Sign in
Sign in
Recover your password.
A password will be e-mailed to you.
ମୁସେୱାଲା ହତ୍ୟାକାଣ୍ଡ: ଗିରଫ ଚର୍ଚ୍ଚା ଭିତରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ର ଅଡିଓ ଭାଇରାଲ
ଚଣ୍ଡିଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ ହାତ ଥିବା କୁହାଯାଇଛି। ନିକଟ ଅତିତରେ ଏହି ଗ୍ୟାଙ୍ଗଷ୍ଟରକୁ ଗିରଫ କରାଯାଇଥିବା କଥା ସାମ୍ନାକୁ ଆସିଥିଲା। ଗୋଲ୍ଡି ବ୍ରାର୍ ଆମେରିକା ପୁଲିସର ହେପାଜତରେ ଥିବା ମଧ୍ୟ କୁହାଯାଇଥିଲା।!-->…
କନ୍ଧମାଳର ସାହିତ୍ୟିକ ମାନେ ପାଇଲେ ବିଶ୍ୱନୟନ ସମ୍ମାନ…
ଫୁଲବାଣୀ :- ଓଡ଼ିଶାର ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ ଶ୍ରୀ ବିଶ୍ୱନୟନ ଐଶ୍ଵରୀୟ ଟ୍ରଷ୍ଟ, ପୁରୀ ତରଫରୁ ଏବଂ ବିଶ୍ୱନୟନ ଓ ବିଶ୍ୱେଶ୍ୱରୀ ସାହିତ୍ୟ ପତ୍ରିକା ସୌଜନ୍ୟରେ ରାଜ୍ୟ ସ୍ତରୀୟ କବି ଲେଖକ ସମାବେଶ ଏବଂ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କନ୍ଧମାଳର!-->!-->!-->…
ଏକଜିଟ ପୋଲ: ଗୁଜରାଟରେ ବିଜେପିକୁ ୪୬% ଓ କଂଗ୍ରେସକୁ ୨୬% ଭୋଟ
ନୂଆଦିଲ୍ଲୀ : ଗୁଜରାଟରେ ସବୁ ସରକାର ବିରୋଧୀ ହାଓ୍ବାକୁ ଭୁଲ ପ୍ରମାଣିତ କରି ବିଜେପି ପୁଣି ପାଇଁ ସରକାର ଗଢିବାର ସଂକେତ ଦେଉଛି ଏକଜିଟ ପୋଲ୍ । ବିଜେପି ୧୯୯୫ରୁ ଗୁଜରାଟରେ ସରକାରରେ ଥିବାବେଳେ ଲୋକମାନେ ଏବେ ବି ଏହି ଦଳ ଉପରେ ସନ୍ତୁଷ୍ଟ ଥିବା ସଂକେତ ମିଳୁଛି । ଯଦି ଏକଜିଟ ପୋଲ!-->…
ଏକଜିଟ୍ ପୋଲ: ଦିଲ୍ଲୀ ମହାନଗର ନିଗମରେ ହାରିବ ବିଜେପି, ଜିତିବ ଆପ୍
ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମରେ ଜାରି ରହିଥିବା ବିଜେପି ଶାସନରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଦିଲ୍ଲୀରେ କ୍ଷମତାସୀନ ଆପ୍ ମହାନଗର ନିଗମକୁ ବି ନିଜ ଦଖଲକୁ ନେବ ବୋଲି ଆଜି ସାମ୍ନାକୁ ଆସିଥିବା ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି।
ରବିବାର ଦିଲ୍ଲୀର ୨୫୦ ମହାନଗର ନିଗମ!-->!-->!-->…
ଶିଡିରୁ ପଡ଼ି ରୁଷ ରାଷ୍ଟ୍ରପତି ପୁଟିନ୍ ଗୁରୁତର!
ୱାଶିଂଟନ୍: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ। ମସ୍କୋ ସ୍ଥିତ ନିଜ ସରକାରୀ ବସଭବନର ଶିଡିରୁ ସେ ବୁଧବାର ଖସି ପଡିଥିଲେ। ଏହାପରେ ତାଙ୍କ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି। ସେ ଶିଡିରୁ ଖସିପଡିବା ପରେ ଲଗାତର ତାଙ୍କର ଝାଡା ହେଉଥିବ ନ୍ୟୁୟର୍କ ପୋଷ୍ଟ ରିପୋର୍ଟରେ ଦାବି କରାଯାଇଛି।
!-->!-->…
ଭାରତ ଯୋଡୋ ଯାତ୍ରାରେ ମୋଦୀ-ମୋଦୀ ସ୍ଲୋଗାନ ଦେଲେ ଲୋକେ
ନୂଆଦିଲ୍ଲୀ: ସେପ୍ଟେମ୍ବରରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏହି ଯାତ୍ରା କରି କଂଗ୍ରେସ ହରାଇଥିବା ଲୋକପ୍ରିୟତା ପୁଣି ଥରେ ହାସଲ କରିବାକୁ ଚାହୁଁଛି। ଏହି ଯାତ୍ରା ମଧ୍ୟପ୍ରଦେଶରୁ ବାହାରି ଏବେ ରାଜସ୍ଥାନରେ ପ୍ରବେଶ କରିଛି। ତେବେ ମଧ୍ୟପ୍ରଦେଶରେ ଯାତ୍ରା ଚାଲିଥିବା ବେଳେ ଆଗର!-->…
ରୁଷ ତେଲଦର ଉପରେ କଟକଣା ଲଗାଇଲେ ବିକଶିତ ଦେଶ, କିଣିବା ଜାରି ରଖିବ ଭାରତ
ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶମାନଙ୍କ ଚାପ ସତ୍ତ୍ବେ ଭାରତ ରୁଷରୁ ତେଲ କିଣିବା ଜାରି ରଖିବା ବୋଲି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର କହିଛନ୍ତି । ଭାରତ ଗସ୍ତରେ ଆସିଥିବା ଜର୍ମାନୀର ବୈଦେଶିକ ମନ୍ତ୍ରୀ ଆନାଲେନା ବେରବୋକଙ୍କ ସହ ଆଲୋଚନା ବେଳେ ଜୟଶଙ୍କର ଏହା ସ୍ପଷ୍ଟ କରିଦେଇଛନ୍ତି ।
!-->!-->…
ସଂସଦରେ ଗର୍ଭବତୀ ସାଂସଦଙ୍କୁ ଚୁଟି ଟାଣି ପିଟିଲେ ବିରୋଧୀ
ନୂଆଦିଲ୍ଲୀ: କୌଣସି ଦେଶର ସଂସଦରେ ନେତାଙ୍କୁ ପରସ୍ପର ସହିତ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ସଂସଦରେ ମାଡ଼ପିଟା ହେବା ଘଟଣା କ୍ବଚିତ ଘଟିଥାଏ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆଫ୍ରିକୀୟ ଦେଶ ସେନେଗଲରୁ ସାମ୍ନାକୁ ଆସିଛି।
ଏଠାରେ ଥିବା ସଂସଦରେ ଜଣେ ପୁରୁଷ!-->!-->!-->…
ତାଜମହଲର ବାସ୍ତବ ଇତିହାସ ମୂଲ୍ୟାୟନ ପାଇଁ ଦାଏର ଜନସ୍ବାର୍ଥ ମାମଲାକୁ ବିଚାରକୁ ନେଲେ ନାହିଁ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ସ୍ମାରକୀ ବିଷୟରେ ଐତିହାସିକ ତଥ୍ୟାବଳି ଧାର୍ଯ୍ୟ କରିବା ପାଇଁ ଅଦାଲତ ଉଦ୍ଦିଷ୍ଟ ନୁହେଁ ବୋଲି କହି ଆଜି ସୁପ୍ରିମ୍ କୋର୍ଟ ପ୍ରସିଦ୍ଧ ତାଜମହଲର ବାସ୍ତବ ବୟସ ଓ ବାସ୍ତବ ଇତିହାସ ଆକଳନ ପାଇଁ ଆଗତ ଜନସ୍ବାର୍ଥ ମାମଲାକୁ ବିଚାରକୁ ନେବା ପାଇଁ ଅଗ୍ରାହ୍ୟ କରି ଦେଇଛନ୍ତି।
!-->!-->!-->…
ବାପା ସୁସ୍ଥ ଅଛନ୍ତି; ଟ୍ବିଟ୍ କରି ସୂଚନା ଦେଲେ ଲାଲୁଙ୍କ ବଡ଼ ଝିଅ
ପାଟ୍ନା: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଆଜି ସିଙ୍ଗାପୁରରେ କିଡ୍ନି ପ୍ରତ୍ୟାରୋପଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବାପାଙ୍କୁ କିଡ୍ନି ଦାନ କରିବା ପୂର୍ବରୁ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କର ଅସ୍ତ୍ରୋପଚାର ହୋଇସାରିଛି।
ରୋହିଣୀଙ୍କ!-->!-->!-->…