Sign in
Sign in
Recover your password.
A password will be e-mailed to you.
ତାମିଲନାଡ଼ୁରୁ ଗୁଜୁରାଟକୁ ୧ ହଜାର କୁମ୍ଭୀର ନେଉଛନ୍ତି ଅମ୍ବାନୀ
ମୁମ୍ବାଇ: ନିଜ ଘରଠାରୁ ପାଖାପାଖି ୨ ହଜାର କିଲୋମିଟର ଦୂରକୁ ଯାଉଛନ୍ତି ୧ ହଜାର କୁମ୍ଭୀର | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ ଦେଶର ଏକ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ୧୯୩୧ କିଲୋମିଟର ଦୂରରେ ଥିବା ଏକ ଚିଡିଆଖାନାକୁ ୧୦୦୦ କୁମ୍ଭୀର ପଠାଇବା!-->…
ହିନ୍ଦୁମାନେ ୨୨ବର୍ଷ ଭିତରେ ବିବାହ କଲେ ମୁସଲିମଙ୍କ ଭଳି ଅଧିକ ପିଲା ଜନ୍ମ କରିପାରିବେ: ବଦରୁଦ୍ଦିନ ଅଜମଲ
ନୂଆଦିଲ୍ଲୀ: ଅଧିକ ପିଲା ଜନ୍ମ କରିବାର ଟିପ୍ସ ହିନ୍ଦୁମାନେ ମୁସଲମାନଙ୍କଠାରୁ ନେବା ଉଚିତ୍। ଏଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ଏଆଇଡିୟୁଏଫ) ମୁଖ୍ୟ ବଦରୁଦ୍ଦିନ ଅଜମଲ। ସେ କହିଛନ୍ତି ଯେ ମୁସଲମାନଙ୍କ ପରି ହିନ୍ଦୁମାନେ କମ ବୟସରେ!-->…
‘ଦି କଶ୍ମୀର ଫାଇଲ୍ସ’ ବିବାଦ : ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତଙ୍କୁ ଅନଲାଇନ୍ରେ ମିଳିଲା ଘୃଣା ବାର୍ତ୍ତା
ନୂଆଦିଲ୍ଲୀ: ‘କଶ୍ମୀର ଫାଇଲ’ ଚଳଚ୍ଚିତ୍ରକୁ ଏକ ପ୍ରଚାରଧର୍ମୀ, ଅଶ୍ଳୀଳ ଚଳଚ୍ଚିତ୍ର ବୋଲି କହିଥିବା ଇସ୍ରାଏଲି ଚଳଚ୍ଚିତ୍ର ନିର୍ମାତା ତଥା ଆଇଏଫଏଫଆଇ ଚଳଚ୍ଚିତ୍ର ମହୋତ୍ସବ ଜୁରୀ ମୁଖ୍ୟ ନାଦାଭ ଲାପିଡଙ୍କୁ ସର୍ବସାଧାରଣରେ ସମାଲୋଚନା କରିବାର ଗୋଟିଏ ଦିନ ପରେ ଭାରତରେ ଅବସ୍ଥାପିତ ଇସ୍ରାଏଲର!-->…
ପଶ୍ଚିମବଙ୍ଗରେ ବିଜେପି-ଟିଏମସି କର୍ମୀ ମୁହାଁମୁହିଁ: ଜଳିଲା ଟିଏମସି କାର୍ଯ୍ୟାଳୟ, ପାଉଁଶ ହେଲା ବାଇକ୍
କୋଲକାତା: ପଶ୍ଚିମବଙ୍ଗରେ ବିଜେପି-ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀ ମୁହାଁମୁହିଁ। ଜଳିଲା ଟିଏମସି କାର୍ଯ୍ୟାଳୟ। ପାଉଁଶ ହେଲା ବାଇକ୍। ପଶ୍ଚିମବଙ୍ଗର ଦକ୍ଷିଣ ୨୪ପରଗନା ଜିଲ୍ଲାର ହୋଟୁଗଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଜିଲ୍ଲାର ଡାଇମଣ୍ଡ ହାର୍ବରରେ!-->…
ଦିଲ୍ଲୀ ଅବକାରୀ ନୀତି: ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତାଙ୍କୁ ସିବିଆଇ ସମନ୍
ହାଇଦ୍ରାବାଦ: ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର)ଙ୍କ ଝିଅ କେ କବିତାଙ୍କୁ ସିବିଆଇ ସମନ କରିଛି। କବିତା ହେଉଛନ୍ତି ଜଣେ ପୂର୍ବତନ ସାଂସଦ ଓ ବର୍ତ୍ତମାନ ସେ ତେଲେଙ୍ଗାନା ବିଧାନସଭାର ସଦସ୍ୟ। ତାଙ୍କୁ ସିବିଆଇ ନୋଟିସ କରି!-->…
ଜୟ ଶ୍ରୀରାମ ଅର୍ଥ ଜୟ ସିୟା ରାମ ନୁହଁ: ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କୁ ନେଇ ପୁଣି ଥରେ ରାଜନୀତି ସରଗରମ ହୋଇଛି। ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ମଧ୍ୟରେ ଏକ ସମାନତା ଆଣି କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ସେମାନେ ଜୟ ସିୟାରାମ କହିବା!-->…
ଆଇଆଇଟି ଛାତ୍ରଛାତ୍ରୀଙ୍କୁ ୩.୬ କୋଟି ଟଙ୍କାର ଦରମା ଅଫର
ନୂଆଦିଲ୍ଲୀ: ମୋଟା ଅଙ୍କର ଦରମା ସାଙ୍ଗକୁ ମେଗା କମ୍ପାନୀ। ଅଫର ଦେଇଛି ବିଦେଶୀ କମ୍ପାନୀ। ଆଇଆଇଟି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। କ୍ୟାମ୍ପସ ପ୍ଲେସ୍ମେଣ୍ଟରେ ବିଦେଶରୁ ଅଫର ଆସିଥିବା ବେଳେ ବେତନ ମଧ୍ୟ ବେଶ ଉଚ୍ଚ ଶ୍ରେଣୀର। ୨୦୨୨-୨୩ ପ୍ଲେସ୍ମେଣ୍ଟ ସିଜିନ୍ରେ ବୃତିଗତ ଜୀବନ ଆରମ୍ଭ!-->…
ପରିବେଶ ସୁରକ୍ଷା: ଭାରତୀୟ ଷ୍ଟାର୍ଟଅପ କମ୍ପାନୀକୁ ମିଳିଲା ୧ ନିୟୁତ ପାଉଣ୍ଡ
ନୂଆଦିଲ୍ଲୀ: ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଭାରତର ଏକ ଷ୍ଟାର୍ଟ ଅପ କମ୍ପାନୀକୁ ମିଳିଛି ସମ୍ମାନଜନକ ପୁରସ୍କାର। ଏହି ପୁରସ୍କାର ଲାଗି ଚୟନ ହୋଇଥିବା ୫ଟି ଷ୍ଟାର୍ଟଅପ କମ୍ପାନୀ ମଧ୍ୟରୁ ଭାରତର ଗୋଟିଏ ରହିଥିଲା। ଏହି ସଂସ୍ଥା ହେଉଛି କ୍ଷେତି। ଉକ୍ତ ସଂସ୍ଥାକୁ!-->…
ଦୁଷ୍କର୍ମ ଅଭିଯୁକ୍ତ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଗିରଫ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଜଣେ ଆଇନ୍ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ୱାମୀ ଚିନ୍ମୟାନନ୍ଦ ଛନ୍ଦି ହୋଇ ଥିବା ବେଳେ ତାଙ୍କୁ ଗିରଫ କରିବା ଲାଗି ଶାହାଜାନପୁରସ୍ଥିତ ସ୍ୱତନ୍ତ୍ର ଏମ୍ପି/ଏମ୍ଏଲଏ କୋର୍ଟ ନିର୍ଦେଶ ଦେଇଛନ୍ତି। ୨୦୧୧ରେ ଚିନ୍ମୟାନନ୍ଦଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଯୌନ!-->…
ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ଦେହାବସାନରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଗଞ୍ଜାମ ଜିଲ୍ଲା ପୁସ୍ତକମେଳାର ଶୋକ
ବ୍ରହ୍ମପୁର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ତରଫରୁ ଗୋସାଣୀ ନୂଆଗାଁ ସ୍ଥିତ ପୁସ୍ତକ ମେଳା କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟବିଭାଗ ପ୍ରାକ୍ତନ ପ୍ରଫେସର୍ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ!-->…