Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ଅଚାନକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
ଦାରିଙ୍ଗବାଡ଼ି,୩/୧୨ : ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଅତର୍କିତ ଭାବେ ବ୍ଲକ ପ୍ରଶାସନ ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ତହସିଲଦାର ଡା.ଅଶୋକ କୁମାର ସାହୁ ଏବଂ ଥାନା ଅଧିକାରୀ କୌସିକ ମାଝୀ ପରିଦର୍ଶନରେ ପହଞ୍ଚି ଥିଲେ । ବିଭିନ୍ନ ସମସ୍ୟା ଓ ସୁବିଧା ସମ୍ପର୍କରେ!-->…
ସୁନ୍ଦରଗଡ଼ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ସୁନ୍ଦରଗଡ଼ : ଭିନ୍ନକ୍ଷମମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବା ତଥା ସାଧାରଣ ଲୋକଙ୍କ ଭଳି ସେମାନଙ୍କୁ ଅଧିକାର ଏବଂ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୩ ତାରିଖକୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଉଛି। ଶନିବାର ଦିନ!-->…
୫ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ମହିଳାଙ୍କ ସମେତ ୨ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ହୋଇଥିବା ଚଢ଼ଉରେ ଆଜି ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବର ବ୍ରାଉନ୍ସୁଗାର ଜବତ କରାଯିବା ସହ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି ।
ସୂଚନାନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଟାଉନ ଥାନା ପୁଲିସର ଏକ ଟିମ୍ ପୂର୍ବ!-->!-->!-->…
‘ମହିଳା ଥାନା, ମହିଳା ଓ ଶିଶୁ ଡେସ୍କର କାର୍ଯ୍ୟକାରିତା ଓ ଦକ୍ଷତା’ ପ୍ରସଙ୍ଗରେ ସଚେତନତା କର୍ମଶାଳା
ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଆକ୍ସନ ଏଡ୍ ର ମିଳିତ ଉଦ୍ୟମରେ 'ମହିଳା ଥାନା, ମହିଳା ଓ ଶିଶୁ ଡେସ୍କର କାର୍ଯ୍ୟକାରିତା ଓ ଦକ୍ଷତା' ପ୍ରସଙ୍ଗରେ ସଚେତନତା ଆଜି ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।
ଜାତୀୟ ମହିଳା କମିଶନ ଙ୍କ ସହଯୋଗରେ ଆୟୋଜିତ ଏହି!-->!-->!-->!-->!-->…
ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର…
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ନିଜ ସପକ୍ଷରେ ମନାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ଓ ନେତା । ପ୍ରଚାରର ଶେଷ ଦିନରେ ବିଜେପି ପାଇଁ ପୁଣି ପ୍ରଚାର ମଇଦାକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ!-->…
୧୫ ଫୁଟିଆ ଅହିରାଜ ସାପ ଉଦ୍ଧାର
ବୁଗୁଡ଼ା : ବୁଗୁଡ଼ା ବ୍ଲକ କୁଆଁନଳା ଗ୍ରାମର ଜନବସତି ନିକଟସ୍ଥ ବିଲମାଳରୁ ଏକ ୧୫ ଫୁଟିଆ ଅହିରାଜ ସାପକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ କୁଆଁନଳା ଗାଁର ବିଲମାଳରେ ଲୋକେ ଧାନ କାଟୁଥିବା ବେଳେ ବିରାଟକାୟ ଅହିରାଜ ସାପଟିଏ ଦେଖିବାକୁ ପାଇଲେ ।!-->…
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍: ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ନିବେଶ କରିବେ ବିଭିନ୍ନ କମ୍ପାନୀ
ଭୁବନେଶ୍ୱର, ୦୩/୧୨: ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡ଼ିସିନ ଫର୍ମାସ୍ୟୁଟିକାଲ କମ୍ପାନୀ କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଏହା ସହିତ ଅନୁଗୁଳ, ବଡ଼ବିଲ,!-->…
କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର, ୦୩/୧୨: କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ୨୦ ଜଣ ଅଫିସରଙ୍କୁ ବଦଳ କରାଯାଇଛି । ସହିଦନଗର ଥାନା, ଲକ୍ଷ୍ମୀସାଗର ଥାନା, ବାଲିପାଟଣା ଥାନା, ମହିଳା ଥାନା ଓ଼ ଚନ୍ଦକା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ଆଇଆଇସି ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ୱାଡ!-->…
ହାଇକୋର୍ଟ ଲିକ୍ୟୁଡେଟରଙ୍କ ସୂଚନା, ଆଜିଠାରୁ ଓଟିଏମ୍ ଭାର ନେବେ ରାଜ୍ୟ ସରକାର
ଭୁବନେଶ୍ୱର, ୦୩/୧୨: ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ବା ଓଟିଏମର ଭାର ଆଜିଠାରୁ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଓଟିଏମ୍ର ୫୨୧ ଏକର ଜାଗା ସହିତ କମ୍ପାନୀକୁ ରାଜ୍ୟ ସରକାରଙ୍କୁ ହସ୍ଥାନ୍ତର କରାଯାଇଛି । ଏନେଇ ହାଇକୋର୍ଟ ଲିକ୍ୟୁଡେଟର ସୂଚନା ଦେଇଛନ୍ତି । ଓଟିଏମ୍ କମ୍ପାନୀର ରକ୍ଷଣା ବେକ୍ଷଣ!-->…
ପଦ୍ମପୁର ଛାଡ଼ିବାକୁ ସମସ୍ତ ଦଳକୁ ଜିଲ୍ଲାପାଳଙ୍କ ନିବେଦନ
ବରଗଡ଼, ୦୩।୧୨: ପଦ୍ମପୁରରେ ୪ଟା ପରେ ପ୍ରଚାର ନକରିବା ପାଇଁ ବରଗଡ଼ ଜିଲ୍ଲାପାଳସମସ୍ତ ଦଳକୁ ନିବେଦନ କରିଛନ୍ତି । ଏହାସହ କୌଣସି ବାହାର ବ୍ୟକ୍ତି ପଦ୍ମପୁର ଅଞ୍ଚାଳରେ ୪ଟା ପରେ ରହିବେ ନାହିଁ । ଯଦି କେହି ରହେ ସେଥିପାଇଁ ସମସ୍ତ ହୋଟେଲ ତଥା ବାହାରୁ ଆସି ରହୁଥିବା ଲୋକଙ୍କ ସ୍ଥାନ!-->…