ସ୍ୱାଧୀ ପ୍ରଜ୍ଞାଙ୍କ କଥାରେ ଦୁଇଟି ଅଞ୍ଚଳର ନାଁ ବଦଳିଲା

ଭୋପାଲ: ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞାଙ୍କ କଥାରେ ବଦଳିଛି ମଧ୍ୟପ୍ରଦେଶର ଭୋପାଲରେ ଦୁଇଟି ଅଞ୍ଚଳର ନାଁ। ଭୋପାଲ ପୌର ପାଳିକା ସାଂସଦଙ୍କ ଦାବି ଅନୁସାରେ ନାଁ ପରିବର୍ତ୍ତନ ପ୍ରସ୍ତାବ ଉପରେ ମୋହର ମାରିଛି। ଭୋପାଲରେ ଏହି ଦୁଇଟି ଅଞ୍ଚଳର ନାଁ କୁପରମ୍ପରାକୁ ଦର୍ଶାଉଥିବାରୁ ଏହାକୁ ବଦଳାଇବା

କୋଏମ୍ବାଟୁର ବିସ୍ଫୋରଣ ପଛରେ ସାଂଘାତିକ ଷଡ଼ଯନ୍ତ୍ରର ସୁରାକ ପାଇଲା ଏନଆଇଏ

କୋଏମ୍ବାଟୁର : କୋଏମ୍ବାଟୁର କାର ବୋମା ବିସ୍ଫୋରଣ ମାମଲାରେ ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କେତେକ ଚାଞ୍ଚଲ୍ୟକର ତଥ୍ୟ ଜାଣିବାକୁ ପାଇଛି । ସ୍ଥାନୀୟ ମୁସଲିମ ସମୁଦାୟ ମଧ୍ୟରେ ମୌଳବାଦୀ ଚିନ୍ତାଧାରାର ପ୍ରସାର ଦିଗରେ ମୃତ ଜମିସା ମୁବିନ ଓ ତାହାର ସାଥୀମାନେ କାମ

ରାଜଭବନ ପରିସରରୁ ଚନ୍ଦନଗଛ ଚୋରି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ

ଭୁବନେଶ୍ବର : ଭୁବନେଶ୍ୱର ରାଜଭବନ ପରିସରରୁ ଚନ୍ଦନଗଛ ଚୋରି ଘଟଣାରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ। ରାଜଭବନରେ ଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ। କିଏ, କେମିତି ଚୋରି କଲା ସେଦିଗକୁ ଖୋଡ଼ତାଳ କରାଯାଉଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଗୁଜରାଟରେ ରବିବାର ପ୍ରଥମ ରାଲି କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଡିସେମ୍ବର ୧ ଓ ୫ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ଏବଂ ଡିସେମ୍ବର ୮ ତାରିଖ ଦିନ ଭୋଟ୍‌ ଗଣନା କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର କହିଛନ୍ତି। ବିଧାନସଭା ନିର୍ବାଚନ ପାଇଁ ତାରିଖ

ଡିସେମ୍ବର ୧ ଓ ୫ରେ ଗୁଜରାଟ ବିଧାନସଭା ନିର୍ବାଚନ; ୮ରେ ଭୋଟ୍‌ ଗଣନା: ନିର୍ବାଚନ କମିସନ୍‌

ନୂଆଦିଲ୍ଲୀ: ଡିସେମ୍ବର ୧ ଓ ୫ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ଏବଂ ଡିସେମ୍ବର ୮ ତାରିଖ ଦିନ ଭୋଟ୍‌ ଗଣନା କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର କହିଛନ୍ତି। ନିର୍ବାଚନ ତାରିଖ ଘୋଷଣା କରିବା

୩ ଦିନିଆ ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍‌ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ

ଭୁବନେଶ୍ବର: ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍‌ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ । ତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ । ରିମାଣ୍ଡ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କ୍ରିପଟୋ କରେନ୍ସୀରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ କରୁଛି

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ୪ ଜୀବନ

କେନ୍ଦୁଝର, ୦୩/୧୧: କେନ୍ଦୁଝର ବଡ଼ପୋଷି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ପିପିଳିଆ ଗ୍ରାମର ଜଣାପଡ଼ିଥିବା ବେଳେ ସେମାନେ କାର୍‌ରେ କେନ୍ଦୁଝର ସହରକୁ ମୀନାବଜାର ଦେଖିବାକୁ ଆସୁଥିଲେ

ଇମ୍ରାନ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ତେଣୁ ତାଙ୍କୁ ମାରିବାକୁ ଚାହୁଁଥିଲି

ଇସ୍ଲାମାବାଦ : ଗୁଳିମାଡ଼ରେ ଆହତ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ସୌକତ ଖାନୁମ ହସପିଟାଲରେ ଚିକିତ୍ସା କରାଯାଉଛି । ତାଙ୍କର ଏବେ ଏକ ଅପରେସନ ଚାଲିଛି ଓ ଖୁବଶୀଘ୍ର ମେଡିକାଲ ପକ୍ଷରୁ ଏକ ବୁଲେଟିନ ଜାରି କରାଯିବ ବୋଲି ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଏ

ବେଆଇନ୍‌ ଗୁଟ୍‌ଖା ଫ୍ୟାକ୍ଟ୍ରି ଉପରେ ପୋଲିସ୍‌ର ଚଢ଼ାଉ, ୨ ଗିରଫ

ବ୍ରହ୍ମପୁର, ୦୩/୧୧: ପୁଣି ବେଆଇନ୍‌ ଗୁଟ୍‌ଖା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କଲା ପୋଲିସ୍‌ । ବ୍ରହ୍ମପୁର ଗୋଳନ୍ଥରା ପୁଲିସ ସୁରଳରେ ଚାଲିଥିବା ବେଆଇନ ଗୁଟଖା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିବା ସହ ବିପୁଳ ପରିମାଣର ଗୁଟଖା ଜବତ କରିଛି । ଏଥିରେ ଜଡ଼ିତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିବା

ବାଲିଯାତ୍ରା ପ୍ଲଟ ଆବଣ୍ଟନ ବିବାଦ ମାମଲା, ହଜାରେ ଟଙ୍କାରେ ପ୍ଲଟ୍‌ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, ୦୩/୧୧: ବାଲିଯାତ୍ରା ପ୍ଲଟ ଆବଣ୍ଟନ ବିବାଦ ମାମଲାରେ ଉତ୍କଳ ସମ୍ମିଳନୀର ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ୧ ହଜାର ଟଙ୍କା ବିନିମୟରେ ପ୍ଲଟ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ଜିଲ୍ଲାପାଳ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ କୋର୍ଟଙ୍କ