ହାଇକୋର୍ଟ ବିଚାରପତିଙ୍କ ହିଂଜିଳିକାଟୁ ଗସ୍ତ

ହିଞ୍ଜିଳିକାଟୁ (୪ା୧୨) : ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ପ୍ରୋଟକଲ ଡ଼ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ରବିବାର ପୂର୍ବାହ୍ନରେ ହିଂଜିଳିକାଟୁ ଜେଏମଏଫସି କୋର୍ଟ ପରିଦର୍ଶନ କରିଛନ୍ତି । ଜେଏମଏଫସି , ସବ ଜଜ୍ କୋର୍ଟରେ ପୁରୁଣା ମାମଲା ଗୁଡ଼ିକର ଫୈସଲା ଓ ବିଚାରଧୀନ ମାମଲା ଗୁଡ଼ିକର ସ୍ଥିତି ସମ୍ପର୍କରେ

ପ୍ରାଥମିକ ଏକ୍ସକ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବୀପତ୍ର

ଦାରିଙ୍ଗବାଡ଼ି,୪/୧୨ : ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୮ ଦଫା ଦାବି ନେଇ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ସ୍ମାରକ ପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ପ୍ରଦାନ କରିଛନ୍ତି। ୮ ଦଫା

ଗୁଜରାଟ ନିର୍ବାଚନ: ମୁସଲମାନ ମହିଳାଙ୍କୁ ଟିକେଟ୍ ଦେବା ଇସଲାମ ବିରୋଧୀ ବୋଲି କହିଲେ ଶାହି ଇମାମ

ଅହମଦାବାଦ: ଆସନ୍ତାକାଲି ହେବ ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ କାଲି ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଦେଇ ସରକାର ବାଛିବେ ଜନତା। ହେଲେ ଦ୍ୱିତୀୟ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ଅହମଦାବାଦ ଜାମା ମସଜିଦର ଶାହି ଇମାମ

ଭୁବନେଶ୍ବର ଏମ୍ସରେ ୨୦୨୩ରୁ ପେପରଲେସ ବ୍ୟବସ୍ଥା: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱର ଏମ୍ସରେ ଆସନ୍ତାବର୍ଷ ଠାରୁ ପେପରଲେସ୍ ବ୍ୟବସ୍ଥା ଆରମ୍ଭ ହୋଇଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାଓ଼୍ୱାର ରବିବାର ଏହା କହିଛନ୍ତି। ସେ କହିଛନ୍ତି ଯେ, ଏମ୍ସରେ ପେପରଲେସ୍‌ ନିୟମ ଲାଗୁ ହେବା ଦ୍ବାରା ଚିକିତ୍ସା ସଂପର୍କିତ ସମସ୍ତ

ରୋମାଞ୍ଚକର ମ୍ୟାଚରେ ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ

ଢାକା : ଢାକାଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବାଂଲାଦେଶ ଦଳ ଅତ୍ୟନ୍ତ ନାଟକୀୟ ଭାବେ ଭାରତକୁ ୧ ଓ୍ବିକେଟରେ ହରାଇ ଦେଇଛି । ଭାରତ ଦ୍ବାରା ରଖାଯାଇଥିବା ୧୮୭ ରନର ବିଜୟ ଲକ୍ଷ୍ୟ ସହଜ ମନେ ହେଉଥିଲେ ବି ବାଂଲାଦେଶ ଦଳ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଫଳରେ ଦଳପାଇଁ ଏହି ଛୋଟ

ରାଜ୍ୟରେ ପ୍ରଥମ: ହାତୀଙ୍କୁ ଜଗିବ ଥର୍ମାଲ ଡ୍ରୋନ୍‌

କେନ୍ଦୁଝର : ବାରମ୍ବାର ହାତୀ ମୃତ୍ୟୁ ପାଇଁ ବଦ୍‌ନାମ ମୁଣ୍ଡାଇଥିବା କେନ୍ଦୁଝର ଜିଲ୍ଲାରେ ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଥର୍ମାଲ ‌ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଗୁମୁରା ବିଟ୍‌ର

ଜନଆନ୍ଦୋଳନ ପରେ ଇରାନ ସରକାରଙ୍କ ବୁଦ୍ଧି ଉଦୟ : ଉଠିଲା ଧାର୍ମିକ ପୁଲିସ ବ୍ୟବସ୍ଥା

ତେହେରାନ : ଆନ୍ଦୋଳନର ପ୍ରାୟ ଅଢେଇ ମାସ ପରେ ଇରାନ ସରକାରଙ୍କ ବୁଦ୍ଧି ଉଦୟ ହୋଇଛି । ଇରାନରେ ଧାର୍ମିକ ବ୍ୟାପାର ପୁଲିସ (ମୋରାଲିଟି ପୁଲିସ) ବ୍ୟବସ୍ଥାକୁ ଉଠାଇ ଦେଇଛନ୍ତି ସେଠାକାର ସରକାର । ଏହି ଧାର୍ମିକ ପୁଲିସ ମାଡ଼ରେ ହିଁ ମାସା ଅମିନି ନାମକ ୨୨ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।

ବିଜେପି ପ୍ରାର୍ଥୀଙ୍କ ପାଇଁ ମିଡିଆ ବାଣ୍ଟୁଛି ଟଙ୍କା: ସସ୍ମିତ ପାତ୍ର

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ନାଁରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ପ୍ରଚାର ବନ୍ଦ ହୋଇଥିଲେ ବି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକମାନେ ଡେରା ପକାଇଛନ୍ତି । ବିଜେପି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ପଇସା ଦେଇ ବିଜେଡି ନାଁ ନେବାକୁ

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା କାର୍‌, ଜଣେ ମୃତ

ଆନନ୍ଦପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବିମା ନିଗମର ଶାଖା ପରିଚାଳକଙ୍କ ମୃତ୍ୟୁ। ଭାରସାମ୍ୟ ହରାଇ ତାଙ୍କ କାର୍ ଟି ଓଲଟି ପଡିଥିବା ସୂଚନା ମିଳିଛି। ଘଷିପୁରା ଥାନା ଜାତୀୟ ରାଜପଥ ୨୦ ର ଦରଖୋଳା ନିକଟରେ ଆନନ୍ଦପୁର ରେ ହେଉଥିବା ଏକ ବୈଠକରେ ଯୋଗ

ଆସୁ ଆସୁ ଭାରତକୁ ଯୁଦ୍ଧ ଧମକ ଦେଲେ ପାକିସ୍ତାନର ନୂଆ ସେନାଧ୍ୟକ୍ଷ

ଇସ୍ଲାମାବାଦ : ପାକିସ୍ତାନର ନୂଆ ସେନାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବାର ଅଳ୍ପ କିଛି ଦିନ ପରେ ହିଁ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି ଅସୀମ ମୁନୀର । ସେ କହିଛନ୍ତି ଯେ ଭାରତ ଯଦି ଆକ୍ରମଣ କରେ, ତେବେ ପାକିସ୍ତାନ କେବଳ ନିଜକୁ ରକ୍ଷା କରିବ ତାହା ନୁହେଁ, ବରଂ ଯୁଦ୍ଧକୁ ଭାରତ ଉପରକୁ