Sign in
Sign in
Recover your password.
A password will be e-mailed to you.
ଶ୍ରୀନୃସିଂହନାଥଙ୍କ ସେବାଧାରୀ ଦାସୁଡୁ ଆର.ସତ୍ୟମ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର : ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ) ସେବା ନୃତ୍ୟ କଳାକେନ୍ଦ୍ର ଭାଗବତ ଗାଦୀ ର ମୁଖ୍ୟ ବଡ଼ ଦାସୁଡୁ ଆର.ସତ୍ୟମ ରେଡ୍ଡୀ ଜଣେ କୋହଲା ନୃତ୍ୟ ଦାସୁଡୁ ସଂଗଠକ ଭାବେ ସେ ବହୁମୁଖୀପ୍ରତିଭା ର ଅଧିକାରୀ ହୋଇ ରାଜ୍ୟ ଓ ଜାତୀୟସ୍ତରରେ ସମ୍ମାନୀତ ହୋଇଆସିଛନ୍ତି । ନିକଟରେ!-->…
ସାଥୀ ବସନ୍ତ ନନ୍ଦ ଥିଲେ ଅନ୍ୟାୟ ଓ ଦୁର୍ନୀତି ବିରୋଧର ଲଢ଼େଇର ଏକ ପ୍ରତୀକ
ଆଜି ସିପିଏମ ଗଂଜାମ ଜିଲ୍ଲା କମିଟି ପକ୍ଷରୁ ବସନ୍ତ ନନ୍ଦଙ୍କ ପ୍ରଥମ ମୃତ୍ୟୁ ବର୍ଷିକୀ ପାଳିତ ହୋଇଯାଇଛି।ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଆୟୋଜିତ ସଭାରେ ପାର୍ଟିର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗ ଦେଇ ବସନ୍ତ ନନ୍ଦଙ୍କୁ ଜଣେ ଆଦର୍ଶବାଦୀ ଓ ଲଢୁଆ ଯୁବନେତା ଥିଲେ!-->!-->!-->…
ବିଶ୍ଵ ବନ୍ୟ ପ୍ରାଣୀ ସଂରକ୍ଷଣ ଦିବସ
ବ୍ରହ୍ମପୁର(୦୪/୧୨) : ଆଜି ବିଶ୍ଵ ବନ୍ୟ ପ୍ରାଣୀ ସଂରକ୍ଷଣ ଦିବସ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହୁରୀ କାଳୁଆ ପୀଠରେ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ "ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର!-->…
ଆତ୍ମ ସମର୍ପଣ କରିଥିବା ଦୁଇ ମାଓବାଦୀ ବୈବାହିକ ବନ୍ଧନରେ ବାନ୍ଧିହେଲେ
ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ରିଜର୍ଭ ପଡିଆ ଠାରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ପୂର୍ବରୁ ଆତ୍ମ ସମର୍ପଣ କରିଥିବା ଦୁଇ ମାଓବାଦୀ ଯଥା ସପ୍ନିତା ପାଟମାଝି(ନନ୍ଦିନୀ) ଓ ଫୁଲବତୀ ଉଶେଣ୍ଡି (କରୁଣା) ଆତ୍ମ ସମର୍ପଣ କରିଥିବା ମାଓବାଦୀ ବୈବାହିକ ବନ୍ଧନରେ ବାନ୍ଧି!-->…
ଅପହଞ୍ଚ ଇଲାକାକୁ ୫ କିମି ପାଦରେ ଚାଲି ଚାଲି ଯାଇ ସମସ୍ୟା ପଚାରି ବୁଝିଲେ ଡିଏଲଏସ ସଚିବ
ଫୁଲବାଣୀ :- କନ୍ଧମାଳ ଜିଲାର ଏଭଳି ଏକ ଅପହଞ୍ଚ ଗ୍ରାମ ରହିଛି ଯେଉଁଠି ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ଯୋଗାଣ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ l ଏପରିକି ସର୍ବନିମ୍ନ ମୌଳିକ ସୁବିଧା ପାଇବାକୁ ହେଲେ ୧୦ କିମି ଦୂର ରାସ୍ତା ଚାଲି ଚାଲି ଆସିଲେ କିଛି ପରିମାଣରେ ମିଳୁଥିବା କହିଛନ୍ତି!-->…
ମୋ ଭାଷା ସାହିତ୍ୟ ତରଫରୁ ସମର୍ଦ୍ଧିତ ହେଲେ ଡ଼ଃ ନୃସିଂହାନନ୍ଦ
ଫୁଲବାଣୀ :- କନ୍ଧମାଳର ବରିଷ୍ଠ ସାହିତ୍ୟିକ, ଶିକ୍ଷାବିତ ଓ ସମାଜସେବି ଡ଼ଃ ନୃସିଂହାନନ୍ଦ ମହାପାତ୍ର ଯମ୍ଭରା, କେନ୍ଦୁଝରର ମୋ ଭାଷା ସାହିତ୍ୟ ଅନୁଷ୍ଠାନ ତରଫରୁ ସମର୍ଦ୍ଧିତ ହୋଇଛନ୍ତି l ଅନୁଷ୍ଠାନର ରାଜ୍ୟସ୍ତରୀୟ ଏକାଦଶ ଅନନ୍ୟା ମହୋତ୍ସବ ଅବସରରେ ଆୟୋଜିତ ଏହି ସାରସ୍ୱତ ସମାବେଶ ରେ ଡ଼ଃ!-->…
ଛଅଫୁଟର ଅଜଗର ସାପ ଉଦ୍ଧାର
ଫୁଲବାଣୀ :-ଆଜି ସକାଳ ସମୟରେ ଫୁଲବାଣୀ ସହର ଠାରୁ କିଛି ଦୂର ଡ଼ାଙ୍ଗାଣିକିଆ ଗ୍ରାମରେ ଏକ ଛଅ ଫୁଟର ଅଜଗର ସାପ ପଶିଯାଇଥିବା ନେଇ କଂସ ଦିଗାଲ ନାମକ ବ୍ୟକ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ ଆବାହକ ଭି ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରିଥିଲେ l ଖବର ପାଇ ସଙ୍ଗେ ସଙ୍ଗେ ଟିମ୍ ସଦସ୍ୟ ସାଇରାମ!-->!-->!-->…
ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ସଂପାଦକ ସମୀର କୁମାର ପାଢ଼ୀ ବାର୍ଷିକୀ ବିବରଣୀ ପଠନ କରିଥିଲେ। କୋଷାଧ୍ୟକ୍ଷ ଏସ ଅଶୋକ କୁମାର ପାତ୍ର!-->…
ଦୁଇଦିନିଆ ପୁରୁଷ ଏବଂ ମହିଳା ହକି ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାୟ ପରିସରରେ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡାଙ୍ଗନ ଠାରେ ଦୁଇଦିନିଆ ପୁରୁଷ ଏବଂ ମହିଳା ହକି ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିବା ବେଳେ!-->…
ବୁଦ୍ଧଖୋଲ ମହୋତ୍ସବ ପାଇଁ ଦ୍ବିତୀୟ ପ୍ରସ୍ତୁତି ବୈଠକ
ବୁଗୁଡ଼ା : ଆସନ୍ତା ବର୍ଷ ଜାନୁଆରୀ ମାସ ୨୭ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ବୁଦ୍ଧଖୋଲ ମହୋତ୍ସବ ପାଇଁ ବୁଦ୍ଧଖୋଲ ଉନ୍ନୟନ ସମିତିର ଉପଦେଷ୍ଟା କବିରାଜ ଗୌଡଙ୍କ ଅଧ୍ଯକ୍ଷତାରେ ଦ୍ବିତୀୟ ପ୍ରସ୍ତୁତି ବୈଠକ ବୁଦ୍ଧଖୋଲ ପାଦଦେଶସ୍ଥ ଓଟିଡିସି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ!-->…