Sign in
Sign in
Recover your password.
A password will be e-mailed to you.
କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: କାଲିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସଂଧ୍ୟା ୫ଟାରେ ରାଷ୍ଟ୍ରପତି ଭବନ କଲ୍ଚରାଲ ସେଣ୍ଟରରେ G20 ବ୍ରିଫିଂ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ବୈଠକ ବସିବ । ଏଥିରେ ସବୁ!-->!-->!-->…
ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ମେଡିକାଲ କଲେଜ ଦାବିରେ ଆସନ୍ତାକାଲି ଭଦ୍ରକ ବନ୍ଦ କରିବ କଂଗ୍ରେସ
ଭଦ୍ରକ, ୪/୧୨: ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦାବି କରିଛି ଭଦ୍ରକ କଂଗ୍ରେସ । ବାରମ୍ବାର ଦାବି ପରେ ମଧ୍ୟ ସରକାର ଏ ଦିଗରେ କିଛି ବି ପଦକ୍ଷେପ ନେଉ ନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଭଦ୍ରକ ଜିଲ୍ଲା!-->…
ଭୋଟ ଦେବା ପାଇଁ ଗୁଜରାଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ନେଲେ ମା’ଙ୍କ ଆଶୀର୍ବାଦ
ଅହମଦାବାଦ: ଆସନ୍ତାକାଲି ହେବ ଗୁଜରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମତଦାନ ପୂର୍ବରୁ ଆଜି ଗୁଜରାଟରେ ପହଞ୍ଚି ମା’ ହୀରାବେନଙ୍କ ଆଶୀର୍ବାଦ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମତଦାନ ପାଇଁ ସମସ୍ତ ପ୍ରଚାର କାମ ଶେଷ!-->…
୨୫ ହଜାର ଲାଞ୍ଚ ନେଉଥିବା ବେଳେ ସିନ୍ଧେକେଲା ଥାନା ଆଇଆଇସି ଙ୍କୁ ଧରିଲା ଭିଜିଲାନ୍ସ
କଣ୍ଟାବାଞ୍ଜି,୪/୧୨: ବରଗଡ଼ ଭିଜିଲାନ୍ସ ହାବୁଡରେ ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବାକୁ ବ୍ୟାଙ୍କ୍ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଠାରୁ ୨୫ ହଜାର ଟଙ୍କା ଥାନା ବାବୁ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ସିନ୍ଧେକେଲା ଥାନା !-->…
ପୁତୁରାର ଗୁଳିମାଡରେ ଖୁଡି ଗୁରୁତର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଦରପଡାରେ ଗୁଳିକାଣ୍ଡ | ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ଗୁରୁତର ମହିଳା ହେଲେ ପଞ୍ଚାନନ ମହାପାତ୍ରଙ୍କ ସ୍ତ୍ରୀ ଅନିମା ମହାପାତ୍ର । ତାଙ୍କ ପୁତୁରା ଦେବପ୍ରକାଶ ଅନିମାଙ୍କ ଉପରକୁ ଗୁଳିଚାଳନା କରିଛନ୍ତି |
!-->!-->…
ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ
ଭଦ୍ରକ ୦୪/୧୨: ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ । ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ ଇଙ୍ଗିତ କରି ଖରାପ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି ଭଦ୍ରକ ଜିଲ୍ଲାର ସମ୍ବାଦିକ ଗୋଷ୍ଠୀ ଧାରଣ ଦେଇଛନ୍ତି ।!-->…
ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ଧମକ, ତୁରନ୍ତ ଭାରତ ଛାଡ଼
ନୂଆଦିଲ୍ଲୀ: ଥମୁନି ଫିଲ୍ମ କଶ୍ମୀର ଫାଇଲ୍ସକୁ ନେଇ ବିବାଦ। ଏହାକୁ ନେଇ ଏବେ ଭାରତରେ ଥିବା ଇସ୍ରାଏଲ୍ ରାଷ୍ଟ୍ରଦୂତ ନାଓର୍ ଗିଲୋନଙ୍କୁ ଧମକ ମିଳିଛି। ତୁରନ୍ତ ଭାରତ ଛାଡିବାକୁ ତାଙ୍କୁ ଧମକ ଦିଆଯାଇଛି।
ପ୍ରକୃତରେ ଇସ୍ରାଏଲ୍ ରାଷ୍ଟ୍ରଦୂୂତ ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଇସ୍ରାଏଲ୍!-->!-->!-->…
ପୋକଲିନ୍ ମେସିନରୁ ପଡି ଶ୍ରମିକଙ୍କ ମୃତ୍ୟୁ
ଖୋର୍ଦ୍ଧା, ୪/୧୨: ଖୋର୍ଦ୍ଧା ନିକଟସ୍ଥ ତାପଙ୍ଗ ହାତୀଆ ମୁଣ୍ଡିଆରେ ପୋକଲିନ୍ ମେସିନରେ ପାହାଡ ଖେଳା ଚାଲିଥିଲା । ଏହି ସମୟରେ ଅପରେଟର ପୋକ୍ଲିନ୍ ମେସିନରୁ ପଡି ଯାଇଥିିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ମଳିପଡା ଗ୍ରାମର ଦିଲ୍ଲୀପ କଳସ ବୋଲି ଜଣାପଡ଼ିଛିି । ଘଟଣାସ୍ଥଳରେ!-->…
କୋଣାର୍କ ଉତ୍ସବ: ଚତୁର୍ଥ ଦିନରେ ବାଲୁକା କଳା ଦେଖିବାକୁ ଦର୍ଶକଙ୍କ ଭିଡ଼
କୋଣାର୍କ, ୪/୧୨: କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ନିକଟ ବେଳା ମାର୍ଗରେ ଆଜି ଚତୁର୍ଥ ଦିବସରେ ବାଲୁକା କଳା ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶିତୁଆ ସନ୍ଧ୍ୟାର ଆଲୋକମାଳାରେ ବାଲୁକାକଳାର ଭରପୁର ମଜା ନେଉଛନ୍ତି ଦର୍ଶକ । ଆଜି ବାଲୁକା କଳାର ଚତୁର୍ଥ ସନ୍ଧ୍ୟାରେ!-->…
ହିନ୍ଦୁମାନଙ୍କ ବିବାହ ଉପରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଲେ
ହୋଜାଇ(ଆସାମ): ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍’ର (ଏଆଇୟୁଡିଏଫ୍) ସଭାପତି ବଦରୁଦିନ୍ ଅଜ୍ମଲ୍ ଶେଷରେ କ୍ଷମା ମାଗିଛନ୍ତି। ତାଙ୍କ ମନ୍ତବ୍ୟରେ ସେ ନିଜେ ଲଜ୍ଜିତ ବୋଲି କହି କ୍ଷମାଭିକ୍ଷା କରିଛନ୍ତି।!-->…