Sign in
Sign in
Recover your password.
A password will be e-mailed to you.
ଦନ୍ତା ଆକ୍ରମଣରେ ଯୁବକ ମୃତ
କରଞ୍ଜିଆ ୦୫।୧୨ : ଦନ୍ତା ଆକ୍ରମଣରେ ଯୁବକ ମୃତ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅସୁରଖାଲ ଗାଁ ହୁଡ଼ି ସାହିରେ ଏପରି ଅଘଟଣ ଘଟିଛି । ଯୁବକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ନୋଟ ଗାଁ ହୁଡ଼ି ସାହିର ଶାସ୍ତ୍ରୀ ବାନରା ବୋଲି ଜଣାପଡିଛି ।
ଖବର!-->!-->!-->…
ଦୁର୍ବୁର୍ତ୍ତ ଦ୍ୱାରା ସେଣ୍ଟ ଜୋହନ ଇଂଲିସ ମିଡିୟମ ସ୍କୁଲର ସ୍କାଇଲାଇଟ, ପାଣି ମୋଟର ପାଇପ ଓ ବାରଣ୍ଡା ଭଙ୍ଗାରୁଜା।
ଦାରିଙ୍ଗବାଡ଼ି, ୫/୧୨, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନ ଇଂଲିଶ ମିଡିୟମ ସ୍କୁଲର ପାଇଖାନା ସ୍କାଇ ଲାଇଟ, ପାଣି ମୋଟର ପାଇପ ଓ ବାରଣ୍ଡାକୁ ଲୁହା ଦ୍ୱାରା ଭାଙ୍ଗି ଥିବା, ଇଂଲିଶ ମିଡିୟମ ସ୍କୁଲର ପ୍ରିନ୍ସିପାଲ କପିଳାଶ ନାୟକ ଆଜି ଥାନାରେ ଲିଖିତ ଅଭିଯୋଗ!-->!-->!-->…
ଗାଁ ପାଖରେ ବୁଲୁଛି ମହାବଳ, ଭୟରେ ଗ୍ରାମବାସୀ
ନାରାୟଣପାଟଣା ୦୫।୧୨ : କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ମହାବଳ ବାଘ। କିଛି ଦିନ ତଳେ ବନ୍ଧୁଗାଁ ବ୍ଲକ ସୀମାନ୍ତ ଝାଙ୍କିରି କାରିଲିରେ ଏକ ବଳଦକୁ ମାରି ଖାଇବା ପରେ ପୁଣି ଆଲମଣ୍ଡା ପଞ୍ଚାୟତର କେବିଡି ଓ ଆଖପାଖ ଅଞ୍ଚଳରେ ମହାବଳ ବାଘ ଆତଙ୍କ ଖେଳାଇଛି। ୨ ରୁ ଅଧିକ ଛେଳିଙ୍କୁ ବାଘ!-->…
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ପଡ଼ିବ
ଭୁବନେଶ୍ବର : ରାଜ୍ୟରେ ରବିବାର ସଂଧ୍ୟାରୁ ଶୀତ ପଡ଼ିବା ଆରମ୍ଭ ହୋଇଛି। ଆସନ୍ତା ୨ରୁ ୩ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତରରେ ହ୍ରାସ ଦେଖାଯିବ। ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।!-->…
ବ୍ଳକ ସ୍ତରୀୟ ବିଜ୍ଞାନ ମେଳା
ହିଞ୍ଜିଳିକାଟୁ,୫ା୧୨: ହିଂଜିଳିକାଟୁ ବ୍ଲକ ସ୍ତରୀୟ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଜ୍ଞାନ ମେଳା ଗଣ୍ଡଳା ଗଣେଶ ବିଦ୍ୟାପୀଠ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ‘ଟେକ୍ନୋଲୋଜି ଏବଂ ଖେଳନା’ ବିଷୟବସ୍ତୁକୁ ନେଇ ବିଜ୍ଞାନ ମେଳାରେ ୧୧୫ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ବିଡ଼ିଓ ସୁବ୍ରତ!-->…
କାର ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ…
ଦାରିଙ୍ଗବାଡି,୫/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଠାରେ ଏକ ଲୁନା ବାଇକ ସହ କାରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୟସ୍କ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡା ଗ୍ରାମ, କଲୋନୀ ସାହିର କାମଦେବ ଦିଗାଲ ଏବଂ ତାଙ୍କ!-->!-->!-->…
ଖାଲି ଔଷଧ ଖାଇଲେ ଟିବି ଭଲ ହେବ ନାହିଁ, ତା ସହ ପୃଷ୍ଟି ସାର ମଧ୍ୟ ଖାଇବାକୁ ହେବ : “ସାଂସଦ ଅଚ୍ୟୁତ ସାମନ୍ତ…
ଟିବି ମୁକ୍ତ ପାଇଁ କନ୍ଧମାଳକୁ ପୋଷ୍ୟ ଭାବେ ଗ୍ରହଣ କଲା କିସ୍ ଫାଉଣ୍ଡେସନ୍...
ରାହାଗିରିରେ ଝୁମିଲା ରାଉରକେଲା : ଦର୍ଶକଙ୍କୁ ବାନ୍ଧି ରଖିଲା ଡଗ୍ ସୋ ବାଇକ୍ ଷ୍ଟଣ୍ଟ ଓ କୁନି ପିଲାଙ୍କ ସାଂସ୍କୃତିକ…
ରାଉରକେଲା/ ସୁନ୍ଦରଗଡ଼ : ଅନ୍ତର୍ଜାତୀୟ ପୁରୁଷ ହକି ବିଶ୍ବକପ୍ ୨୦୨୩କୁ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହ ସ୍ବାଗତ କରିବା ପାଇଁ କିଛି ନିଆରା ପଦକ୍ଷେପ ଗ୍ରହଣ କରିଛି ରାଉରକେଲା ମହାନଗର ନିଗମ (ଆରଏମସି) ଓ ରାଉରକେଲା ସ୍ମାର୍ଟ ସିିଟି ଲିମିଟେଡ (ଆରଏସ୍ସିଏଲ) । ଏହି କ୍ରମରେ ରାଉରକେଲା ସହରରେ!-->…
ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ଫୁଲବାଣୀ : ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ଏଜେଓ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ବ୍ଲକରେ ଅଧ୍ୟୟନ କରୁଥିବା ସମସ୍ତ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ!-->…
ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ
ଦାରିଙ୍ଗବାଡ଼ି (୪/୧୨) : ଦାରିଙ୍ଗବାଡ଼ି ବ୍ଳକ ସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,!-->…