ସମ୍ବଲପୁର ଦେବ୍ରିଗଡ଼ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ, ସାଧାରଣ ଲୋକଙ୍କୁ ପ୍ରବେଶ ମନା

ସମ୍ବଲପୁର:   ମହାବଳ ବୁଲୁଛି। .ଅଭୟାରଣ୍ୟ ମହାବଳ ବାଘ ଆତଙ୍କ । ସମ୍ବଲପୁର ଦେବ୍ରିଗଡ଼ ଅଭୟାରଣ୍ୟରେ ଦେଖାଗଲା ମହାବଳ ବାଘ । ଏଥିପାଇଁ ଅଭୟାରଣ୍ୟ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବାଘର ଗତିବିଧିକୁ ଟ୍ରାକ କରିବା ପାଇଁ ୧୦୦ କ୍ୟାମେରା ଲଗାଯାଇଛି । ଏହା ସହ ୧୨

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଘଟଣା : ମାମଲାକୁ ଗୁରୁତର ସହ ନେଲା ଶ୍ରୀମନ୍ଦିର ପ୍ରଶାସନ, ତଦନ୍ତ ନିର୍ଦ୍ଦେଶ

ପୁରୀ ୦୩।୧୨ : ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇ ୟୁଟ୍ୟୁବରେ ଭାଇରାଲ କରିବା ଘଟଣା। ମାମଲାକୁ ଗୁରୁତର ସହ ନେଲା ଶ୍ରୀମନ୍ଦିର ପ୍ରଶାସନ। କେଉଁ ପରିସ୍ଥିତିରେ ଓ କେବେ ଡ୍ରୋନ ମାଧ୍ୟମରେ ଭିଡ଼ିଓ ଉତ୍ତୋଳନ କଲା ସେନେଇ ହେବ ତଦନ୍ତ। ଖବର ଅନୁଯାୟୀ, ଏଏସଆଇ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା

ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ: ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ିବା ପରେ ପିଟି ପିଟି ମାରିଦେଲେ ଲୋକେ

ବାଲେଶ୍ୱର: ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ । ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ିବା ପରେ ପିଟି ପିଟି ମାରିଦେଲେ ଲୋକେ । ବାଲେଶ୍ୱର ସୁନହଟ ସ୍ଥିତ କଂସେଇ ମହଲା ଅଞ୍ଚଳରେ ପାଗଳା କୁକୁର ଆତଙ୍କ । କୁକୁର କାମୁଡ଼ାରେ ୨୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ବାଲେଶ୍ୱର

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ରାସ୍ତା। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ। ୨୦ ମିନିଟ୍‌ ଧରି ରେଲୱେ ଷ୍ଟେସନ ପାଲଟିଥିଲା ରଣ କ୍ଷେତ୍ର । ଯିଏ ବି ବିରୋଧ କରୁଥିଲା କିମ୍ବା ଦୋକାନୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା ଦୁର୍ବୃତ୍ତ ମାନେ ତାଙ୍କୁ

ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ମହିଳାଙ୍କୁ ମଜଭୁତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ରାଜ୍ୟରେ ୬ ଲକ୍ଷ SHG କାମ କରୁଛନ୍ତି । ବିନା ସୁଧରେ SHGଙ୍କୁ ୫ ଲକ୍ଷ ଟଙ୍କା ଋଣ ଦେବାକୁ ଘୋଷଣା କରିଛୁ । ଏହାଦ୍ୱାରା ଓଡ଼ିଶାର ମାଆ ମାନେ ଉପକୃତ ହେଉଛନ୍ତି । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ମିଶନ ଶକ୍ତି ମାଆ ମାନଙ୍କୁ ଉଦ୍‌ବୋଧନ

ସମିତି ସଭ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାର୍ଶାଘାଇ ୦୩/୧୨: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତର ସମିତି ସଭ୍ୟା ଗୀତା ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘର ଭିତରୁ କବାଟ ବନ୍ଦ ଥାଇ ନିଜ ବାସଭବନରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକ । ପରେ ଘରର କବାଟ ଭାଙ୍ଗି

ଇଡିରେ ହାଜର ହେଲେ ଶିବ ପ୍ରସାଦ ଦାସ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ଇଡିରେ ପୁଣି ହାଜର ହୋଇଛନ୍ତି ଭୁବନେଶ୍ୱରର ହୋଟେଲ୍‌ ବ୍ୟବସାୟୀ ଶିବ ପ୍ରସାଦ ଦାସ । ଦ୍ୱିତୀୟ ଥର ପାଇଁ ଅର୍ଚ୍ଚନା ନାଗ ମାମଲାରେ ହାଜର ହୋଇଛନ୍ତି। ତାଙ୍କୁ ମାରାଥନ୍‌ ଜେରା ଚାଲିଛି। ବ୍ଲାକମେଲ୍‌ ଓ ହନିଟ୍ରାପ୍‌ ଡିଲ୍‌

ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍‌ ତିଆରି ହେବ, ପ୍ରାରମ୍ଭିକ ଡିଜାଇନ ପ୍ରସ୍ତୁତ

ପୁରୀ ୦୩।୧୨ : ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍‌ ତିଆରି କରାଯିବ । ଏହି ଅତିରିକ୍ତ ସେଟ୍‌ର ପ୍ରାରମ୍ଭିକ ଡିଜାଇନ ପ୍ରସ୍ତୁତ କରାଯାଉଛି । କାର୍ତ୍ତିକ ପୂର୍ଣ୍ଣିମାରେ ମା’ ସୁଭଦ୍ରାଙ୍କ ସୁନାବେଶ ଆଭୂଷଣ ଲାଗି ବେଳେ ଏହି ଆଭୂଷଣର ମାପ ନିଆଯାଇଛି । ଜଉ ସହ ଏହି ଆଭୂଷଣରେ କେତେ

ଦର୍ଶକଙ୍କ ମନ ମୋହୁଛି କୋଣାର୍କ ମହୋତ୍ସବ

କୋଣାର୍କ ୦୩/୧୨: କୋଣାର୍କ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟଶିଳ୍ପୀଙ୍କ ମଣିପୁରୀ ଓ ଓଡ଼ିଶୀ ଦର୍ଶକଙ୍କ ମନମୋହିଥିଲା । ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଇମ୍ଫାଲର ଏଲ. ଉପେନ୍ଦ୍ର ଶର୍ମା ଓ ସାଥୀ କଳାକାର ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ । ବୈଷ୍ଣବ

‘ରାମ ନାମ ସତ୍ୟ ହେ’ ପାଇଁ ୪ ଜଣ ଆବଶ୍ୟକ, କଂଗ୍ରେସରେ ଅଛନ୍ତି ମାତ୍ର ୨: ଯୋଗୀ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୧୯ଟି ଜିଲ୍ଲାର ୮୯ଟି ଆସନରେ ମତଦାନ ଡିସେମ୍ବର ୧ରେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନର୍ମଦା ଆସନରେ ସର୍ବାଧିକ ମତଦାନ ୭୮.୨୪% ଥିବାବେଳେ ବୋଟାଡ ଅଞ୍ଚଳରେ ସର୍ବନିମ୍ନ ଭୋଟ ହାର ୫୭.୫୮% ଥିଲା। ତେବେ ବର୍ତ୍ତମାନ ରାଜ୍ୟର