ସବୁ ପ୍ରସ୍ତୁତି ଶେଷ, ରାତି ପାହିଲେ ଧାମନଗର ଉପନିର୍ବାଚନ

ଭଦ୍ରକ ୦୨।୧୧ : ରାତିପାହିଲେ ଧାମନଗର ଉପନିର୍ବାଚନ । ନିଜ ବିଧାୟକ ବାଛିବେ ଧାମନଗର ବାସୀ । ମଙ୍ଗଳବାର ଠାରୁ ପ୍ରଚାର ସରିଛି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ। ତେବେ ସମୁଦାୟ ୨୫୨ଟି ବୁଥରେ ଭୋଟ ଗ୍ରହଣ ହେବ । ୧୨୬

ରାଜଧାନୀରେ ହାତୀର ଉତ୍ପାତ, ଟ୍ରାଙ୍କୁଲାଇଜ୍‌ ପରେ ଚନ୍ଦକାକୁ ଗଲା ଦନ୍ତା

ଭୁବନେଶ୍ୱର: ଟ୍ରାଙ୍କୁଲାଇଜ୍‌ ପରେ ଚନ୍ଦକାକୁ ନିଆଯାଉଛି ଦନ୍ତା। କ୍ରେନ୍‌ ସାହାଯ୍ୟରେ ଉଠାଯିବା ପରେ ହାତୀକୁ ଟ୍ରକରେ ରଖାଯାଇଛି। ଏହାପରେ ସ୍ଥାନାନ୍ତର କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପଶିଆସିଥିଲା ଦନ୍ତା। ସହର ମଧ୍ୟକୁ

ବାଂଲାଦେଶକୁ ୫ ରନରେ ହରାଇଲା ଭାରତ

ଆଡିଲେଡ୍ : ଆଡିଲେଡ୍ ଓଭାଲଠାରେ ଚାଲିଥିବା ଟି-୨୦ ବିଶ୍ବକପ ସୁପର-୧୨ର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୫ ରନରେ ହରାଇ ଦେଇଛି ଭାରତ । ଏହି ବିଜୟ ଫଳରେ ସେମିଫାଇନାଲକୁ ଯିବା ଭାରତ ପାଇଁ ଆହୁରି ସହଜ ହୋଇଯାଇଛି । ଏହି ମ୍ୟାଚରେ ଭାରତ ଆରମ୍ଭରୁ ୧୮୫ରନର ବିଜୟ ଲକ୍ଷ୍ୟ ରଖିଥିଲେ ବି

ଭର୍ଚୁଆଲରେ ହେବ ଧବଳେଶ୍ୱରଙ୍କ ଦର୍ଶନ

ଆଠଗଡ଼ ୦୨।୧୧ : ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶନ କରିବେ ଭକ୍ତ । ଖାସ୍‌ ଏଥି ଲାଗି ହିଁ ଭକ୍ତଙ୍କ ପାଇଁ ହେବ ବଡ଼ ଏଲ୍‌ଇଡିର ଲାଇଟର ବ୍ୟବସ୍ଥା । ଧବଳେଶ୍ୱରୀ ପୀଠକୁ କୌଣସି ଭକ୍ତ ଯାଇପାରିବେନାହିଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କଟକଣା ଲାଗିଥିବା

ବ୍ଲୁ-ଟିକ୍‌ ୟୁଜରଙ୍କ ପାଇଁ ମହଙ୍ଗା ହେଲା, ମାସକୁ ଦେବାକୁ ପଡ଼ିବ ୬୬୧.୭୨ ଟଙ୍କା  

ନୂଆଦିଲ୍ଲୀ: ଟ୍ୱିଟରର ବ୍ଲୁଟିକ୍‌ ୟୁଜରଙ୍କ ପାଇଁ ମହଙ୍ଗା ହେଲା। ଏଣିକି ବ୍ଲୁ–ଟିକ୍‌ ବ୍ୟବହାରକାରୀଙ୍କୁ ମାସିକ ଦେୟ ଦେବାକୁ ପଡ଼ିବ। ନିକଟରେ ଟ୍ୱିଟରର ମାଲିକାନା ହାତେଇଥିବା ଏଲନ ମସ୍କ ଏହି ନୂଆ ନିୟମ କରିଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରର ବ୍ଲୁଟିକ୍‌ ବ୍ୟବହାରକାରୀଙ୍କୁ ମାସକୁ

କୋଚିଂ ସେଣ୍ଟରରେ ଅଘଟଣ, ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ମୃତ

ମାର୍ଶାଘାଇ ୦୨।୧୧ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଅଘଟଣ । ଏକ ଘରୋଇ କୋଚିଂ ସେଣ୍ଟରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ର ମୃତ । ମୃତକ ମହାକାଳପଡ଼ା ବ୍ଲକ ବଡ଼କୂଳ ପଞ୍ଚାୟତ ଗୋପୀନାଥପୁର ଗାଁ କୁଞ୍ଜବିହାରୀ ଦାସଙ୍କ ପୁଅ ଦେବୀପ୍ରସାଦ ଦାସ ବୋଲି ଜଣାପଡିଛି ।

ମୋର୍‌ବୀ ପୋଲ ଭଙ୍ଗା ମାମଲାରେ ଅଭିଯୁକ୍ତଙ୍କ ତରଫରୁ ନ ଲଢ଼ିବାକୁ ଓକିଲ ସଂଘର ନିଷ୍ପତ୍ତି: ରିପୋର୍ଟ

ନୂଆଦିଲ୍ଲୀ: ମୋର୍‌ବୀ ଝୁଲାପୋଲ ଭାଙ୍ଗିପଡ଼ିବା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ତରଫରୁ ମାମଲା ଲଢ଼ିବେ ନାହିଁ ବୋଲି ଗୁଜରାଟର ୧ଟି ବାର୍‌ ଆସୋସିଏସନ୍‌ ନିଷ୍ପତ୍ତି ଗ୍ରହଣ କରିଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ‘ଓଭେରା’ କମ୍ପାନିର ୯ଜଣ ଅଭିଯୁକ୍ତଙ୍କ ପକ୍ଷରୁ

କାର୍‌-ମିନିଟ୍ରକ୍ ମୁହାଁମୁହିଁ ଧକ୍କା: ୩ମୃତ, ଜଣେ ଗୁରୁତର

ଖୋର୍ଦ୍ଧା ୦୨।୧୧ : ଖୋର୍ଦ୍ଧା ବୋଲଗଡ଼ ପଞ୍ଚୁକୋଟର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍‌ ଓ ଟ୍ରକ ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଖବର ଅନୁଯାୟୀ, ଏକ କାର୍‌ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିଲା । ଏହି ସମୟରେ

କଶ୍ମୀର ଘାଟିକୁ ଦୋହଲାଇବାକୁ ଷଡଯନ୍ତ୍ର, ଲସ୍କର ଟାର୍ଗେଟ୍‌ରେ ନେତା

ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଜମ୍ମୁକଶ୍ମୀର ଉପତ୍ୟକା। ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା ଘାଟିରେ ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର ଚଲାଇଛି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୁରକ୍ଷା ବାହିନୀକୁ ସତର୍କ ସୂଚନା ମିଳିଛି। ସୂଚନା ମୁତାବକ, ଲସ୍କରର ଟାର୍ଗେଟ୍‌ରେ ନେତା,

ଗଣଦୁଷ୍କର୍ମ ମାମଲାରେ ୫ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଡିଏସପିଙ୍କୁ ଏସଆଇ କରିଦେଲେ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ଲାଞ୍ଚ ନେଇଥିବା ଜଣେ ଡିଏସପିଙ୍କୁ ସବ୍ ଇନ୍ସପେକ୍ଟର କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଲାଞ୍ଚ ନେବା ଅଭିଯୋଗରେ ରାମପୁର ନଗରର