Sign in
Sign in
Recover your password.
A password will be e-mailed to you.
ସାବରମତୀରେ ଭୋଟ୍ ଦେଇ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ସାବରମତୀ: ଆଜି ସାବରମତୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶାନ୍ ପବ୍ଲିକ୍ ସ୍କୁଲ୍ରେ ହୋଇଥିବା ବୁଥ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦେଇଛନ୍ତି।
ସକାଳ ୯ଟା ବାଜିବାର କିଛି ସମୟ ଆଗରୁ ଗାନ୍ଧୀନଗର ରାଜଭବନରୁ ତାଙ୍କ ଗାଡ଼ି ବୁଥ୍ ଅଭିମୁଖେ ବାହାରିଥିଲା। ବୁଥ୍!-->!-->!-->…
ବଙ୍ଗୋପସାଗର ମଧ୍ୟରେ ୫.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ
ନୂଆଦିଲ୍ଲୀ: ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ବଙ୍ଗୋପସାଗର ମଧ୍ୟରେ ୫.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି।
ଭୂମିକମ୍ପର ଦୂରତ୍ବ ଓ ଦିଗ ବିଷୟରେ ସୂଚନା ଦେଇ ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍!-->!-->!-->…
ଜନଜାତି କନ୍ଧଗଉଡ଼ ସମାଜ ସେବାସମିତି ର ଜିଲାପାଳଙ୍କୁ ଆବେଦନ ପତ୍ର…
ଫୁଲବାଣୀ :-ସଭାପତି ପ୍ରେମାନନ୍ଦ ମାଝୀଙ୍କ ନେତୃତ୍ୱରେ ଜନଜାତି କନ୍ଧଗଉଡ଼ ସମାଜ ସେବା ସମିତି ଫିରିଙ୍ଗିଆ, ଜିଲ୍ଲା-କନ୍ଧମାଳ, ଜାତି ସଂଗଠନ ତରଫରୁ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ଲିଖିତ ଅଛି ଯେ ଆଦିବାସୀ କନ୍ଧଗଉଡ଼ ସଂପ୍ରଦାୟ ମାନଙ୍କର!-->!-->!-->…
ପାଚିକା ମାନଙ୍କ ୮ ଦଫା ଦାବି ନେଇ ବିଶାଳ ରେଲି ସହିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯାଳୟ ସମ୍ମୁଖରେ ଅନଶନ…
ଉମରକୋଟ : ଉମରକୋଟରେ ପ୍ରାୟ ଦୁଇ ସପ୍ତାହ ରୁ ଉର୍ଦ୍ଧ ହେବ ଆଙ୍ଗନ ବାଡ଼ି କାର୍ଯ୍ୟରତ କର୍ମୀ ମାନେ ବିଶାଳ ରାଲି କରି ବନ୍ଦେ ମାତରମ ସ୍ଲୋଗାନ ଓ ସରକାର ତମେ ଆମର ଦାବି ମାନି ନିଅ କହି ବିଡ଼ିଓ ଅଫିସ ଆଗରେ ଧାରଣା ଦେଇ ଛନ୍ତି lବହୁ ଦିନ ଧରି ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ ଓଡ଼ିଶା!-->…
ପଦ୍ମପୁର ଉପନିର୍ବାଚନ: ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ
ପଦ୍ମପୁର/ଭୁବନେଶ୍ଵର: ଶାନ୍ତି ଶୃଙ୍ଖଳାର ସହ ପଦ୍ମପୁରରେ ସରିଲା ଭୋଟ୍ । ଇଭିଏମରେ ସିଲ୍ ହୋଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ଉପ ନିର୍ବାଚନରେ ଉତ୍ସାହର ସହ ଭୋଟ୍ ଦେଇଛନ୍ତି ପଦ୍ମପୁରବାସୀ । ଏଥର ରେକର୍ଡ ସଂଖ୍ୟାରେ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୬ଟା!-->…
ଟ୍ରେନ୍ରୁ ଖସି ପଡ଼ି ଯୁବକ ହରାଇଲେ ଦୁଇଟି ଯାକ ଗୋଡ଼
ଭୁବନେଶ୍ୱର: କୌଣସି କାମରେ ଯୁବକ ଜଣକ ଝାଡ଼ଖଣ୍ଡରୁ ଭୁବନେଶ୍ୱରକୁ ଆସୁଥିଲେ । ହେଲେ ଖରାପ ସମୟ ବୋଧହୁଏ ଥିଲା ତାଙ୍କର । ଟ୍ରେନ୍ ତଳେ ପଡ଼ି ଦୁଇ ଗୋଡ଼ ହରାଇଛନ୍ତି ଏହି ୨୫ ବର୍ଷ ବୟସ୍କ ଯୁବକ ଜଣକ । ତାଙ୍କ ନାଁ ହେଉଛି ମନୋଜ ମଲ୍ ।
ରେଳବାଇ ପୋଲିସ୍ର ସୂଚନା ଅନୁସାରେ ଆଜି ସକାଳ!-->!-->!-->…
ହିଞ୍ଜିଳିକାଟୁ ରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ…
ହିଞ୍ଜିଳିକାଟୁ ୫।୧୨ ହିଞ୍ଜିଳିକାଟୁ ସହରବାସୀଙ୍କ କ୍ଷେତ୍ରରେ ଫାଷ୍ଟଫୁଡ ଆଦର ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସହରର ଏନ ହେଚ ୫୯ ବଈଂଚବଣିଆ ଛକଠାରୁ ଆରମ୍ଭ କରି ରଜାସାହି ଛକ,ବିଜୁପଟ୍ଟନାୟକଛକ,ମୁନିସୀପାଲଟି କାର୍ଯ୍ୟାଳୟ ସମ୍ମୁଖରେ ବସଷ୍ଟାଣ୍ଡ, କଲେଜରୋଡ ଓ ଆର ଏମସି ଛକ ରେ!-->!-->!-->…
ପିଏନବି ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାର ଖୋଲିଲା ରହସ୍ୟ
ବରଗଡ଼: ନ୍ୟୁଡକଲ୍, ବ୍ଲାକମେଲ ଓ ସୁଇସାଇଡ୍ । ବରପାଲି ପିଏନବି ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାର ଖୋଲିଲା ରହସ୍ୟ । ଦିବ୍ୟରଞ୍ଜନ ଏପରି ଚରମ ପଦକ୍ଷେପ ନେବା ପଛରେ ଥିଲା ବ୍ଲାକମେଲର କଳା କାହାଣୀ । ରାଜସ୍ଥାନରୁ ଗିରଫ ୨ ଅଭିଯୁକ୍ତଙ୍କ ଠାରୁ ମିିଳିଥିବା ତଥ୍ୟରୁ!-->…
ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା: ଆସନ୍ତାକାଲି ସନ୍ଧ୍ୟାରେ ହେବ ଡିପ୍ରେସନ୍
ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହେବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ସନ୍ଧ୍ୟାରେ ଡିପ୍ରେସନ୍ ସୃଷ୍ଟି ହେବ । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଅବପାତ!-->…
କନ୍ଧମାଳ ଜିଲ୍ଲାରେ ଶିକ୍ଷା ପୁନରୁଦ୍ଧାର କାର୍ଯ୍ୟକ୍ରମ ନେଇ ବିଭାଗୀୟ ତତ୍ପରତା…
ଫୁଲବାଣୀ :- କନ୍ଧମାଳ ଜିଲ୍ଳା ଫୁଲବାଣୀ ସାମ୍ବାଦିକ ଭବନ ଠାରେ ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା l ସଂଗଠନ ପକ୍ଷରୁ କିଛି ଦାବୀ କରାଯାଇ ଥିଲା l କନ୍ଧମାଳ ଜିଲ୍ଲାରେ କୋଭିଡ ମହାମାରୀ ସମୟରେ ପିଲାମାନଙ୍କର ପାଠ ପଢା ବ୍ୟାହତ ହୋଇଥିଲା!-->!-->!-->…