ଆଜି ପବିତ୍ର ଅଁଳା ନବମୀ, ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାପାଦ ଦର୍ଶନ

ପୁରୀ ୦୨।୧୧: ଆଜି ପବିତ୍ର ଅଁଳା ନବମୀ। କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥିରେ ଓଡ଼ିଆଣି ବେଶରେ ଦର୍ଶନ ଦିଅନ୍ତି ଶ୍ରୀରାଧା । ଶ୍ରୀରାଧାପାଦ ଦର୍ଶନ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଭକ୍ତ ଏବଂ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କ ଦର୍ଶନ

କଂଗ୍ରେସ ପାର୍ଟି ଏକା ଚାଲିବ: ମଲ୍ଲିକାର୍ଜୁନ ଖାଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି ଏକା ଚାଲିବ। ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ। କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବ । କଂଗ୍ରେ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ସାର୍ବଜନୀନ ସମ୍ୱୋଧିନରେ ଏହା କହିଛନ୍ତି ମଲ୍ଲିକାର୍ଜୁନ ଖାଡ଼ଗେ। । ଖାଡଗେ

ଇଡି, ସିବିଆଇ ଗଲେ କୁଆଡେ; ମୋର୍ବି ଝୁଲାପୋଲ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଏଭଳି କହିଲେ ଦିଦି

କୋଲକାତା: ମୋର୍ବି ଝୁଲାପୋଲ ଦୁର୍ଘଟଣାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରବିବାର ସନ୍ଧ୍ୟାରେ ମୋର୍ବି ଝୁଲାପୋଲ ଭୁଶୁଡିବାରୁ ୧୪୧ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଦିଦି କହିଛନ୍ତି ଯେ, ମୋର୍ବି ଘଟଣାରେ ସମ୍ପୃକ୍ତ

ରାହୁଲଙ୍କ ସହ ପାଦରେ ପାଦ ମିଶାଇ ଚାଲିଲେ ପୂଜା ଭଟ୍ଟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତେଲେଙ୍ଗାନାର ହାଇଦ୍ରାବାଦରୁ ଭାରତ ଯୋଡୋ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ଆଜି ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ପୂଜା ଭଟ୍ଟ ସାମିଲ ହୋଇଥିଲେ। ଏହି ପଦଯାତ୍ରା ବେଳେ ରାହୁଲଙ୍କ ସହ

ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ: ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବ୍ରିଟିସ୍ ଗଣମାଧ୍ୟମ ‘ବ୍ରିଟେନ ଏକ୍ସପ୍ରେସ’ର ଏକ ରିପୋର୍ଟ ଅନୁଯାୟୀ, ଅନଲାଇନରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ପ୍ରକାଶିତ ଏକ ଫଟୋରେ ତାଙ୍କ ହାତରେ ଅଜବ ଚିହ୍ନ ରହିଥିବା ଏବଂ

ଝୁଲା ପୋଲ ଦୁର୍ଘଟଣା: ଏବେ ବି ନଦୀ ଭିତରେ ଅନେକ ନିଖୋଜ

ଅହମ୍ମଦାବାଦ: ଗୁଜରାଟର ମୋର୍ବି ସ୍ଥିତ ଝୁଲା ପୋଲ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଦୁର୍ଘଟଣାରେ ଅତି କମ୍‌ରେ ୧୪୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମଚ୍ଛୁ ନଦୀ ଭିତରେ ଏବେବି ଅନେକ ନିଖୋଜ ଥିବା କୁହାଯାଉଛି। ଦୁର୍ଘଟଣାକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ନଦୀ ଭିତରେ ଉଦ୍ଧାର

କୋଇମେଟଲା ମାଇନର କେନାଲରେ ପାଣି ସମସ୍ୟା,କେନାଲ ଥାଇ ପାଣି ନପାଇ ଚାଷୀ ହତାଶ…

ମାଲକାନଗିରି :୨/୧୧ କାଲିମେଳା ବ୍ଳକ ଅନ୍ତର୍ଗତ କୋଇମେଟଲା ମାଇନର କେନାଲ ରେ ପାଣି ଅଳ୍ପ ପରିମାଣରେ ଆସୁଥିବା ବେଳେ ପୁରୁଣା ଯୋଗୁଁ କେନାଲର ପାଇପ ରେ ଫାଟ ସୃଷ୍ଟି ହୋଇଛି। ସେଥିପାଇଁ ପାଣି ସଠିକ ପରିମାଣରେ କେନାଲରୁ ଚାଷୀ ମାନଙ୍କ ଜମିରେ ନପହଞ୍ଚି ଅଯଥା ଅପଚୟ ହେଉଛି। ଯେଉଁଥିପାଇଁ

ଦକ୍ଷତା ବିକାଶ କେନ୍ଦ୍ରରେ ସଫଳତା ହାସଲ ପରେ ତାମିଲନାଡୁ ରେ ନିଯୁକ୍ତି ପାଇଲେ ଜିଲ୍ଲାର ୨୧ ଜଣ ଯୁବକ ଯୁବତୀ…

ମାଲକାନଗିରି ୨/୧୧ ରୋଜଗାର କରି ନିଜ ଗୋଡ଼ରେ ଛିଡା ହୋଇ ଆତ୍ମ ସ୍ୱାଭିମାନ ର ସହିତ ବଞ୍ଚିବା ପାଈଁ ସୁନ୍ଦର ସ୍ବପ୍ନ ସମସ୍ତେ ଦେଖନ୍ତି। କିନ୍ତୁ ଯେଉଁ ଯୁବକ ଯୁବତୀ ମାନେ ବେକାର ରହି ଯାଉଛନ୍ତି ସେମାନଙ୍କୁ କର୍ମ ନିଯୁକ୍ତି ଦେବାପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା

ଦେବାଦେବୀଙ୍କୁ ଅପଶବ୍ଦ କହି ଧର୍ମୀୟ ଭାବନାକୁ ଆଘାତ ବିରୋଧରେ ଗ୍ରାମ ସମାଜ ପକ୍ଷରୁ ଥାନା ରେ ଏତଲା…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି ୭୮ ଗ୍ରାମ ରେ ଦେଖିବାକୁ ମିଳିଛି ଏହି ପରି ଏକ ବିଧର୍ମୀ ଘଟଣା। ସୂଚନା ରୁ ପ୍ରକାଶ ଥାଉ କି ଏମ.ଭି ୭୮ ଗ୍ରାମର ବ୍ୟକ୍ତି ଗୋପାଳ ମଣ୍ଡଳ ହିନ୍ଦୁ ସମାଜରେ ପୂଜା ପାଉଥିବା ଦେବୀଙ୍କୁ ଖରାପ ଭାଷା ରେ ଗାଳିଗୁଲଜ

ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ, ଜଣେ ସାମ୍ବାଦିକ ଗୁରୁତର

ଫୁଲବାଣୀ : ମଙ୍ଗଳବାର ସନ୍ଧ୍ୟାରେଏକ ସଡକ ଦୂର୍ଘଟଣାରେ ଫୁଲବାଣୀର ୱେବ ଚାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୱେବ ସାମ୍ବାଦିକ ବିକାଶ ଡିଗାଲ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଏ ଦୁହେଁ କୌଣସି