ଧବଳେଶ୍ୱର ପୀଠରେ ୧୪୪ ଧାରା: ଏବର୍ଷ ଯାତ୍ରା ବନ୍ଦ୍, ଆସିବେନି ଶ୍ରଦ୍ଧାଳୁ

କଟକ ୦୧/୧୧: ଆଠଗଡ ପୀଠରେ ଜାରି ହୋଇଛି ୧୪୪ ଧାରା । ଏହାକୁ ଦୃଷ୍ଟିରେ ରଖି ଏବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଧବଳେଶ୍ୱର ପୀଠକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯିବନି । ଆଗକୁ ପଞ୍ଚୁକ ଓ ବଡ ଓଷା ଥିବାରୁ ଏମିତି କରିବାକୁ ନିଷ୍ପତ୍ତି

ବିଚ୍‌ ରାସ୍ତାରେ ମହିଳାଙ୍କୁ ହାଣିଦେଲେ ଦୁର୍ବୃତ୍ତ

ଉଦଳା ୦୧।୧୧ : ବିଚ୍‌ ରାସ୍ତାରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପଦ୍ମିନୀ ପ୍ରଧାନ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜୁନପାଳ ଗାଁରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ମଙ୍ଗଳବାର ଦିନ

ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା, ଦେଢ ବର୍ଷ ପରେ ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ଭୁବନେଶ୍ୱର ୦୧।୧୧ : ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା । ଦେଢ ବର୍ଷ ପରେ ସାପ ବିଷ ଲିଙ୍କ ନେଇ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ସିଟି ଡ଼ିଏଫଓ ଅଫିସରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖବର ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚ ୨୭ ତାରିଖରେ

ବୁଧବାର ଅଁଳା ନବମୀ: ରାଧା ପାଦ ଦର୍ଶନ କରିବେ ଭକ୍ତ, କିନ୍ତୁ ଛୁଇଁବା ମନା

ନିମାପଡା ୦୧/୧୧: ବୁଧବାର ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧା । ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଅନୁଷ୍ଠିତ ହେବ । ତେବେ କରୋନା କଟକଣା କୋହଳ ପରେ ଦୁଇ ବର୍ଷ ଭକ୍ତଙ୍କୁ ଦର୍ଶନ ଦେବେ ରାଧାରାଣୀ । ହେଲେ ଚଳିତ ବର୍ଷଙ୍କ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।

ଅର୍ଚ୍ଚନା ନାଗ ଗିରଫ ମାମଲା, ଆସନ୍ତା ୫ରେ ଶୁଣାଣି କରିବେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ

ଭୁବନେଶ୍ୱର ୦୧।୧୧: ବ୍ଲାକମେଲ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ଗିରଫ ମାମଲା । ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କ ମାମଲାର ହେବ ଶୁଣାଣି । ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଶୁଣାଣି ହେବ । ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ କରିବେ ଶୁଣାଣି । ପୂର୍ବରୁ ଗତ ଅକ୍ଟୋବର ୧୪ ତାରିଖରେ

ବ୍ରହ୍ମପୁର ଟାଟାବେଞ୍ଜ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ପୋଲିସର ଚଢ଼ାଉ: ୪ଜଣ ଯୁବତୀଙ୍କ ସହ ୧୦ ଗ୍ରାହକ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟାବେଞ୍ଜ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ପୋଲିସର ଚଢ଼ାଉ । ଗେଷ୍ଟ ହାଉସରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ପରେ ପୋଲିସ୍ ଚଢ଼ାଉ କରିଥିଲା ।ଚଢ଼ାଉ ସମୟରେ ଗେଷ୍ଟ ହାଉସରୁ ୪ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ଚିହ୍ନଟ ହେଲେ ଆଉ ୩୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୧।୧୧: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ପିପିଲିରେ ହାତୀ ଉତ୍ପାତ

ପିପିଲି ୦୧।୧୧ : ପିପିଲରେ ହାତୀ ଆତଙ୍କ । ପିପିଲି ବଜାର ସମତେ ଏନ୍‌ଏସି ଓ ପାଖାପାଖ ଅଞ୍ଚଳରେ ହାତୀର ଉତ୍ପାତ ଦେଖାଦେଇଛି । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ଅନୁଯାୟୀ, ପିପିଲି ଧାନପୁର କେନାଲ ବନ୍ଦରେ ହାତୀକୁ ଦେଖିବାକୁ ଯାଇଥିଲେ । ପିପିଲି

ଓଡିଶାର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର ଭାବେ ପୁରସ୍କୃତ ହେଲେ ଭି ଭି ରାମଦାସ

ଫୁଲବାଣୀ:- ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରଶିକ୍ୟୁଟର ଭି ଭି ରାମଦାସଙ୍କୁ ରାଜ୍ୟର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରଶିକ୍ୟୁଟର (ପି ପି)ଭାବେ ସୋମବାର ଦିନ ସରକାର ପୁରସ୍କୃତ କରିଛନ୍ତି। ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏମଭି 79 ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦଶମ ପ୍ରତିଷ୍ଠା ଦିବସ ପାଳିତ

ମାଲକାନଗିରି : ସ୍ଥାନିୟ ଏମଭି 79 ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏମଭି 79 ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୧୦ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏମଭି 79 ଅଞ୍ଚଳ ର ଲୋକ ଙ୍କ ଆବଶ୍ୟକତା କୁ ଦୃଷ୍ଟି ରେ ଦେଇ 2013 ମସିହା ରେ ନଭେମ୍ବର 1 ତାରିଖ ଦିନ ରେ ଏମଭି 79 ଠାରେ ବ୍ୟାଙ୍କ ର ଏହି ଶାଖା