Sign in
Sign in
Recover your password.
A password will be e-mailed to you.
ମହିଳା ମୋର୍ଚ୍ଚା ଅଭିଯାନର ନେତୃତ୍ୱ ନେବେ ପ୍ରିୟଙ୍କା
ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧି ନେତୃତ୍ୱ ନେଉଥିବା ବେଳେ ଦଳ ଆରମ୍ଭ କରିବ ମହିଳା ମୋର୍ଚ୍ଚା ଅଭିଯାନ। ଏହି ଅଭିଯାନରେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍ଗା ଗାନ୍ଧି ଭଦ୍ରା ନେତୃତ୍ୱ ନେବେ। ରବିବାର କଂଗ୍ରେସ ଏମପି କେସି!-->…
ଛତ୍ରପୁର ଗୋଲାପଲ୍ଲୀରେ ବୋମାମାଡ଼…
ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଗୋଲାପଲ୍ଲୀ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଶନିବାର ବିଳମ୍ବିତ ରାତିରେ ଗ୍ରାମର ବି.ଉଦୟନାଥ ପାତ୍ରଙ୍କ ଘର ଉପରେ ଏହି ବୋମାମାଡ଼ ହୋଇଛି। ଘଟଣାସ୍ଥଳରେ ଛତ୍ରପୁର ପୋଲିସର ତଦନ୍ତ ଜାରି ରହିଛି। ଅପରପକ୍ଷରେ କିଛି!-->!-->!-->…
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ…
ବିଭାଗୀୟ ଅଧିକାରୀ ଓ ଠିକାଦାର ମିଳିମିଶି ଖାଇଗଲେ ୫ବର୍ଷିୟା ମରାମତି ଟଙ୍କା..!
ଦ୍ବିତୀୟ ରାଜେଶ ଏବଂ ଲିଟୁ ସ୍ମାରକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ୱୟଂଶାସିତ ମହା ବିଦ୍ୟାଳୟ ପଡିଆ ଠାରେ ଦ୍ବିତୀୟ ରାଜେଶ ଏଣ୍ଡ ଲିଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨ ଆର. ୟୁନାଇଟେଡ ଫୁଲବାଣୀ ତରଫରୁ ଅlନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟ!-->!-->!-->…
ଫଲଗୁ ସାହିତ୍ୟ ସଂସଦ ତରଫରୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି…
ବ୍ରହ୍ମପୁର :ଫଲଗୁ ସାହିତ୍ୟ ସଂସଦର ବରିଷ୍ଠ ଉପଦେଷ୍ଟା ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ସ୍ମୃତି ଚାରଣ ସଭା ରେ ବହୁ ବରିଷ୍ଠ ଶିକ୍ଷାବିତ୍ କବି ଲେଖକ ଗବେଷକ ଏବଂ ଅଧ୍ୟାପକ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ଜୀବନ ବ୍ଯାପି ସାଧନା ଏବଂ ତାଙ୍କର!-->…
ଫଲଗୁ ସାହିତ୍ୟ ସଂସଦ ତରଫରୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି…
ବ୍ରହ୍ମପୁର :ଫଲଗୁ ସାହିତ୍ୟ ସଂସଦର ବରିଷ୍ଠ ଉପଦେଷ୍ଟା ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ସ୍ମୃତି ଚାରଣ ସଭା ରେ ବହୁ ବରିଷ୍ଠ ଶିକ୍ଷାବିତ୍ କବି ଲେଖକ ଗବେଷକ ଏବଂ ଅଧ୍ୟାପକ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ଜୀବନ ବ୍ଯାପି ସାଧନା ଏବଂ ତାଙ୍କର!-->…
ପଦ୍ମପୁର ଉପନିର୍ବାଚନ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା, ବୁଥ୍ ମୁହାଁ ପୋଲିଂ ଟିମ୍
ପଦ୍ମପୁର : ଦିନକ ପରେ ପଦ୍ମପୁର ଉପନିର୍ବାଚନ । ୫ରେ ଭୋଟିଂ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ଟିମ୍ । ମୋଟ ୩୧୯ ବୁଥ୍ ମଧ୍ୟରେ ୭୯ଟି ସମ୍ବେଦନଶୀଳ ଥିବା ଜଣାଯାଇଛି । ୧୫ଟି ବୁଥ୍କୁ ଆଦର୍ଶ ବୁଥ ଭାବେ ଘୋଷଣା କରାଯାଇଛି ।
ମତଦାନ ପାଇଁ ୪୫ଟି!-->!-->!-->…
୧୭ ବର୍ଷରୁ ଉର୍ଦ୍ଧ୍ବ ଯୁବକମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜିକରଣ ନିମନ୍ତେ ଗୁରୁତ୍ବାରୋପ
ବ୍ରହ୍ମପୁର : ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରେ ଚାଲିଛି । ଚଳିତ ନଭେମ୍ବର ୯ ତାରିଖରେ ଭୋଟର ତାଲିକା ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ କରାଯାଇଥିଲା । ଏହି ତାଲିକାରେ ଥିବା ଭୋଟର ମାନଙ୍କର ତଥ୍ୟ କିଭଳି ନିର୍ଭୁଲ ଭାବରେ ଲିପିବଦ୍ଧ ହେବ ସେଥି!-->…
ଜିଲ୍ଲାସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଦୀର୍ଘ ୧୫ ବର୍ଷ ଧରି ପାଳିତ ହୋଇ ଆସୁଥିବା ‘ବିଶ୍ୱ ଦିବ୍ୟାଙ୍ଗ ଦିବସ’ ଚଳିତ ବର୍ଷ ଛତ୍ରପୁର ଷ୍ଟାଡିୟମ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ଏହି!-->…
ନବଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଏବଂ ଅଧ୍ୟାପକଙ୍କୁ ବିଦାୟ ସମ୍ବର୍ଦ୍ଧନା
ବୁଗୁଡା : ସ୍ଥାନୀୟ ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ବିଭାଗୀୟ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଏବଂ ସ୍ଥାନାନ୍ତରିତ ଅଧ୍ଯାପକଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ ରଜନୀ କାନ୍ତ ଦାଶଙ୍କ!-->…