ମୋର୍‌ବୀ ପୋଲ ଭଙ୍ଗା ମାମଲାରେ ଅଭିଯୁକ୍ତଙ୍କ ତରଫରୁ ନ ଲଢ଼ିବାକୁ ଓକିଲ ସଂଘର ନିଷ୍ପତ୍ତି: ରିପୋର୍ଟ

ନୂଆଦିଲ୍ଲୀ: ମୋର୍‌ବୀ ଝୁଲାପୋଲ ଭାଙ୍ଗିପଡ଼ିବା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ତରଫରୁ ମାମଲା ଲଢ଼ିବେ ନାହିଁ ବୋଲି ଗୁଜରାଟର ୧ଟି ବାର୍‌ ଆସୋସିଏସନ୍‌ ନିଷ୍ପତ୍ତି ଗ୍ରହଣ କରିଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ‘ଓଭେରା’ କମ୍ପାନିର ୯ଜଣ ଅଭିଯୁକ୍ତଙ୍କ ପକ୍ଷରୁ

କାର୍‌-ମିନିଟ୍ରକ୍ ମୁହାଁମୁହିଁ ଧକ୍କା: ୩ମୃତ, ଜଣେ ଗୁରୁତର

ଖୋର୍ଦ୍ଧା ୦୨।୧୧ : ଖୋର୍ଦ୍ଧା ବୋଲଗଡ଼ ପଞ୍ଚୁକୋଟର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍‌ ଓ ଟ୍ରକ ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଖବର ଅନୁଯାୟୀ, ଏକ କାର୍‌ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିଲା । ଏହି ସମୟରେ

କଶ୍ମୀର ଘାଟିକୁ ଦୋହଲାଇବାକୁ ଷଡଯନ୍ତ୍ର, ଲସ୍କର ଟାର୍ଗେଟ୍‌ରେ ନେତା

ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଜମ୍ମୁକଶ୍ମୀର ଉପତ୍ୟକା। ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା ଘାଟିରେ ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର ଚଲାଇଛି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୁରକ୍ଷା ବାହିନୀକୁ ସତର୍କ ସୂଚନା ମିଳିଛି। ସୂଚନା ମୁତାବକ, ଲସ୍କରର ଟାର୍ଗେଟ୍‌ରେ ନେତା,

ଗଣଦୁଷ୍କର୍ମ ମାମଲାରେ ୫ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଡିଏସପିଙ୍କୁ ଏସଆଇ କରିଦେଲେ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ଲାଞ୍ଚ ନେଇଥିବା ଜଣେ ଡିଏସପିଙ୍କୁ ସବ୍ ଇନ୍ସପେକ୍ଟର କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଲାଞ୍ଚ ନେବା ଅଭିଯୋଗରେ ରାମପୁର ନଗରର

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୨।୧୧: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ଆଜି ପବିତ୍ର ଅଁଳା ନବମୀ, ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାପାଦ ଦର୍ଶନ

ପୁରୀ ୦୨।୧୧: ଆଜି ପବିତ୍ର ଅଁଳା ନବମୀ। କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥିରେ ଓଡ଼ିଆଣି ବେଶରେ ଦର୍ଶନ ଦିଅନ୍ତି ଶ୍ରୀରାଧା । ଶ୍ରୀରାଧାପାଦ ଦର୍ଶନ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଭକ୍ତ ଏବଂ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କ ଦର୍ଶନ

କଂଗ୍ରେସ ପାର୍ଟି ଏକା ଚାଲିବ: ମଲ୍ଲିକାର୍ଜୁନ ଖାଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି ଏକା ଚାଲିବ। ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ। କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବ । କଂଗ୍ରେ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ସାର୍ବଜନୀନ ସମ୍ୱୋଧିନରେ ଏହା କହିଛନ୍ତି ମଲ୍ଲିକାର୍ଜୁନ ଖାଡ଼ଗେ। । ଖାଡଗେ

ଇଡି, ସିବିଆଇ ଗଲେ କୁଆଡେ; ମୋର୍ବି ଝୁଲାପୋଲ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଏଭଳି କହିଲେ ଦିଦି

କୋଲକାତା: ମୋର୍ବି ଝୁଲାପୋଲ ଦୁର୍ଘଟଣାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରବିବାର ସନ୍ଧ୍ୟାରେ ମୋର୍ବି ଝୁଲାପୋଲ ଭୁଶୁଡିବାରୁ ୧୪୧ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଦିଦି କହିଛନ୍ତି ଯେ, ମୋର୍ବି ଘଟଣାରେ ସମ୍ପୃକ୍ତ

ରାହୁଲଙ୍କ ସହ ପାଦରେ ପାଦ ମିଶାଇ ଚାଲିଲେ ପୂଜା ଭଟ୍ଟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତେଲେଙ୍ଗାନାର ହାଇଦ୍ରାବାଦରୁ ଭାରତ ଯୋଡୋ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ଆଜି ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ପୂଜା ଭଟ୍ଟ ସାମିଲ ହୋଇଥିଲେ। ଏହି ପଦଯାତ୍ରା ବେଳେ ରାହୁଲଙ୍କ ସହ

ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ: ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବ୍ରିଟିସ୍ ଗଣମାଧ୍ୟମ ‘ବ୍ରିଟେନ ଏକ୍ସପ୍ରେସ’ର ଏକ ରିପୋର୍ଟ ଅନୁଯାୟୀ, ଅନଲାଇନରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ପ୍ରକାଶିତ ଏକ ଫଟୋରେ ତାଙ୍କ ହାତରେ ଅଜବ ଚିହ୍ନ ରହିଥିବା ଏବଂ