Sign in
Sign in
Recover your password.
A password will be e-mailed to you.
ଗ୍ୟାସ୍ ଚାମ୍ବର ପାଲଟିଲା ରାଜଧାନୀ, ନିଶ୍ୱାସ ନେବା ହେଲା ମୁସ୍କିଲ
ନୂଆଦିଲ୍ଲୀ: ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି ଦେଶର ରାଜଧାନୀ ଦିଲ୍ଲୀ। ଦୀପାବଳି ପରଠାରୁ ଏଠାରେ ବଢ଼ିବାରେ ଲାଗିଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ଏଠାକାର ବାୟୁ। ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ ବାହାରିବା ମୁସ୍କିଲ ହୋଇପଡିଛି। ଆଖି ଜଳାପୋଡା କରିବା ସହ ନିଶ୍ୱାସ ନେବା!-->…
ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଶାଳ ସମାବେଶରେ ପାଳିତ ହେଲା ଅଁଳା ନବମୀ ଉତ୍ସବ
ଉମରକୋଟ : ଉମରକୋଟ ଶ୍ରୀ ମନ୍ଦିରରେ ଦେଖାଗଲା ହଜାର ହଜାର ଭକ୍ତଙ୍କ ସମାଗମ | ପାଳିତ ହେଲା ଅଁଅଳା ନବମୀ ଉତ୍ସବ | ସୂଚନା ମୁତାବକ ଉମରକୋଟ ଶ୍ରୀ ମନ୍ଦିର କମିଟି ଦ୍ୱାରା ପରିଚାଳିତ ଏହି ଉତ୍ସବରେ ଉମରକୋଟର ସମସ୍ତ ହିନ୍ଦୁ ସଂଗଠନ ସହଯୋଗ କରିଥିଲେ | ହଜାର ହଜାର ଭକ୍ତ ଏହି ଉତ୍ସବରେ!-->…
ପାରିବାରିକ କଳହ, ସାନ ଭାଇର ଛୁରା ମାଡ଼ରେ ବଡ ଭାଇ ଗୁରୁତର
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ହୋଇଛି ଛୁରା ମାଡ଼ l ସମ୍ପର୍କୀୟ ସାନ ଭାଇର ଛୁରା ମାଡ଼ରେ ଗୁରୁତର ଆହତ ହୋଇଛି ବଡ ଭାଇ l ଗୁରୁତର ଆହତ ହେଲେ ବି.କରଡ଼ାବାଡ଼ି ଗ୍ରାମ ଖାଦାଳ ସାହିର ବସନ୍ତ ନାଇକ (୩୯ ) l ଆଜି ସନ୍ଧ୍ୟା ୮!-->…
ଦୁର୍ନୀତି: ପ୍ରଗତିର ପ୍ରଧାନ ପ୍ରତିବନ୍ଧକ ର୍ଶୀଷକ ଆଲୋଚନା ଚକ୍ର ଅନୁଷ୍ଠିତ
ଫୁଲବାଣୀ : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲା ଫୁଲବାଣୀ ପ୍ରେସ୍ କ୍ଳବ୍ ଓ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଜିଲ୍ଲା ଦୁର୍ନୀତି ନିବାରଣ ଶାଖାର ସହାୟତାରେ ଦୁର୍ନୀତି ପ୍ରଗତିର ପ୍ରଧାନ ପ୍ରତିବନ୍ଧକ ର୍ଶୀଷକ ଆଲୋଚନା ଚକ୍ର ଅନୁଷ୍ଠିତ!-->…
ଯୁବ ସାମ୍ବାଦିକଙ୍କ ମୃତ୍ୟୁରେ ଜିଲ୍ଲା ସାମ୍ବାଦିକ ସଂଘ ଓ ପ୍ରେସ କ୍ଲବ ଫୁଲବାଣୀ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଫୁଲବାଣୀ ୦୨/୧୧ : ଖବର ସଂଗ୍ରହ କରିବାକୁ ସାଥୀ ସାମ୍ବାଦିକଙ୍କ ସହ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ସମ୍ବେପଦର ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ବୋଲେରୋ ଧକ୍କାରେ ଫୁଲବାଣୀ ଅଞ୍ଚଳର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ସାଥୀ!-->…
ମୁଖ୍ୟ ଚିକିତ୍ସାଳୟରେ କରେଣ୍ଟ ଚାଲିଯିବାରୁ ଅମ୍ଳଜାନ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ
ମାଲକାନଗିରି, ୨।୧୧ : ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ ଚାଲିଯିବାରୁ ରୋଗୀଙ୍କୁ ଅମ୍ଳଜାନ ନମିଳିବାରୁ ରୋଗୀ ମୃତ୍ୟୁ ଅଭିଯୋଗ । ମିଳିଥିବା ସୂଚନା ଅନୁଯାୟୀ କାମବାଡା ଗ୍ରାମର ରାମା ମାଡକାମୀ ଆଜି ଗୁରୁତ୍ତର ହୋଇ ପ୍ରଥମେ କୋରୁକୋଣ୍ଡା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ତେବେ!-->…
ଗମନାଗମନ ବ୍ୟବସ୍ଥା ନଥିବାରୁ ଲୋକଙ୍କୁ ହଟହଟ୍ଟା ହେବାକୁ ପଡୁଛି
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ସୀମାନ୍ତର ପ୍ରାୟ ୩ଟି ପଞ୍ଚାୟତ ବାସୀଙ୍କୁ ଗମନାଗମନ ବ୍ୟବସ୍ଥା ନଥିବାରୁ ଲୋକଙ୍କୁ ଥାନାରେ ଏତଲା ଦେବାକୁ ହଟହଟ୍ଟା ହେବାକୁ ପଡୁଛି। ଫିରିଙ୍ଗିଆ ବ୍ଲକରେ ସର୍ବାଧିକ ୧୧୨ ଟି ଗ୍ରାମରେ ଗମନାଗମନ ସମସ୍ୟା ଲାଗି ରହିଛି ।୨୪ଟି ପଞ୍ଚାୟତକୁ ନେଇ!-->…
ବିଜେଡି ପକ୍ଷରୁ ୭ଟି ଗ୍ରାମ ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା
ବୁଗୁଡ଼ା : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ଯ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମର ୩ୟ ପର୍ଯାୟରେ ଆଜି ବୁଗୁଡ଼ା ବ୍ଲକର ପାଙ୍ଗିଡ଼ି, ଖୋଳଖାଳି , ବିରଞ୍ଚିପୁର , ବି.କରଡ଼ାବାଡ଼ି , ତାକରଡା , କରଚୁଲି ଓ କରସିଙ୍ଗି ଆଦି ୭ଟି ଗ୍ରାମ ପଞ୍ଚାୟତରେ ପରିକ୍ରମା!-->…
ଦୁର୍ନୀତି ନିବାରଣ ସପ୍ତାହ ପାଳନ ସକାଶେ ପ୍ରତିଯୋଗିତା ଅନୁଷ୍ଠିତ
ଛତ୍ରପୁର : ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ସକାଶେ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ – ବିଷୟ ବସ୍ତୁକୁ ନେଇ ଏକ ବାକ୍ ଚାତୁରୀ ପଟୁତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ!-->!-->!-->…
କେଡିଏମ ଏଫ ପକ୍ଷରୁ ମୃତ ସାମ୍ବାଦିକଙ୍କୁ ଆର୍ଥିକ ସହାୟତା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ
ଫୁଲବାଣୀ : ଗତ ମଙ୍ଗଳବାର ଦିନ ସନ୍ଧ୍ୟା ରେ ଏକ ସାଙ୍ଘାତିକ ଦୁର୍ଘଟଣାରେ ଶିକାର ହୋଇଥିବା ଫୁଲବାଣୀର ମୃତ ସାମ୍ବାଦିକ ୱେବ ଚାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ମଞ୍ଜୁର ନିମନ୍ତେ କନ୍ଧମାଳ ଜିଲ୍ଲା!-->…