Sign in
Sign in
Recover your password.
A password will be e-mailed to you.
ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
କେନ୍ଦୁଝର: ଆଜି ସକାଳୁ କେନ୍ଦୁଝରରୁ ତେଲକୋଇ ଯାଉଥିବା ଅମ୍ବା ନାମକ ଘରୋଇ ଯାତ୍ରି ବାହି ବସ୍ ୩୫ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ଭାରସାମ୍ୟ ହରାଇଓଲଟି ପଡ଼ିଥିଲା । ସୂଚନା ପାଇ କାଞ୍ଜିପାଣି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି!-->…
୧୨ତମ ଜାତୀୟ ଓଡ଼ିଶା ସ୍ୱାଭିମାନ ସମ୍ମିଳନୀ ଆୟୋଜନ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : ଓଡ଼ିଆ ଓ ଓଡ଼ିଶା ର ସ୍ୱାଭିମାନ କୁ ବଜାୟ ରଖିବାକୁ ସମସ୍ତ ଓଡ଼ିଆ ସଂଗଠନ ଗୁଡ଼ିକ ଗୋଟିଏ ମଞ୍ଚ ରେ ଏକତ୍ରିତ ହୋଇ ସ୍ବାର୍ଥ ବିହୀନ ସଂଗ୍ରାମ କଲେ ଆମ ସାହିତ୍ୟ, ସଂସ୍କୃତି, ପରମ୍ପରା, କ୍ରୀଡା,ପର୍ଯ୍ୟଟନ, ଲୋକ କଳା, କୁଟୀର ଶିଳ୍ପ, କୃଷିଜାତସାମଗ୍ରୀ କୁ ବିଶ୍ଵ ବ୍ୟାପୀ!-->!-->!-->…
୭ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଇଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ | ରିମାଣ୍ଡରେ ନେଇ ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର କରିବାକୁ ଇଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଅର୍ଚ୍ଚନା ନାଗକୁ ୧୫ ଦିନ ପାଇଁ ରିମାଣ୍ଡରେ!-->…
ଗିରଫ ହେଲେ ସାଇବର ଲୁଟେରା ଗ୍ୟାଙ୍ଗ, KBC ନାଁରେ ଲୁଟିଥିଲେ ୨ ଲକ୍ଷ ୪୩ ହଜାର
ଦେବଗଡ଼ ୦୫/୧୨: ଗିରଫ ହେଲେ ସାଇବର ଲୁଟେରା ଗ୍ୟାଙ୍ଗ। ସେମାନଙ୍କ ଠାରୁ ପୋଲିସ ଆଧାର କାର୍ଡ, ଚେକ୍ ବୁକ୍, ଏଟିଏମ୍ କାର୍ଡ, ମୋବାଇଲ୍ ଫୋନ୍, ପାନ୍କାର୍ଡ ଜବତ କରିଛି। ଏଭଳି ଏକ ଅନଲାଇନ୍ ଅପରାଧ ଦେବଗଡ଼ ଜିଲ୍ଲା ରାଇତାଲ ଅନ୍ତର୍ଗତ ରାଇତାଲ ଗାଁରେ ଦେଖିବାକୁ ମିଳିଛି। ସାଇବର!-->…
କୃଷ୍ଣପୁର ହାଇସ୍କୁଲ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା…
ଚିକିଟି -- ଚିକିଟି ବ୍ଲକ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କୃଷ୍ଣପୁର ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ ପଣ୍ଡାଙ୍କ ପୌରହିତ୍ୟରେ ଚିକିଟୀ ବ୍ଲକ ସ୍ତରୀୟ ବିଜ୍ଞାନ , ଗଣିତ ଏବଂ ପରିବେଶ ବିଜ୍ଞାନ ମେଳା ୨୦୨୨/୨୩ ସଫଳ ରୂପେ ଅନୁଷ୍ଠିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ!-->…
ଚିଙ୍ଗୁଡି ଘେରି ଜଗିବ ଡ୍ରୋନ୍
ଭୁବନେଶ୍ୱର ୦୫/୧୨: ଚିଲିକା ଓ ଭିତରକନିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି ସମ୍ପର୍କିତ ମାମଲା । ଡ୍ରୋନ କିଣିବା ପାଇଁ ରାଜସ୍ୱ ବିଭାଗ ସଚିବଙ୍କୁ ଲେଖାଯାଇଛି ଚିଠି ।
ଡ୍ରୋନ୍ ଦ୍ଵାରା ବେଆଇନ୍ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିହେବ ବୋଲି ହାଇକୋର୍ଟଙ୍କୁ ଆବେଦନକାରୀ ପ୍ରସ୍ତାବ ଦେଇଥିଲେ ।!-->!-->!-->…
ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ…
ବୁଗୁଡ଼ା : ତା ୦୫/୧୨/୨୨ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧୂକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଖେଳନା ଓ!-->…
ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
ଭୁବନେଶ୍ୱର ୦୫।୧୨ : ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ସାଲିଆସାହିରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି । ମୃତ ପ୍ରେମୀ ଯୁଗଳଙ୍କ ନାମ ହେଲା ଚିତ୍ରସେନ ଗୌଡ ଓ ପି.ବର୍ଷା ରେଡ୍ଡୀ ବୋଲି ଜଣାପଡିଛି । ଯୁବକଙ୍କ ଘର ବିଜୟଓ୍ୱାଡା ବୋଲି ଜଣାପଡିଛି ।
ଖବର ଅନୁଯାୟୀ,!-->!-->!-->…
ତହସିଲଦାରଙ୍କୁ ଠେଲାପେଲା ସହ ମାଡ, ମେଡିକାଲରେ ଭର୍ତ୍ତି
ବାଲିପାଟଣା ୦୫।୧୨ : ତହସିଲଦାରଙ୍କୁ ଆକ୍ରମଣ । ବାଲିପାଟଣା ତହସିଲଦାର ଆହତ । ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବେଆଇନ୍ ଭାବେ ବାଲି ଚାଲାଣ ବେଳେ ଟ୍ରକକୁ ଜବତ କରିବା ସମୟରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ସୋମବାର ସକାଳେ ବାଲିପାଟଣା ତହସିଲ ପକ୍ଷରୁ ବାଲି ଟ୍ରକ ଯାଞ୍ଚ!-->!-->!-->…
କୋର୍ଟରେ ହାଜର ହେବା ପରେ କାନ୍ଦିଲେ ଅର୍ଚ୍ଚନା ନାଗ
ଭୁବନେଶ୍ୱର ୦୫।୧୨ : ଅର୍ଚ୍ଚନା ନାଗ ଗିରଫ ମାମଲା । କୋର୍ଟରେ ହାଜର ହେବା ପରେ ଭିତରେ କାନ୍ଦିଲେ ଅର୍ଚ୍ଚନା । କହିଲେ , ମୋ କଥା ଦୁଇ ମାସ ହେଲା କେହି ଶୁଣୁନାହାନ୍ତି । ଯାହା କହିବା କଥା ଓକିଲଙ୍କ ମାଧ୍ୟମରେ କୁହାଯାଉ ।
କୋର୍ଟରୁ ବାହାରିବା ପରେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋ ଘର!-->!-->!-->…