Sign in
Sign in
Recover your password.
A password will be e-mailed to you.
ସୋମବାର ପଦ୍ମପୁର ଉପନିର୍ବାଚନ : ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ମତଦାନ
ଭୁବନେଶ୍ୱର ୦୪।୧୨: ସୋମବାର ପଦମପୁର ଉପନିର୍ବାଚନ । ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ଏବେ ସାଇଲେଣ୍ଟ ପିରିୟଡ ଚାଲିଛି । ବାହାର ଲୋକଙ୍କୁ ଜିଲ୍ଲା ଛାଡ଼ି ଚାଲିଯିବାକୁ ଦିଆଯାଇଛି ନିର୍ଦ୍ଦେଶ!-->…
ଭୋଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ’ର ୨୫୦ ୱାର୍ଡରେ ମତଦାନ ଆରମ୍ଭ ହୋଇଛି। ଆଜିର ଏହି ମତଦାନରେ ପ୍ରାୟ ୧.୪୬ ଯୋଗ୍ୟ ବିବେଚିତ ଭୋଟର୍ ଭୋଟ୍ ଦେବେ। ଏଥର ଏହି ନିର୍ବାଚନ ପାଇଁ ୬୮ଟି ଆଦର୍ଶ ବୁଥ୍ ଓ ୬୮ଟି ‘ପିଙ୍କ୍ ବୁଥ୍’ ନିର୍ମାଣ କରାଯାଇଛି। ସଚ୍ଚୋଟ ଓ କାମ କରିବା ଭଳି!-->…
ଦିବ୍ୟାଙ୍ଗ ଯୁବକକୁ ଅତି ଅମାନୁଷିକ ମାଡ଼
ପୁରୀ ୦୪।୧୨ : ଦିବ୍ୟାଙ୍ଗ ଯୁବକକୁ ଅତି ଅମାନୁଷିକ ମାଡ । ପୁରୀ ମେରାଇନ୍ ଥାନା ଅନ୍ତର୍ଗତ ବାଲିଗୁଆଳି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।
ଖବର ଅନୁଯାୟୀ, ୧୯ ବର୍ଷର ଯୁବକ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ପାଖ ଗାଁର କିଛି ଯୁବକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ।!-->!-->!-->…
ହାତଯୋଡି କ୍ଷମା ମାଗିଲେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇଥିବା ୟୁଟ୍ୟୁବର
ପୁରୀ ୦୪।୧୨ : ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣା । ଭୁଲ୍ ମାଗିବା ସହ ୟୁଟ୍ୟୁବ୍ ସାଇଡ୍ରୁ ଭିଡିଓ ଡିଲିଟ୍ କଲେ ୟୁଟ୍ୟୁବର ଯୁବକ । ଏହାସହ ହାଡଯୋଡି ମଧ୍ୟ କ୍ଷମା ମାଗିଛନ୍ତି । ମୁଁ ଅଜ୍ଞାତରେ ଏପରି କାମ କରିଛି ବୋଲି ମଧ୍ୟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପୁରୀ!-->!-->!-->…
ଦିଲ୍ଲୀର ସୁବାଷ ମହଲା ୱାର୍ଡରେ ୪୫୦ ଭୋଟରଙ୍କ ନାମ ଗାଏବ: ବିଜେପି ନେତା
ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଭଳି ବିଜେପି ସାଂସଦ ମନୋଜ ତିୱାରୀ ସମାନ ଅଭିଯୋଗ ଆଣିଛନ୍ତି। ରାଜଧାନୀ ଦିଲ୍ଲୀରେ ଚାଲିଥିବା ଏମସିଡି ନିର୍ବାଚନରେ ହୋଇଛି ଅନିୟମିତତା। ଭୋଟର ତାଲିକାରେ ଅନେକଙ୍କ ନାମ ଗାଏବ ହୋଇଯାଇଥିବା ଅଭିଯୋଗ ଆଣି ପରସ୍ପରକୁ ଦୋଷାରପ କରିଛନ୍ତି।!-->…
ବଲାଙ୍ଗୀର ରେଳ ଷ୍ଟେସନରୁ ୩୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ
ବଲାଙ୍ଗୀର ୦୪।୧୨ : ୩୦ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ରେଳ ଷ୍ଟେସନରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ। ବାହାର ରାଜ୍ୟକୁ ଚାଲାଣ ବେଳେ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୨୪ ଜଣ ଶ୍ରମିକଙ୍କ ସହ ୬ ଶିଶୁ ।
ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକରୁ!-->!-->!-->…
ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର ୦୪।୧୨ : ଅର୍ଚ୍ଚନା ନାଗ ଗିରଫ ମାମଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଇଡିକୁ ତଥ୍ୟ ଦେଲା କମିଶନରେଟ୍ ପୋଲିସ । କମିଶନରେଟ ପୋଲିସ ତଥ୍ୟ ଦେବାରେ ଅବହେଳା କରୁଥିବା ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲା ଇଡି । କୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଇଡିକୁ ତଥ୍ୟ ହସ୍ତାନ୍ତର!-->…
ଡିମ୍ପଲଙ୍କ ପାଇଁ ପ୍ରଚାର କଲେ ମୁଲାୟମ ସିଂହ ଯାଦବଙ୍କର ସ୍କୁଲ ଶିକ୍ଷକ
ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ଏସପି)ର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କର ସ୍କୁଲ ଶିକ୍ଷକ ଉଦୟ ପ୍ରତାପ ସିଂ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ମୁଲାୟମ ସିଂହ ବୋହୂ ତଥା ଏସପି ପ୍ରାର୍ଥୀ ଡିମ୍ପଲ ଯାଦବଙ୍କୁ ସମର୍ଥନ କରି!-->…
ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଗ୍ୟାସ୍ ନିର୍ଗତ ହୋଇ ଚାରିଆଡେ ଧୂଆଁମୟ
କଳାହାଣ୍ଡି : ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାୟପୁର ରାଜପଥର ପାଷ୍ଟିପଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ପ୍ରଚୁର ମାତ୍ରାରେ ଗ୍ୟାସ୍ ବାହାରୁଛି । ସକାଳୁ କୁହୁଡ଼ି ପଡ଼ିଥିବାରୁ ଗ୍ୟାସ୍!-->…
ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ୧୦ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହୀ ନିବେଶକ
ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରୁ ମିଳିଛି ବଡ଼ ସଫଳତା । ମୋଟ୍ ୧୦ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହ ଆସିଛି । ଏହାଦ୍ୱାରା ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାଢ଼େ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ମୋଟ୍ ୭୪୧ ନିବେଶ ପ୍ରସ୍ତାବ ଆସିଛି ।!-->…