତରଫରୁ ଗୋସାଣୀ ନୂଆଗାଁ ସ୍ଥିତ ପୁସ୍ତକ ମେଳା କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟବିଭାଗ ପ୍ରାକ୍ତନ ପ୍ରଫେସର୍ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ!-->…
ଦାରିଙ୍ଗବାଡ଼ିରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ
ଦାରିଙ୍ଗବାଡ଼ି,୩/୧୨ : ଦାରିଙ୍ଗବାଡ଼ି ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ ଯୁବ ଭିନ୍ନକ୍ଷମ ସଂଗଠନ ପକ୍ଷରୁ ଏହି ଦିବସ ପାଳନ ପାଇଁ ସମସ୍ତ ଆୟୋଜନ କରିଥିଲେ । ବ୍ଳକର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ତ ଦିବ୍ୟାଙ୍ଗ କୁନିକୁନି ଶିଶୁ, ବାର୍ଦ୍ଧକ୍ୟ!-->…
ବ୍ଲକସ୍ତରୀୟ “ସର୍ଗିଫୁଲ” ପ୍ରତିଭାଚୟନ ପ୍ରତିଯୋଗିତା
ଦାରିଙ୍ଗବାଡି, (୦୩/୧୧) : ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ହୋଇଥିବା ସର୍ଗିଫୁଲ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଉଦ୍ଘାଟନ!-->…
ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ
ହିଞ୍ଜିଳିକାଟୁ ୩।୧୨ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଓଡ଼ ନଂ ୧୧ ଶଙ୍କର ସାହୁ ଜଣେ ଗରିବ ଓ ଦିନମଜୁରୀଆ ଅଟନ୍ତି । ଆର୍ଥିକ ଅନଟନ ମଧ୍ୟରେ ଚଳୁଥିବା ବେଳେ ତାଙ୍କ ୧୦ ଵର୍ଷର ଝିଅ ସୁମିତ୍ରାର ଦେହ ଅସୁସ୍ଥ ହେବାରୁ ଉପଯୁକ୍ତ ଚିକିତ୍ସା ନିମନ୍ତେ ତାଙ୍କ ନିକଟରେ ଅର୍ଥାଭାବ ଦେଖାଦେଇଥିଲା।!-->…
ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଆଶାକର୍ମୀଙ୍କ ଗଣଧାରଣା
ହିଞ୍ଜିଳିକାଟୁ (୩।୧୨) : ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ୪ଦଫା ଦାବି ନେଇ ଶନିବାର ଓଡ଼ିଶା ରାଜ୍ୟ ଆଶାକର୍ମି ସଂଘ ପକ୍ଷରୁ ଗଣଧାରଣା ଦିଆଯାଇଛି। ଭାରତୀୟ ମଜଦୁର ସଂଘ ଡାକରାରେ ୪ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ହିଞ୍ଜିଳିକାଟୁ ଆଶାକର୍ମି ସଂଘ ସଭାପତି!-->…
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ
ଫୁଲବାଣୀ : ଶନିବାର ବିଭିନ୍ନ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବିପୂରଣ ନେଇ ଏକ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ ପ୍ରଦାନ କରିଥିଲେ l ସଂଗଠନର ସଭାନେତ୍ରୀ ବୈଜୟନ୍ତୀ ମାଳା ମହାପାତ୍ରଙ୍କ!-->…
ଜିଲ୍ଲାସ୍ତରୀୟ ଚୁନାବ ପାଠଶାଳା ଗଠନ ପାଇଁ ଵକୃତା ପ୍ରତିଯୋଗିତା
ମାଲକାନଗିରି : ଜିଲ୍ଲାପ୍ରଶାସନ ତରଫରୁ ଚୁନାବ ପାଠଶାଳା ଗଠନ ଉପଲକ୍ଷେ ଏକ ଵକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଆଜି ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ଏକ ନିରାତମ୍ବର ପୂର୍ଣ୍ଣ ଉତ୍ସବ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ!-->!-->!-->…
ସମାଜ ନିର୍ମାଣରେ ଦିବ୍ୟାଙ୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ନଗର ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ମାଲକାନଗିରି : ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ନଗର ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି | ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ!-->!-->!-->…
ବ୍ଲକ ସ୍ତରୀୟ ସର୍ଗିଫୁଲ୍ ପ୍ରତିଯୋଗିତା ଅନୁଷ୍ଠିତ
ଫୁଲବାଣୀ : ବ୍ଲକ ସ୍ତରୀୟ ସର୍ଗିଫୁଲ୍ ପ୍ରତିଯୋଗିତା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଦିନାର ସିଂ ବରିଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡି ଦବ୍ଲ୍ଯୁ ଓ ସୀମାଞ୍ଚଳ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ମହତ୍ତ୍ଵ ଓ ଉଦ୍ଦେଶ୍ୟ ସମ୍ପର୍କରେ!-->…
ତତସତ୍ ସୁବୁଦ୍ଧିଙ୍କୁ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପ୍ରଭାରି ଦାୟିତ୍ୱ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଯୁବ କଂଗ୍ରେସର ସଂଗଠନକୁ ସୁଦୃଢ କରିବା ପାଇଁ ଗତକାଲି ଓଡ଼ିଶା ପ୍ରଦେଶ ଯୁବ ସଭାପତି ଡ଼ଃ ସ୍ମୃତି ରଞ୍ଜନ ଲେଙ୍କା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପ୍ରଭାରୀ ମିଲଣ୍ଡ ଗୌତମ ଓ ସହ ପ୍ରଭାରୀ ଅଭିନବ ସିଦ୍ଧାର୍ଥ ଭଗତଙ୍କ ଅନୁମଦନ କ୍ରମେ ବ୍ରହ୍ମପୁରର ଯୁବ!-->…