ବାଲି ମାଫିଆଙ୍କ ଦୌରାତ୍ମ୍ୟ, ସହକାରୀ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ

ଭୁବନ ୦୩।୧୧ : କାମାକ୍ଷାନଗର ସହକାରୀ ଜିଲ୍ଲାପାଳଙ୍କ ଗାଡି ଉପରକୁ ବାଲି ମାଫିଆଙ୍କ ଆକ୍ରମଣ। ଗାଡିର ଗୋଟିଏ ଡୋର୍ କାଚ ଭାଙ୍ଗିବା ସହ ୨ଟି ମୋବାଇଲ ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ। ଭୁବନ କଣପାଳ ବାଲିଘାଟରୁ ବାଲି ବୋଝେଇ ଟ୍ରାକ୍ଟରକୁ ସହକାରୀ ଉପ ଜିଲ୍ଲାପାଳ ଅଟକ ରଖିଥିବା ବେଳେ ୪ ଜଣ

ଧାମନଗର ଉପନିର୍ବାଚନ : ଭୋଟିଂ ଏଜେଣ୍ଟଙ୍କୁ ମାଡ଼, ଥାନାରେ ଏତଲା

ଭଦ୍ରକ ୦୩।୧୧: ଭୋଟିଂକୁ ନେଇ ଏଜେଣ୍ଟଙ୍କୁ ମାଡ଼ । ଭାଇ ଓ ଭାଉଜଙ୍କୁ ମଧ୍ୟ ସଂଘବଦ୍ଧ ଭାବେ ଆକ୍ରମଣ ନେଇ ଧାମନଗର ଥାନାରେ ଏତଲା । ରାମେଶ୍ୱରପୁର ୧୭୦ ନମ୍ବର ବୁଥ୍‌ରେ ଏପରି ଘଟଣା ଘଟିଛି । ଏଜେଣ୍ଟ ଜଗବନ୍ଧୁ ନାୟକ ଧାମନଗର ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି । ସୂଚନାଯୋଗ୍ୟ ଯେ,

ନଭେମ୍ବର ୨୪ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର ୦୩।୧୧ : ଚଳିତ ମାସ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ନଭେମ୍ବର ୨୪ରୁ ଆରମ୍ଭ ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟ ଦିବସ ରହିବ ବୋଲି ଜଣାପଡିଛି । ତେବେ ଏହି ଅଧିବେଶନର ପ୍ରଥମ ଦିନ ଅତିରିକ୍ତ ବଜେଟ ଆଗତ

ଶ୍ରୀମନ୍ଦିର ଭିତର କାଠରେ ପଡିଲା ରକ୍ତର ଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ

ପୁରୀ ୦୩।୧୧ : ଶ୍ରୀମନ୍ଦିରରେ ବଡ ଠାକୁରଙ୍କ ବଡ ମହାସ୍ନାନ। ମଙ୍ଗଳାଆରତୀ ପରେ ମଇଲମ, ତଡପଲାଗି ନୀତି ଅନୁଷ୍ଠିତ ହେବା ପରେ ଭିତର କାଠନିକଟରେ ରକ୍ତ ପଡିଥିବା ଯୋଗୁଁ ଶ୍ରୀଜୀଉଙ୍କୁ ମହାସାନ୍ନକରାଯାଇଛି। ବଡମହାସାନ୍ନ ଯୋଗୁଁ ଦର୍ଶନ ବନ୍ଦ ହୋଇଥିଲା। ଦେଢ ଘଣ୍ଟା ଧରି ଦର୍ଶନ ବନ୍ଦ ହେବା ପରେ

ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ବର ୦୩।୧୧ : ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରୁ ମିଳିଛି ମୃତଦେହ। ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର

୧୦ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ପ୍ରଦୀପ ସେଠୀ

ଭୁବନେଶ୍ୱର ୦୩।୧୧ : ଚିଟ୍‌ଫଣ୍ଡ ଠକେଇ ମାମଲାରେ ଦୀର୍ଘ ୧୦ ବର୍ଷ ପରେ ଜେଲ୍‌ରୁ ମୁକୁଳିଛନ୍ତି ଅର୍ଥତତ୍ତ୍ୱ (ଏଟି) ମାଲିକ ପ୍ରଦୀପ ସେଠୀ । ସେ ବ୍ରହ୍ମପୁର ଜେଲ୍‌ରେ ବନ୍ଦୀ ଥିଲେ । ଜେଲ୍‌ରୁ ବାହାରିବା ପରେ ସେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ମାନସିକ ସ୍ଥିତ

ଧାମନଗର ଉପନିର୍ବାଚନ ପାଇଁ ଆସିଥିଲେ ପୋଲିଂ ଅଫିସର, ଅସୁସ୍ଥ ହୋଇ ଆଖି ବୁଜିଲେ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ, ଏପଟେ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି। ଧାମନଗର ବ୍ଲକ ୧୩୯ ନମ୍ବର ବୁଥ୍‌ର ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ। ଉପନିର୍ବାଚନ

ସମୟ ଅଭାବ ଦର୍ଶାଇ ସଲମାନଙ୍କ ଦ୍ୱାରା ଆଗତ ଏକ ମାନହାନି ମାମଲାରେ ରାୟ ଘୋଷଣା କରିବାକୁ ମନାକଲେ ବମ୍ବେ ହାଇକୋର୍ଟ…

ମୁମ୍ବାଇ: ବମ୍ବେ ହାଇକୋର୍ଟର ଜଣେ ବିଚାରପତି ଗୁରୁବାର କହିଛନ୍ତି ଯେ ସମୟ ଅଭାବ କାରଣରୁ ଅଭିନେତା ସଲମାନ ଖାନ ତାଙ୍କ ପଡ଼ୋଶୀଙ୍କ ବିରୋଧରେ ଆଗତ କରିଥିବା ମାନହାନି ମାମଲାର ଆବେଦନ ଉପରେ ରାୟ ଶୁଣାଇବା ସମ୍ଭବପର ହେଉନାହିଁ। ଫଳରେ, ଅଭିନେତା ସଲମାନ ଖାନଙ୍କ ଦ୍ୱାରା ଆଗତ ଆବେଦନର ଶୁଣାଣି

ଆଧାରକାର୍ଡ ନଥିବାରୁ ମା’ ଓ ଯାଆଁଳା ଶିଶୁଙ୍କ ହେଲା ମୃତ୍ୟୁ

ନୂଆଦିଲ୍ଲୀ: କର୍ଣ୍ଣାଟକର ତୁମକୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଗର୍ଭବତୀ ମହିଳାଙ୍କ ଆଧାର କାର୍ଡ ନ ଥିବାରୁ ସରକାରୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇ ନଥିଲା। ଏହାପରେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଘରକୁ ଫେରିବାକୁ ପଡ଼ିଥିଲା। ଘରେ ସେ ଯାଆଁଳା

ଗୁଜରାଟ ପାଇଁ ଖାଡଗେଙ୍କ ୮ ସଙ୍କଳ୍ପ

ନୂଆଦିଲ୍ଲୀ: ୫୦୦ ଟଙ୍କାରେ ମିଳିବ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର। ଲୋକଙ୍କୁ ମାସିକ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ। ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେଉ ହେଉ କଂଗ୍ରସେ ରଖିଛି ଏଭଳି କିଛି ସଂକଳ୍ପ। ନୂଆ ସଭାପତି ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି,